Odisha News Portal

ହେ ଭଗବାନ ! ଏକା ସାଙ୍ଗରେ ମାଆ ଓ ଝିଅ ଜନ୍ମ କଲେ ଦୁଇଟି ଶିଶୁ ଏମାନଙ୍କ ବାପା କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ !

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଏ ପ୍ରକାର କଥା ଆପଣ ମାନେ ହୁଏତ କେବେ କୌଣସି ଠାରେ ଶୁଣିନଥିବେ ।ଏକା ସହିତ ମା ହେଲେ ଝିଅ ଏବଂ ମା , ପିଲାଙ୍କର ବାପାର ନାହିଁ କିଛି ଅଚା ପତ୍ତା । ଜଣେ ନାରୀ ପାଇଁ ମା ହେବା ଦୁନିଆର ସବୁଠୁ ଭଲ ଅନୁଭବ ହୋଇଥାଏ । ସନ୍ତାନକୁ ଦେଖିକରି ମା ଆଖିର ଚମକ ବଢିଯାଇଥାଏ । ମା ହେବା ପାଇଁ କୌଣସି ବୟସ ସୀମା ନଥାଏ ,. ଏହା ବ୍ୟତୀତ ଆଜି କାଲି ଲାଇଫ ଷ୍ଟାଇନ ଅନୁସାରେ ମହିଳା ମାନେ ଅଧିକ ବୟସରେ ମା ହେବାକୁ ପସନ୍ଦ କରୁଛନ୍ତି ।

ମାତ୍ର ଅନେକ ସମୟରେ ଏମିତି କିଛି ହୋଇଯାଏ କି ଯାହା ବହୁତ ଭିନ୍ନ ହୋଇଥାଏ । କେମିତି ଲାଗିବ ଯେତେବେଳେ ମା ଏବଂ ଝିଅ ଏକାଥରେ ଗର୍ଭବତୀ ହୋଇଥାନ୍ତି । ତେବେ ଏବେକା ସମୟରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ମା ଏବଂ ଝିଅ ନିଜର ସନ୍ତାନ ମାନଙ୍କୁ ଜନ୍ମ ହେଇଛନ୍ତି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ କଥା କହୁଛୁ ତାହା ତୁର୍କୀ ରେ ହୋଇଛି । ଯେଉଁଠାରେ 42 ବର୍ଷର ମା ଏବଂ 21 ବର୍ଷର ଝିଅ ନିଜର ସନ୍ତାନ ମାନଙ୍କୁ ଜନ୍ମ ହେଇଛନ୍ତି । ସୂଚନା ଅନୁସାରେ 42 ବର୍ଷିୟଖତମା ନାମକ ଏକ ମହିଳା ନିଜ ଝିଅ ସହିତ ତୁର୍କୀରେ ଗୋଟିଏ ହସ୍ପିଟାଲରେ ଦୁଇ ପୁଅକୁ ଜନ୍ମ ଦେଇଛନ୍ତି । ତେବେ ଦୁଇ ଜଣଙ୍କର ଟେଷ୍ଟ ଅନୁସାରେ ସେମାନଙ୍କର ସିଜେରିଆନ ଅପରେସନ ହୋଇଛି ।

ଡାକ୍ତର ମାନେ ମଧ୍ୟ କହିଛନ୍ତି କି ସେମାନେ ପ୍ରଥମ ଥର ପାଇଁ ଏହା ଦେଖିଛନ୍ତି । ଖାତମା ସିରିଆରଟି ବାସୀ ଅଟନ୍ତି ମାତ୍ର ଗୃହ ଚ୍ୟୁତ କାରଣରୁ ସେମାନେ ସିରିଆରୁ ତୁର୍କୀକୁ ଆସିଛନ୍ତି ।

ପିଲା ମାନଙ୍କର ନାମ ତୁର୍କୀର ରାଷ୍ଟ୍ରପତି ରେଜଦ ତେୟୟନ ଆରଦୁଆନଙ୍କର ନାମ ଉପରେ ଜୈୟବ ଏବଂ ରେଶଦ ରଖାଯାଇଛି । ଖାତମା ଏବଂ ତାର ଝିଅକୁ ଏକା ସହିତ ଜଣାପଡିଲା କି ସେମାନେ ଗର୍ଭବତୀ ଅଛନ୍ତି । ଯାହା ପରେ ସେମାନେ ପରସ୍ପରର ଧ୍ୟାନ ରଖିବାକୁ ଲାଗିଲେ । ତେବେ ଆଶ୍ଚର୍ଯ୍ୟର କଥା କି ଏମାନଙ୍କର ଡେଲିଭରି ଗେଟିଏ ଦିନରେ ଗୋଟିଏ ସମୟରେ ହୋଇଛି ।

 ମାତ୍ର ହସ୍ପିଟାଲକୁ ଏମାନଙ୍କର ପିତା ମାନଙ୍କର ସୂଚନା କିଛି ମିଳିନାହିଁ । ଏପର୍ଯ୍ୟନ୍ତ ସେମାନେ ଏ ପିଲାର ବାପା କିଏ କାହାକୁ ହେଲେ ମଧ୍ୟ ଜଣାଇ ନାହାନ୍ତି । ତେବେ ଏହା ନିଶ୍ଚିତ ରୂପରେ ଏକ ଆସ୍ଚର୍ଯ୍ୟ କର କଥା ଆଟେ , କାରଣ ଏମିତି ଘଟଣା ଆପଣ ମାନେ ହୁଏତ କେବେ କୌଣସି ସ୍ଥାନରେ ଶୁଣିନଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।