Odisha News Portal

ଏହି ସ୍ଥାନରେ ଜମିରୁ 5000 ଫୁଟ ଉପରେ ରହିଛି ଏକ ସିଢି ରହିଛି ଯାହା ସ୍ୱର୍ଗକୁ ପହଞ୍ଚିବାର ରାସ୍ତା, ଆପଣ ମାନେ ଜାଣିଛନ୍ତି କି ? ଖବର ଟି ପଢିବା ପରେ ଆପଣ ମଧ୍ୟ ବିଶ୍ବାସ କରିବାକୁ ବାଧ୍ୟ ହେବେ….

ସ୍ୱର୍ଗକୁ ସିଢି ବିଷୟରେ ଆପଣ କେବଳ ଆଇ ମାଙ୍କ କାହାଣୀରେ ଶୁଣିଛନ୍ତି , ମାତ୍ର ସେ ସିଝି କେଉଁଠି ଅଛି ଏ କଥା କାହାକୁ ହେଲେ ମଧ୍ୟ ଜଣାନାହିଁ । ମାତ୍ର 999 ସିଢି ପାର ହେବା ପରେ ଆପଣ ମାନେ ସ୍ୱର୍ଗରେ ପାଦ ପକେଇପାରିବେ । ଜମିରୁ 5000 ଫୁଟ ଉପରେ ରହିଛି ଏହି ସିଢି । ସ୍ୱର୍ଗକୁ ଯାଉଥିବା ଏହି ରାସ୍ତା ଆଉ କେଉଁଠି ନୁହେଁ ବରଂ ଚୀନର ତିଆନାରେ ଥିବା ପାହାଡ ଉପରେ ରହିଛି । 253 ଶତାବ୍ଧୀରେ ପାହାଡର କିଛି ଅଂଶ ଭାଙ୍ଗି ଯାଇଥିଲା । ତାହାପରେ ଲୋକମାନେ ଜାଣିଲେ କି ସେଠାରେ ଏହି ଗୁମ୍ଫା ରହିଛି ବୋଲି ।

ଏହାର ଲମ୍ବ 196 ଫୁଟ , 431 ଫୁଟର ଉଚ୍ଚତା । ଏହା ସହ 187 ଫୁଟ ଚଉଡା ହେଉଛି ଏହି ଗୁମ୍ଫାର । ତିଆନ ମ୍ୟାନ ପର୍ବତ ପାଖରେ ଏକ ଝରଣା ବହିବାକୁ ଲାଗିଲା , ଯାହା ଦିନକୁ ମାତ୍ର 15 ମିନିଟ ପାଇଁ ଦେଖାଯାଉଥିଲା ମାତ୍ର ତାହା ପରେ ଝରଣା କେଉଁଆଡେ ଗାଏବ ହୋଇଯାଏ ।

ଏବେ ସେ ଝରଣା ନାହିଁ ଏବେ ସେହିଠାରେ ଏକ ବୌଦ୍ଧ ମଠ ରହିଛି ଯେଉଁଟିକୁ ଲୋକମାନେ ଶାନ୍ତି ଏବଂ ତପ କରିବାକୁ ଆସୁଛନ୍ତି । ଆହୁରି କୁହାଯାଏ କି ଏଠାରେ ଗୁପ୍ତ ଧନ ଭଣ୍ଟାର ରହିଛି , କିଛି ଲୋକମାନେ ଏହାକୁ ଖୋଜିବାକୁ ପ୍ରୟାସ ତ କରିଥିଲେ ହେଲେ ସପଳତା ପାଇପାରିନାହାନ୍ତି । ଏହି ପାହାଡ ଉପରେ ଏକତ ବ୍ରିଜ ତିଆରି ହୋଇଛି ଯାହା ସବୁଠୁ ଉଚ୍ଚତମ ବ୍ରିଜ ଅଟେ ।

ପ୍ରକୃତରେ ଏଠାରେ ଏପରି ଏକ ରାସ୍ତା ତିଆରି କରାଯାଇଛି ଯାହା ଟ୍ରାନ୍ସପରରେଣ୍ଟ କାର୍ଯ୍ୟରେ ତିଆରି ହୋଇଛି । ଅଡେଇ ଇଞ୍ଚ ମୋଟାର ଏହି କାଚ ରାସ୍ତାର ଚଉଡା ହେଉଛି 3 ଫୁଟ । ଏହି ବ୍ରିଜରେ ଚାଲିବା ସହଜ ନୁହେଁ ଏହି ରାସ୍ତା ଯେତିକି ରୋମାଞ୍ଚକର ସେତିକି ଭୟଙ୍କର ମଧ୍ୟ । କାଚର ଏହି ରାସ୍ତା 60 ମି ଲମ୍ବା ।

ତିଆନ ମ୍ୟାନ ପର୍ବତ ଏଥିପାଇଁ ଫେମସ କାରଣ ଏଠାରେ ରାସ୍ତା ଗୁଡିକ ଗୋଲ ଗୋଲ । ପ୍ରତିବର୍ଷ କାର ରେସିଙ୍ଗର କମ୍ପଡିସନ ଏହିଠାରେ ହୁଏ । ଏହି ରାସ୍ତାର ପ୍ରତ୍ୟେକ ମୋଡ ବହୁତ ଭୟଙ୍କର , ଆପଣଙ୍କର ଟିକେ ଅସାବଧାନତା ଜୀବନ ନେଇପାରେ ।

ଏଠାରେ ଯେ କୌଣସି ବି ଗାଡି ଚଲାଇପାରିବେନି , ଏହି ରାସ୍ତାରେ ଗାଡି ଚଲେଇବା ମରଣକୁ ଆଲିଙ୍ଗନ କରିବା ସହ ସମାନ । ସ୍ୱର୍ଗର ଏହି ରାସ୍ତାରେ ପହଞ୍ଚିବାକୁ ହେଲେ ଦୁଇଟି ରାସ୍ତା ଅଛି , ଗୋଟିଏ ଏହି ଅଙ୍କା ବଙ୍କା ସକଡ ଦେଇ ଯିବା ପାଇଁ ପଡିବ ଏବଂ ଅନ୍ୟଟି ରୋପ ୱେ ।

ଏହି ରୋପ ୱେ ସବୁଠୁ ଲମ୍ବା , ଏହାର ଲମ୍ବାଇ 24459 । ଏହି ରାସ୍ତାକୁ ପାର କରିବା ପରେ ଆପଣ ମାନେ 999 ସିଢି ଚଢିପାରିବେ । ଯାହା ପରେ ଆପଣ ମାନେ ପହଞ୍ଚିଯିବେ ସ୍ୱର୍ଗର ସେହି ଦ୍ୱାରରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।