Odisha News Portal

ସାରେ ଜାହାଁସେ ଆଚ୍ଛା ଗୀତର ରଚୟିତା କିଏ ? ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, !

ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ । କାହିଁକିନା ଏହା ହେଉଛି କମ୍ପଡିସନର ଯୁଗ , ଏହି କମ୍ପଡିସନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସମସ୍ତଙ୍କ ଆଗରେ ରହିବେ । ଏଥିପାଇଁ ବହୁତ ପାଠ ପଢିଥାନ୍ତି ଏବଂ ବହୁତ ପଦବୀରେ ସାମିଲ ହୋଇଥାନ୍ତି । ସମସ୍ତଙ୍କର ଚଏସ ସମାନ ହୋଇନଥାଏ ତେଣୁ ସମସ୍ତେ ଏକା ପଦବୀରେ ରହିନଥାନ୍ତି । ଥାଏ l

କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।

1–ଆଦିକବି ସାରଳା ଦାସଙ୍କର ପ୍ରକୃତ ନାମ କଣ ?

ଉତ୍ତର–ସିଦ୍ଧେଶ୍ୱର ପରିଡା

2–ପ୍ରଥମ ଓଡିଆ ଗଳ୍ପର ନାମ କଣ ?

ଉତ୍ତର–ରେବତୀ

3–ପୃଥିବୀର ବୃହତ୍ତମ ଫୁଲର ନାମ କଣ ?

ଉତ୍ତର–ରାଫ୍ଲେସିଆ

4–ପୃଥିବୀର କ୍ଷୁଦ୍ରତ୍ତମ ଫୁଲର ନାମ କଣ ?

ଉତ୍ତର–ଓଲଫିଆ

5–ସାରେ ଜାହାଁସେ ଆଚ୍ଛା ଗୀତର ରଚୟିତା କିଏ ?

ଉତ୍ତର–ମହମ୍ମଦ ଇକବାକ

6–ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?

ଉତ୍ତର. କୋଲକାତା l

7–ସମ୍ଭିଧାନ ର କେଉଁ ଧାରା ଅନୁସାରେ କୌଣସି ରାଜ୍ୟ ରେ ରାଷ୍ଟ୍ରପତି ଶାସନ ଜାରି ହୁଏ ?

ଉତ୍ତର.356 ଧାରା l

8-ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?

ଉତ୍ତର. ଭାଟିକାନ ସିଟି

9–କୌଣସି ରାଜ୍ୟରେ ସର୍ବାଧିକ ରାଷ୍ଟ୍ରପତି ଶାସନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ର ବ୍ୟବସ୍ଥା ରହିଛି ?

ଉତ୍ତର. 3 ବର୍ଷ l

10–ପ୍ରଥମ ବିଶ୍ୱ ଯୁଦ୍ଧ କେବେ ହୋଇ ଥିଲା ?

ଉତ୍ତର. 1914 l

11–ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?

ଉତ୍ତର – ବର୍ଷା

12–ଏମିତି କେଉଁ ଜିନିଷ ଯାହା ବଡେ କେବେ କମେ ନାହି୍ଁ ?

ଉତ୍ତର – ଉଚ୍ଚତା /ବୟସ

13–ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?

ଉତ୍ତର. କୋଲକାତା

14–ଡ଼ିଲୱାଡ଼l ରେ ଜୈନ ମନ୍ଦିର କେଉଁ ଥରେ ଅବସ୍ଥିତ ?

ଉତ୍ତର. ମାଉଣ୍ଟ ଆବୁ, ରାଜସ୍ଥାନ

15–ଦେବୀ ଅହଲ୍ୟା ବାଇ ବିମାନ ବନ୍ଦର ଟି କେଉଁ ଠାରେ ଅବସ୍ଥିତ ?

ଉତ୍ତର. ଇନ୍ଦୋର, ମଧ୍ୟପ୍ରଦେଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।