Odisha News Portal

ସାଧାରଣ ଜ୍ଞାନ ପ୍ରଶ୍ନ – ଏବ୍ଲିଚିଙ୍ଗ ପାଉଡର ତିଆରିରେ କଣ ବ୍ୟବହାର କରାଯାଏ ? ଏହି ପ୍ରଶ୍ନ ରେ ୯୯% ଲୋକ ଭୁଲ ଉତ୍ତର ଦେଇସାରିଲେଣି ଆଉ ଆପଣ…

ସମାଜ ପରିବର୍ତ୍ତନ ହେବା ସହ ସମାଜର ତାଳେ ତାଳେ ଲୋକମାନେ ମଧ୍ୟ ଚାଲିଛନ୍ତି । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ ।

ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ । ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ । ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ ।

ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ବିଦ୍ୟୁତ ବଲବର ଫିଲାମେଣ୍ଟ କେଉଁଥିରେ ତିଆରି ?

ଉତ୍ତର–ଟଙ୍ଗଷ୍ଟେନ

2–ବ୍ଲିଚିଙ୍ଗ ପାଉଡର ତିଆରିରେ କଣ ବ୍ୟବହାର କରାଯାଏ ?

ଉତ୍ତର–କ୍ଲୋରିନ

3–ବ୍ୟାଟେରୀରେ କେଉଁ ଧାତୁ ବ୍ୟବହାର କରାଯାଏ ?

ଉତ୍ତର–ଲେଡ

4–କ୍ୟାଲସିୟମ କାର୍ବୋନେଟକୁ ଉତ୍ତପ୍ତ କଲେ କଣ ମିଳେ ?

ଉତ୍ତର–ଚୂନ

5–ପ୍ରଥମେ ବାଷ୍ପ ଚାଲିତ ଇଞ୍ଜିନ କିଏ ବାହାର କରିଥିଲେ ?

ଉତ୍ତର–ଥୋମାସ ସୋଭରି

6–ପିଉନ ତାର କାହାର ମିଶ୍ରଣରେ ତିଆରି ହୋଇଥାଏ ?

ଉତ୍ତର–ଟିଣ ଓ ତମ୍ବା

7–ଗାମା ରଶ୍ମି ପ୍ରକାର କି ପ୍ରକାର ଚାର୍ଜ ଯୁକ୍ତ ହୋଇଥାଏ ?
ଉତ୍ତର–ଚାର୍ଜବିହିନ


8–ଆଇଟମ ବମର ଉଦଭାବକ କିଏ ?

ଉତ୍ତର–ଅଟୋହନ

9–କେଉଁ ଜିନିଷ ଜଳରେ ଅଧିକ ମାକ୍ରାରେ ଦ୍ରବଣୀୟ ହୋଇଥାଏ ?

ଉତ୍ତର–ଚିନି

10–କେଉଁ ଜିନିଷ ଆଲୁମିନିୟମର ଓର ହୋଇନଥାଏ ?

ଉତ୍ତର–ଅଜରାଇଟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।