Odisha News Portal

ନୂଆ ବର୍ଷରୁ ନୂଆ ନିୟମ ! ଏହି ଫୋନ ବ୍ୟବହାର କରିଥିଲେ ବନ୍ଦ ହୋଇଯିବ ହ୍ୱାର୍ଟସଅପ , ଜାଣିରଖନ୍ତୁ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

0 9

ଆପଣ ମାନେ ସ୍ମାର୍ଟଫୋନ ବା ହ୍ୱାର୍ଟସଅପ ବ୍ୟବହାର କରୁଛନ୍ତି କି ତାହେଲେ ଜାଣିରଖନ୍ତୁ ଏହି କଥା । ତେବେ ଜାନୁଆରୀ 1 ତାରିଖରୁ ଏହି ସମସ୍ତ ସ୍ମାର୍ଟଫୋନରେ ବନ୍ଦ ହୋଇପାରେ ହ୍ୱାର୍ଟସଅପ । ତେବେ ଏମିତି ଏକ ଖବର ଆସିବା ପରେ ବିଚଲିତ ହୋଇଯାଇଛନ୍ତି ହ୍ୱାର୍ଟସଅପ ୟୁଜର । ତେବେ ଏହା ପଛର ସତ୍ୟାତା କଣ ତାହା ଆପଣ ମାନେ ମଧ୍ୟ ଜାଣିବା ନିତାନ୍ତ ଆବଶ୍ୟକ । ନୂଆ ବର୍ଷ ଆରମ୍ଭ ହେଲେ ପୁୁରୁଣା ଅପରେଟିଙ୍ଗ ସିସଟମ ବନ୍ଦ କରିଦିଏ ହ୍ୱାର୍ଟସଅପ । ଏଥିପାଇଁ 2021 ଆରମ୍ଭ ହେଲେ କିଛି ପୁରୁଣା ଏଣ୍ଡରୋଏଡ ଫୋନ ଏବଂ ଆଇଫୋନରେ ହ୍ୱାର୍ଟସଅପ କାମ କରିବ ନାହିଁ ।

ରିପୋର୍ଟ ଅନୁଯାୟୀ ଆଇଓଏସ 9 ଏବଂ 4.0.3 ଅପରେଟିଙ୍ଗ ସିସଟମରୁ ତଳକୁ ଥିବା ସ୍ମାର୍ଟ ଫୋନରେ ହ୍ୱାର୍ଟସଅଫ କାମ କରିବ ନାହିଁ । ଏଥିପାଇଁ ଅପରେଟିଙ୍ଗ ସିସଟମର ଲେଟେଟ୍ସ ଭାରସନ ବ୍ୟବହାର କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି ।

ଯାହା ଦ୍ୱାରା କି ୟୁଜର ମାନେ ସମସ୍ତ ଫିଏଚରସ ବ୍ୟବହାର କରିପାରିବେ । ହ୍ୱାର୍ଟସଏପର ସମସ୍ତ ଫିଏଚରସ ବ୍ୟବହାର କରିବା ପାଇଁ ହେଲେ ଆଇଫୋନ ୟୁଜରଙ୍କୁ ଆଇଓଏସ 9 କିମ୍ବା ତା ଉପର ଭରସନ ଏବଂ ଏଣ୍ଡରୋଏଡ ୟୁଜର ମାନଙ୍କୁ 4.0.3 ଓ ତାର ଉପର ଭରସନକୁ ବ୍ୟବହାର କରିବା ପାଇଁ କୁହାଯାଇଛି । ଯଦି ଏପରି ନକରନ୍ତି ତେବେ ଆପଣ ମାନେ ହ୍ୱର୍ଟସଅପ ବ୍ୟବହାରରୁ ବଞ୍ଚିତ ହୋଇପାରନ୍ତି ।

ଅପେଲର ଆଇଫୋନ 4 , ଆଇଫୋନ 4ଏସ , ଆଇପୋନ 5 , ଆଇପୋନ 5 ଏସ , ଆଇପୋନ 6 ଏବଂ ଆଇଫୋନ 6 ଏସ ଅପରେଟିଙ୍ଗ ସିସଟମ ଆଇଏଓସରୁ ଅପଡେଟ କରିବା ପାଇଁ ପଡିବ । ଆଇଫୋନ 6 ଏସ ଏବଂ 6+ ପ୍ରଥମ ଜେନେରେସନର ଆଇଏଓସକୁ ଯାହାକୁ ଆଇଫୋନ 14 ରେ ଅପ଼େଟ କରାଯାଇପାରିବ । ଆଣ୍ଟରୋଅଡ ଫୋନ ଏସଟିଜିଆର , ଏଲଜିଆଲଟିମସ ବ୍ଲାକ , ସାମସଙ୍ଗ ଗାଲାକ୍ସି ଏକ୍ସ 2 ରେ ହ୍ୱାର୍ଟସଅପ ଚାଲିବନି ।

ଯଦି ଆପଣ ମାନେ ଜାଣିନାହାନ୍ତି ଆପଣଙ୍କର ପୋନ କେଉଁ ଅପରେଟିଙ୍ଗ ସିସଟମରେ ଚାଲୁଛି ତେବେ ଜାଣିବା ପାଇଁ ରହିଛି ବହୁତ ସରଳ ଉପାୟ । ଏଥିପାଇଁ ଆପଣ ମାନଙ୍କୁ ଆଇଫୋନ ବା ଏନଣ୍ଡରଏଡର ସେଟିଙ୍ଗକୁ ଯିବା ପାଇଁ ପଡିବ । ଏହା ପରେ ଜେନେରାଲରେ ଟଚ କରି ଇନଫରମେସନକୁ ଯାଇ ଆପଣ ମାନେ ଜାଣିପାରିବେ କି ଆପଣଙ୍କର ଫୋନ କେଉଁ ଭାରସନର ଅଟେ ।

ଏଣ୍ଟରଏଡ ୟୁଜର ମାନେ ସେଟିଙ୍ଗକୁ ଯାଇ କରି ଏବାଉଟ ଫୋନରେ କ୍ଲିକ କଲେ ନିଜର ଫୋନ ବିଷୟର ସମସ୍ତ କଥା ସଂପର୍କରେ ଜାଣିପାରିବେ । ଯେଉଁମାନଙ୍କ ପୋନରେ ଅପଡେଟ ଅପସନ ଆଚି ସେମାନେ ଲାଟେଟ୍ସ ଭାରସନକୁ ଅପଡେଟ କରିପାରିବେ ମାତ୍ର ଯେଉଁ ମାନଙ୍କ ଫୋନରେ ଅପଡେଟ ଅପସନ ନାହିଁ ସେମାନଙ୍କୁ ନୂଆ ଫୋନ କିଣିବାକୁ ହେବ ବୋଲି କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।