Odisha News Portal

ଏହି ମହିଳା ଜଣଙ୍କ ରଖି ସାରିଲେଣି 100 ଜଣ ବିବାହିତ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ, ତଥାପି ଏବେବି କହୁଛନ୍ତି ମୋର ଆହୁରି…..

0 97

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ନାରୀଙ୍କ ବିଷୟରେ କହିବୁ ତାଙ୍କର କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କର ରୁଚି ବା ସମାଜ ପ୍ରତି ତାଙ୍କର ଏପରି ଏକ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ତେବେ ଏଥିପାଇଁ ବି ମଧ୍ୟ ସେ କେବବେ ହେଲେ ବି ପଶ୍ଚତାପ କରନ୍ତି ନାହିଁ । ଆପଣ ମାନେ ତ ଜାଣିଛନ୍ତି ଏ ସମାଜରେ ଲୋକମାନଙ୍କର ରୁଚି ସମାନ ହୋଇନଥାଏ , କାରଣ ପ୍ରତ୍ୟେକ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ରୁଚି , ଅଭ୍ୟାସ ନେଇ କରି ଜନ୍ମ ନେଇଥାନ୍ତି ।

ସମସ୍ତଙ୍କର ପରିବେଶ ସମାନ ନଥାଏ , ପରିବେଶ ଅନୁସାରେ ସେମାନଙ୍କର ରୁଚି , ଅଭ୍ୟାସ ଆଦିରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବିଭିନ୍ନ ଲୋକମାନଙ୍କର ମଧ୍ୟରେ ଭିନ୍ନ ଭିନ୍ନ ରୁଚି ରହିଥାଏ , କିଏ ଡାକ୍ତର , କିଏ ଇଞ୍ଜିନିୟର , ଗାୟକ , ଶିକ୍ଷକ , ଅଭିନେତା , ଚିତ୍ରକର , ଡିଜାଇନର , କିଏ ସୁରକ୍ଷାକର୍ମୀ ତ ପୁଣି କିଏ ବ୍ୟାବସାୟୀ ବଳି ଆଦି ରୁଚି ରଖିଥାନ୍ତି , ସମସ୍ତଙ୍କର ସମାନ ରୁଚି ରହିନଥାଏ ।

ଏ ମଧ୍ୟରେ ମଧ୍ୟ ଅନ୍ୟ କେତେକ ଲୋକମାନେ ରହିଛନ୍ତି ଯେଉଁମାନେ କି ସମାଜର ଅନୁକୂଳ ସ୍ରୋତରେ ନିଜକୁ ପରିଚାଳନା କରିଥାନ୍ତି । ତେବେ ଏହିଭଳି ଏକ ଅଜବ ପ୍ରକାରର ମହିଳାଙ୍କର ବିଷୟରେ ଆମେ ଆପଣ ମାନଙ୍କୁ ଆଜି କହିବୁ । ଯେଉଁ ମହିଳାଙ୍କର ସମାଜ ପ୍ରତି ଥିବା କାର୍ଯ୍ୟ କଥା ଶୁଣିଲେ ଆପଣ ମାନେ ଅବାକ ହୋଇଯିବେ , ମାତ୍ର ଏଥିପାଇଁ ସେ କେବେ ଖରାପ ଭାବିନାହାନ୍ତି । ତାଙ୍କର ମତରେ କହିବାକୁ ଗଲେ ସେ ଭିନ୍ନ ଧରଣର ସମାଜ ସେବା କରୁଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ମହିଳାଙ୍କର ବିଷୟରେ କହୁଛୁ ସେ ବିଟ୍ରେନର ଅଧିବାସୀ ଅଟନ୍ତି ଏବଂ ସେ ଜଣେ ବିଧବା ମହିଳା । ପ୍ରଥମେ ସେ ଜଣେ ମଡେଲ ଥିଲେ ମାତ୍ର ଏବେ ସେ ଫାଇନାଲସିଆଲ କନସଲଟେଣ୍ଟ ମେଣ୍ଟ ଭାବରେ ଲଣ୍ଡନର ପଶକୋଲୋନୀ ଚାଲସିଆରେ ରହୁଛନ୍ତି ।

ତେବେ ସେହି ମହିଳା ଜଣ ଏକ ଶହ ବିବାହିତ ପୁରୁଷ ମାନଙ୍କ ସହ ଯୌନ ସଂପର୍କ ରଖିବାର କଥା ଉଲ୍ଲେଖ କରିଛନ୍ତି । ତେବେ ସେ ଏକାଧିକ ପୁରୁଷ ସହିତ ଯେଉଁ ସଂପର୍କ ରଖନ୍ତି ମାତ୍ର ଏଥିପାଇଁ ସେ କେବେ ହେଲେ ମଧ୍ୟ ପଶ୍ଚତାପ କରନ୍ତି ନାହିଁ ।

ସେମାନେ ସେହି ପୁରୁଷ ମାନଙ୍କୁ ଯୌନ ସୁଖ ପ୍ରଦାନ କରନ୍ତି , ଅର୍ଥାତ ସେହି ପୁରୁଷ ମାନଙ୍କର ଯୌନ ଜୀବନ ଅର୍ଥାତ ପତି ସୁଖ ପାଇବାର ଅସୁବିଧା ରହିଥାଏ ତେଣୁ ସେ ସେମାନଙ୍କୁ ସେହି ସୁଖ ପ୍ରଦାନ କରିଥାନ୍ତି ।

ଯୌନ ସୁଖରୁ ବଞ୍ଚିତ ହେଉଥିବା ପୁରୁଷ ମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ସେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି । ଏଥିପାଇଁ ସେ IllicitEncountrs . com ନାମକ ଏକ ୱେବ ସାଇଟ ଖୋଲିଛନ୍ତି । ସେହି ୱେବ ସାଇଟ ମାଧ୍ୟମରେ ସେ ବିବାହିତ ପୁରୁଷ ମାନଙ୍କ ସହ ସାକ୍ଷାତ କରିଥାନ୍ତି ଏବଂ ସଂପର୍କ ରଖିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।