Odisha News Portal

ତୁଳସୀ ଓ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ରାଶିର ଝିଅମାନେ ! ଏଥିରେ ଆପଣ ଙ୍କ ରାଶି ନାହିଁ ତ ?

ଆଜିକାଲିର ଦୁନିଆରେ ଝିଅ ମାନଙ୍କୁ ବୁଜିବା ବହୁତ ମୁସକିଲ ହୋଇଥାଏ , ମାତ୍ର ଦୁନିଆରେ ଏପରି ମଧ୍ୟ ଝିଅ ଅଛନ୍ତି ଯେଉଁମାନେ ସ୍ୱଭାବରେ ସାଧା , ସିଧା ଏବଂ ଶାନ୍ତ , ସରଳ ହୋଇଥାନ୍ତି । ଆଜିକାଲିର ଦୁନିଆରେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ଦିମାଗ ବହୁତ ତେଜ ରହୁଛି । ସିଧା ଅର୍ଥରେ କହିବାକୁ ଗଲେ ଆଜିକାଲିର ଜମାନାରେ ସିଧା , ସରଳ ଏବଂ ଶାନ୍ତ , ଶିଷ୍ଟ ଝିଅ ଦେଖିବାକୁ ବହୁତ କମ ମିଳିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାସ ରାଶିର ଝିଅ ମାନଙ୍କ ବିଷୟରେ କହିବୁ ଯାହା ସେମାନେ ସ୍ୱଭାବରେ ବହୁତ , ଖାସ ଏବଂ ସାଧା , ସିଧା ଶାନ୍ତ ସ୍ବଭାବର ହୋଇଥାନ୍ତି । ଏହି ତିନୋଟି ଖାସ ରାଶିର ଝିଅ ମାନେ ଯେଉଁଠାରେ ପାଦ ଦେଇଥାନ୍ତି ସେଠାରେ ଧନର ବର୍ଷା ବହୁତ ପରିମାଣରେ ହୋଇଥାଏ ।

1–ସିଂହ ରାଶି

ଏହି ରାଶିର ମହିଳା ମାନେ ଗୁରୁଜନ ମାନଙ୍କର ସମ୍ମାନ କରିଥାନ୍ତି ଏବଂ ଘର ପରିବାରର ଧ୍ୟାନ ରଖିଥାନ୍ତି । ଏମାନେ ସମସ୍ତଙ୍କ ଦୃଦୟକୁ ବହୁତ ଭଲ ଭାବରେ ଜିତି ନେଇଥାନ୍ତି । ନିଜର ବୁଦ୍ଧିମତା ଦ୍ୱାରା ଏମାନେ ନିଜର ଭବିଷ୍ୟତକୁ ସର୍ବଦା ସୁରକ୍ଷିତ ରଖିଥାନ୍ତି ।

ପରିବାରର ସମସ୍ତ ଲୋକଙ୍କୁ ନେଇ ସାଥିରେ ଚାଲିବା ଏମାନଙ୍କର ଅଭ୍ୟାସ ଅଟେ । ଏହି ରାଶିର ମହିଳା ମାନେ ଘରକୁ ସ୍ୱର୍ଗ କରି ଦେଇଥାନ୍ତି । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି , ଯାହାକୁ ପ୍ରେମ କରନ୍ତି ତାହା ପାଇଁ କିଛି ହେଲେ ମଧ୍ୟ କରିଥାନ୍ତି ।

3–ମୀନ ରାଶି

ମୀନ ରାଶିର ମହିଳା ମାନଙ୍କର ସ୍ୱମୀ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ପାଦ ଘରେ ପଡିବା ପରେ ସ୍ୱାମୀଙ୍କର ଭାଗ୍ୟ ଉଦୟ ହୋଇଥାଏ । ଏମାନେ ଆସିବା ଦ୍ୱାରା ସ୍ୱାମୀଙ୍କ ଘରେ ଭାଗ୍ୟ ଖୋଲିଯାଏ କାରଣ ମ କରିନି କଭାଗ୍ୟରୁ ଧନୀ ହୋଇଥାନ୍ତି ।

ଏମାନେ ବହୁତ ଶାନ୍ତ ହୋଇଥାନ୍ତି ମାତ୍ର ଯେତେବେଳେ ପରିବାରର କଥା ଆସେ ତେବେ ସେମାନେ କାଳି ରୂପ ଧାରଣ କରିଥାନ୍ତି । ଘରକୁ ସର୍ବଦା ବିପଦରୁ ରକ୍ଷା କରିଥାନ୍ତି । ଏମାନେ ବଡ ମାନଙ୍କ ସମସ୍ତ କଥା ମାନି କରି କାମକରନ୍ତି ।

2–କୁମ୍ଭ ରାଶି

 

କୁମ୍ଭ ରାଶିର ମହିଳା ମାନେ ବହୁତ ଚତୁର ଏବଂ ଚାଲାକ ମଧ୍ୟ ହୋଇଥାନ୍ତି । ନିଜର ବୁଦ୍ଧିମତା ଦ୍ୱାରା ଏମାନେ ସର୍ବଦା ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିଥାନ୍ତି । ପରିବାରର ସମସ୍ତ ଲୋକଙ୍କୁ ସାଥିରେ ନେଇ ଚାଲିବା ଏମାନଙ୍କୁ ଭଲ ଭାବରେ ଜଣାଥାଏ ।

ଗୁରୁଜନ ମାନଙ୍କ ସମ୍ମାନ ମଧ୍ୟ କରିଥାନ୍ତି ଏହା ସହିତ ଘର ପରିବାରର ବିଶେଷ ଧ୍ୟାନ ମଧ୍ୟ ରଖିଥାନ୍ତି । ନିଜର ସ୍ୱଭାବ ଦ୍ୱାରା ଏମାନେ ସମସ୍ତଙ୍କ ହୃଦୟ କିଣିନିଅନ୍ତି । ଏହି ରାଶିର ମହିଳା ମାନେ ୟେଉଁ ଘରେ ରହିଥାନ୍ତି ସେ ଘରେ କେବେବି କୌଣସି ଜିନିଷର ଅଭାବ ରହେ ନାହିଁ । ଏମାନେ ପ୍ରେମରେ ବହୁତ ସଚ୍ଚୋଟ ହୋଇଥାନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।