Odisha News Portal

ଆପଣ ବେସନ ରେ ଏହି ଗୋଟିଏ ଜିନିଷ ମିଶାଇ ନିଜ ମୁହଁରେ ଲଗେଇ ଦିଅନ୍ତୁ.. ଦେଖିବେ ତା ପରେ ଆପଣ ଙ୍କ ମୁହଁ ଦୁଧ ପରି ଚିକ୍କଣ ଦେଖାଯିବ…

0 1

ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ ଘରେ ବସି ନିଜ ସ୍କିନ୍ କୁ କେମିତି ଗ୍ଲୋଂ କରିପାରିବେ , କେମିତି ବ୍ରାଇଟ୍ କରିପାରିବେ ଆଉ କେମିତି ସ୍ପଟ୍ ଲେସ୍ କରିପାରିବେ ? ସେଥିପାଇଁ ଆମେ ଆପଣଙ୍କ ପାଇଁ ଗୋଟିଏ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାର ଉପାୟ ବିଦ୍ଧି ବିଷୟରେ ଜଣାଇବୁ । ଯେଉଁ ଫେସ୍ ପ୍ୟାକଟି ଆପଣଙ୍କ ସ୍କିନକୁ ସାଂଗେ ସାଂଗେ ସଫା କରିଦେବ । ତା ସହିତ ଯଦି ଆପଣ ଏହି ଫେସ୍ ପ୍ୟାକକୁ ରେଗୁଲାର ଲଗେଇବେ ତାହେଲେ ଆପଣଙ୍କ ସ୍କିନର କଳା ଦାଗ, ବ୍ରଣ ଏବଂ ସବୁ ପ୍ରକାର ଚିହ୍ନ ଆପଣଙ୍କ ଫେସ୍ ରୁ ପୂରା କ୍ଲିୟର ହୋଇଯିବ ।

ତେବେ ଏହି ଫେସ୍ ପ୍ୟାକକୁ ଆପଣ କିଛି ଦିନ ରେଗୁଲାର ଲଗେଇବେ, ତାପରେ ଦେଖିବେ ଆପଣଙ୍କ ଫେସ୍ ର ସବୁ ପ୍ରକାର ସମସ୍ୟା ଧିର ଧିରେ ଦୂର ହୋଇଯିବ । ତେବେ ଚାଲନ୍ତୁ ଜାଣିନେବା ଏହାକୁ କେମିତି ପ୍ରସ୍ତୁତ କରିବାର ଏବଂ ଏହାକୁ କିପରି ଆପ୍ଲାଏ କରିବାର ବିଦ୍ଧି ବିଷୟରେ ଜାଣିବା ।

ପ୍ରଥମେ ଏହି ଫେସ୍ ପ୍ୟାକକୁ ବନେଇବା ପାଇଁ ଗୋଟିଏ ବାଉଲ ନିଅନ୍ତୁ । ଏହାପରେ ସେହି ବାଉଲରେ ଏକ ଚାମଚ ବେସନ ନିଅନ୍ତୁ , ଏକ ଚାମଚ ମଇଦା ମିଶାଇବେ । ଏହାପରେ ଏଥି୍ରେ ପାଞ୍ଚ ରୁ ଛଅ ବୁନ୍ଦା ଲେମ୍ବରସ ମିଶାଇବେ ଏବଂ ଏକ ଚାମଚ କଞ୍ଚା କ୍ଷୀର ମିଶାଇବେ । ଶେଷରେ ଏକ ଚାମଚ ଟମାଟୋ ରସ ମିଶାଇବେ ।

ଏହାପରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ଦେବେ ଏବଂ ଗୋଟି୍ଏ ପ୍ୟାକ୍ ତିଆରି କରିବେ । ତେବେ ଏହି ଫେସ୍ ପ୍ୟାକ୍ ରେ ଯେଉଁ ସବୁ ଜିନିଷ ୟୁଜ ହୋଇଛି ସମସ୍ତ ଜିନିଷ ଆପଣଙ୍କ ଘରେ ନିଶ୍ଚିତ ଭାବରେ ରହିଥିବ । ଆଉ ଏହି ସବୂୁ ଜିନିଷ ଆମ ସ୍କିନ ପାଇଁ ବହୁତ ଭଳ ଏବଂ ଇଫେକ୍ଟିଭ୍ ହୋଇଥାଏ । ଯାହା ଆମ ସ୍କିନ୍ ର ,ବୁ କଳାଦାଗ , ପିମ୍ପିଲ୍ ଏବଂ ଆମ ଫେସ୍ ର ପ୍ରାୟ ସବୁ ପ୍ରକାର ସମସ୍ୟାକୁ ଦୂର କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କେମିତି ବ୍ୟବହାର କରିବେ ।

ଆପଣ ଏହି ଫେସ୍ ପ୍ୟାକ୍ କୁ ହାତ ସାହାଯ୍ୟରେ ଲଗେଇ ପାରିବେ ନଚେତ ବ୍ରସ ସାହାଯ୍ୟରେ ମଧ୍ୟ ଲଗେଇପାରିବେ । କିନ୍ତୁ ହାତ ସାହାଯ୍ୟରେ ଲଗେଇଲେ ଅଧିକ ଭଲ ହୋଇଥାଏ । ଏହାକୁ ଆପଣ ହାତରେ ଅଳ୍ପ ଅଳ୍ପ ନେଇ ଭଲ ଭାବରେ ସଂମ୍ପୂର୍ଣ୍ଣ ଫେସ୍ ରେ ଲଗେଇବେ ।

 

ସବୁବେଳେ ଧ୍ୟାନ ଦେବେ ଯେତେବେଳେ ଆପଣ ଏହି ଫେସ୍ ପ୍ୟାକ୍ କୁ ଲଗେଇବେ ପ୍ରଥମେ ନିଜର ମୁହଁକୁ ଭଲ ଭାବରେ ଧୋଇକି ସଫା କରିଦେବେ ଏବଂ ତା ପରେ ହିଁ ଏହି ଫେସ୍ ପ୍ୟାକ୍ କୁ ଲଗେଇ ପାରିବେ । ଏହି ପ୍ୟାକ୍ କୁ ଆପଣ ନିଜ ଫେସ୍ ର ସବୁଜାଗାରେ ଲଗେଇପାରିବେ ଅର୍ଥାତ ବେକରେ, ଆଖି ତଳେ କିନ୍ତୁ ଆଖି ଉପରେ ଲଗେଇବେ ନାହିଁ । ଏହାକୁ ଲଗେଇବାର 10 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦେବେ , ଯେତେବେଳେ ଏହା ଭଲ ଭାବରେ ଶୁଖିଯିବ ତାପରେ ଏହାକୁ ଥଣ୍ଡା ପାଣିରେ ଧୋେଇନେବେ । ନହେଲେ ଗୋଟିଏ ସୂତା ଓଦା କପଡାରେ ନିଜ ଫେସ୍ କୁ ଭଲ ଭାବରେ ପୋଛି ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।