ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ । ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।

1–ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ସଂସଦ ର ଯେ କୌଣସି ସଭ୍ୟ ର ଗୃହ ର ସଭ୍ୟ ମାନେ ଲିଖିତ ନୋଟିସ ଆଗତ କରି ଥାନ୍ତି ?

ଉତ୍ତର. 14 ଦିନ

2–ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?

ଉତ୍ତର. କୋଲକାତା l

3–ସମ୍ଭିଧାନ ର କେଉଁ ଧାରା ଅନୁସାରେ କୌଣସି ରାଜ୍ୟ ରେ ରାଷ୍ଟ୍ରପତି ଶାସନ ଜାରି ହୁଏ ?

ଉତ୍ତର.356 ଧାରା l

4–ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?

ଉତ୍ତର. ଭାଟିକାନ ସିଟି

5–କୌଣସି ରାଜ୍ୟରେ ସର୍ବାଧିକ ରାଷ୍ଟ୍ରପତି ଶାସନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ର ବ୍ୟବସ୍ଥା ରହିଛି ?


ଉତ୍ତର. 3 ବର୍ଷ l

6–ପ୍ରଥମ ବିଶ୍ୱ ଯୁଦ୍ଧ କେବେ ହୋଇ ଥିଲା ?

ଉତ୍ତର. 1914 l

7–କିଏ ତା ନବଜାତ ସନ୍ତାନ ଙ୍କୁ ଦେଖିବା ପୂର୍ବରୁ ମୃତ୍ୟୁ ବାରଣ କରି ଥାଏ ?

ଉତ୍ତର. ପ୍ରଜାପତି l

8–ଯେତେବେଳେ ରାଷ୍ଟ୍ରପତି ପଦ ଶୂନ ପଡିଲେ ସେତେ ବେଳେ ଉପରାଷ୍ଟ୍ରପତି ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି ?

ଉତ୍ତର :- 6 ମାସ l

9–ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?

ଉତ୍ତର. ମୁଙ୍ଗେଲି, ଛତିଶଗଡ l

10–ଆମ ଦେଶ ରେ କିଏ ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରନ୍ତି ?

ଉତ୍ତର. ରାଷ୍ଟ୍ରପତି l

11–ନିମ୍ନୋକ୍ତ ମଧ୍ୟ ରୁ କିଏ ଅର୍ଥ ଆୟୋଗ ଗଠନ କରନ୍ତି ?

ଉତ୍ତର. ରାଷ୍ଟ୍ରପତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment