Odisha News Portal

ଏହି ଛୋଟିଆ ଜିନିଷର ଥରେ ମାତ୍ର ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କର ଅର୍ଶ ରୋଗ ସମ୍ପୂର୍ଣ୍ଣ ଭଲ ହେବା ସହ ମୂଳରୁ ଲିଭିଯିବ ?

0 11

ଅର୍ଶ ସମସ୍ୟା ଆଜିର ସମୟରେ ଏକ ବହୁତ ବଡ ସମସ୍ୟା ହୋଇଗଲାଣି । ଅନେକ ଲୋକଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡୁଛି । ଏହାର କାରଣ ଭୁଲ ଜୀବନ ଶୈଳୀ ଏବଂ ଖାଦ୍ୟରେ ଅନିୟମିତତା । ଅର୍ଶକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ସଂମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଅର୍ଶକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏହି ଉପଚାରର ପ୍ରୟୋଗ ଆପଣ ଅର୍ଶ ଭଳି ସମସ୍ୟା ପାଇଁ ପ୍ରୟୋଗ କରିପାରିବେ ଏବଂ ଏହି ଉପଚାର କୁ ପ୍ରୟୋଗ କରିବା ପୂର୍ବରୁ ଆପଣଙ୍କୁ କିଛି ଜିନିଷର ବାରଣ କରିବାକୁ ପଡିବ, ଯେମିତିକ ଆପଣ ଡାଲି , ବାଇଗଣ ବା ଚର୍ବି ଜାତୀୟ ଖାଦ୍ୟ ମାଂସ ମାଛ ଏହି ସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ ।

କିଛି ଦିନ ପର୍ଯ୍ୟନ୍ତ ଆପଣ ଏହାକୁ ସଂମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଅନ୍ତୁ । କାହିଁକି ନାଁ ଅର୍ଶ ଭଳି ସମସ୍ୟାକୁ ଏହିସବୁ ଜିନିଷ ବହୁତ ବଢାଇଥାଏ । ଆଉ ଏହି ପ୍ରାକୃତିକ ଉପଚାରର ପ୍ରୟୋଗ କରନ୍ତୁ ଯାହା ଫଳରେ ଆପଣଙ୍କର ଅର୍ଶ ବହୁତ ଶିଘ୍ର ଭଲ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ – ଦୁଇ ଚିମୁଟା ହଳଦୀ, ଏକ ଚାମଚ ସୋରିଷ ତେଲ, ଛୋଟ ଖଣ୍ଡ କର୍ପୁର ଖଣ୍ଡ,

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଆପଣ ଗୋଟିଏ ବାଟି ନିଅନ୍ତୁ । ଏହାପରେ ସେଥିରେ ଦୁଇ ଚିମୁଟା ହଳଦୀ ଗୁଣ୍ଡ ନିଅନ୍ତୁ , ତାପରେ ଏକ ଚାମଚ ସୋରିଷ ତେଲ ଏବଂ ସେହି କର୍ପୁର ଖଣ୍ଡକୁ ଗୁଣ୍ଡ କରି ସେଥିରେ ମିଶାନ୍ତୁ । ଏହାପରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହାପରେ ସେହି ସମସ୍ତ ସାମଗ୍ରୀ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯେମିତିକ ସେହି ସବୁ ସାମଗ୍ରୀ ସୋରିଷ ତେଲରେ ଭଲ ଭାବରେ ମିକ୍ସ ହୋଇଯିବ । ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇଯିବ ।

ଅର୍ଶରେ ଏହାର କେମିତି କରିବେ ପ୍ରୟୋଗ –

 ଏହି ଉପଚାର ଏତେ ଚମତ୍କାରୀ ଅଟେ କି ଏହା ଆପଣଙ୍କ ଅର୍ଶରେ ଲଗାଇବା ଦ୍ବାରା ଆପଣଙ୍କର ଅର୍ଶ ପୂରା ଶୁଖିକି ଝଡି ପଡିବ । ଆପଣ ଏହାକୁ ନିଜ ହାତରେ କିମ୍ବା କଟନ କପଡାରେ ନେଇ ଯେଉଁ ଜାଗାରେ ଆପଣଙ୍କର ଅର୍ଶ ହୋଇଛି ସେହି ଜାଗାରେ ଭଲ ଭାବରେ ଲଗାନ୍ତୁ । 1 ଘଣ୍ଟା ଭଲ ଭାବରେ ଶୁଖିବା ପାଇଁ ଛାଡି ଦେବେ । ଆଉ ଏକ ଘଣ୍ଟା ପରେ ଏହାକୁ ଧୋଇ ଦେବେ ।

ତେବେ ଏହି ପରି ଆପଣ ଦିନକୁ ତିନି ଥର କରନ୍ତୁ । ପ୍ରତ୍ୟେକ ଦିନ ଏହାକୁ ପ୍ରସ୍ତୁତ କରି ନିଜର ଅର୍ଶରେ ପ୍ରୟୋଗ କରନ୍ତୁ । କାରଣ ଏଥିରେ ଆମେ କର୍ପୁରର ପ୍ରୟୋଗ କରିଛେ ଆଉ କର୍ପୁର ଉଡିଯାଏ । ତେଣୁ ଏହାକୁ ପ୍ରତିଦିନ ତିଆରି କରନ୍ତୁ ଏବଂ ପ୍ରୟୋଗ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।