Odisha News Portal

ଦୀର୍ଘ 70 ବର୍ଷ ପରେ ସରିଗଲା ଦୁଃଖର ଦିନ ନୂଆବର୍ଷ ପରଠାରୁ ଏହି ରାଶି ହେବେ କୋଟିପତି !ମହାଦେବ ଙ୍କ କୃପା ବର୍ଷିବାକୁ ଯାଉଛି…

ଆଜି ଆମେ ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛି ଯେଉଁ ମାନଙ୍କ ଉପରେ ଆସନ୍ତା କାଲି ଠାରୁ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆଜି ରାତି ଠାରୁ ହିଁ ଗ୍ରହ ମାନଙ୍କରେ ରହିଥିବା 12 ଟି ରାଶି ମାନଙ୍କ ମଧ୍ୟରୁ 6 ଟି ରାଶି ଉପରେ ଭଗବାନ ଶିବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରଖିବା ପାଇଁ ଯାଉଛନ୍ତି । ଯେଉଁ ମାନଙ୍କର ଆଜି ରାତି ଠାରୁ ହିଁ ଭାଗ୍ୟ ଚମକି ଉଠିପାରେ । ତେବେ ଆସନ୍ତୁ ଜାଣିବା କି କଣ କଣ ସେହି ରାଶି ମାନେ ଅଟନ୍ତି ।

1–ବୃଷ ରାଶି–ବୃଷ ରାଶିର ବ୍ୟକ୍ତି ମାନଙ୍କର ସମାଜରେ ଧନ ପ୍ରାପ୍ତି ହେବ ଏବଂ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ । ବ୍ୟାପାର ମାନଙ୍କରେ ଏହି ସମାଜରେ ବହୁତ ବ୍ୟବସାୟରେ ଲାଭ ମିଳିବ ।

ଶନି ଦେବଙ୍କର କୃପା କାରଣରୁ ଘର ପରିବାରରେ ଖୁସି ଆସିଯିବ ମିତ୍ରଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଯେଉଁ ମାନେ ଅବିବାହିତ ହେଉଛନ୍ତି ଏବଂ ବିବାହରେ ବିଳମ୍ବ ହେଉଥିଲା ତାହା ଏବେ ଆଉ ହେବ ନାହିଁ ବହୁତ ଶୀଘ୍ର ବିବାହ ହେବାର ଅଛି ।

2–କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ କୌଣସି ଏକ ଶୁଭ ସମୟର ଲାଭ ହେବାକୁ ଯାଉଛି । କୌଣସି ଶୁଭ ସମାଚାର ମିଳିବାର ଯୋଗ ବନୁଅଛି । ଆପଣ ମାନଙ୍କ ଘରକୁ ନୂଆ କୁଣିଆ ଘରକୁ ଆସିବା ପାଇଁ ଯାଉଛି । ମାତ୍ର ସ୍ୱାସ୍ଥ୍ୟକୁ ନେଇ କରି ଆପଣ ମାନଙ୍କୁ ଟିକେ ଅସୁବିଧା ମଧ୍ୟ ହୋଇପାରେ । ସେଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ । ଆପଣ ମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

3–କୁମ୍ଭ ରାଶି

ଆପଣ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟାପାର ସହିତ ଜଡିତ ଲୋକମାନଙ୍କୁ ଆର୍ଥିକ ଧନ ଲାଭ ହେବାର ଯୋଗ ବନୁଅଛି । ଶନି ଦେବ ଆପଣ ମାନଙ୍କ ସମସ୍ତ କଷ୍ଟକୁ ଦୂର କରିବେ । ଲଭ ଲାଇଫ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିପାରେ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ମାନଙ୍କର ଅନ୍ତ ଘଟିବ । ଆପଣ ମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହେବ ।

4–ସିଂହ ରାଶି

ସିଂହ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ସମ୍ବଦ୍ଧରେ ଭଳ ଲାଭ ମିଲିବ । ଆପଣ ନିଜ ଜୀବନରେ ଯାହା କାର୍ଯ୍ୟ କରିବେ ସେଥିରୁ ଆପଣ ମାନଙ୍କୁ ନିଶ୍ଚିତ ରୂପରେ ଲାଭ ମିଲିବ । ଯାହା ଦୁଃଖ କଷ୍ଟ ଥିଲା ତାହା ମାତା ଲକ୍ଷ୍ମୀଙ୍କ କୃପାରୁ ଦୂର ହେବ । ମାତା ଲକ୍ଷ୍ମୀଙ୍କର କୃପା ଆପଣ ମାନଙ୍କ ଉପରେ ବର୍ଷିବାକୁ ଯାଉଛି ।

5–ତୁଳା ରାଶି

ଆସନ୍ତା କାଲି ଠାରୁ ଭଗବାନ ଶିବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ରହିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

6–ମିଥୁନ ରାଶି

ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି , ଧନର କେବେବି ଅଭାବ ଦେଖା ଯିବ ନାହିଁ । ଆସନ୍ତା କାଲି ଠାରୁ ଏମାନଙ୍କର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି , ଏହା ସହିତ ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ସେମାନଙ୍କୁ ସେଥିରୁ ବହୁତ ଲାଭ ମିଳିବାକୁ ଯାଉଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।