Odisha News Portal

ସବୁଠାରୁ ଅଧିକ ଅହଂକାରୀ ହୋଇଥାନ୍ତି ଏହି ତିନୋଟି ନାମର ମହିଳା ! ଆପଣ ଙ୍କ ନାମ ଏଥିରେ ଅଛି କି ?

0 6

ସବୁଠୁ ଅଧିକ ଅହଂକା୍ରୀ ହୋଇଥାନ୍ତି ଏହି ତିନୋଟି ନାମର ଝିଅ ।ତେବେ ଚାଲନ୍ତୁ ଜାଣିବା କଣ ସେହି ତିନୋଟି ନାମ ଏହି ଲେଖା ମାଧ୍ୟମରେ । ଅହଂକାର ଏକ ଏପରି ଜିନିଷ ଯାହା ପ୍ରତ୍ୟୋକ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯେମିତିକି କାହାକୁ ନିଜ ଧନସଂପତିକୁ ନେଇ, କାହାକୁ ନିଜର ଟଙ୍କାପାଇସା ତ ପୁଣି କାହାକୁ ନିଜର ସଫଳତାକୁ ନେଇ ରହିଥାଏ । କିନ୍ତୁ ଏହା ବି ସତ୍ୟ ଯେ କି କେବେ ନାଁ କେବେ ମନୁଷ୍ୟର ଏହି ଅଂହକାର ଭାଙ୍ଗିରୁଜି ଚୁରମାର ହୋଇଯିବ । ତେଣୁ ସେଥିପାଇଁ ମନୁଷ୍ୟକୁ ଏତେ ଗର୍ବ କିମ୍ବା ଅଂହକାର କରିବା ଉଚିତ୍ ନୁହେଁ ।

କିଛି ଲୋକ ଜାଣନ୍ତରେ କିମ୍ବା ଅଜାଣତରେ ଗର୍ବ ଅହଂକାର କରିଥାନ୍ତି ଆଉ କେବେ ନାଁ କେବେ ସେହି ଅହଂକାର ମନୁଷ୍ୟର ଆଦତରେ ସାମିଲ ହୋଇଯାଏ । ନିଜକୁ ଜଣାପଡିନଥାଏ କି ନିଜେ କେତେ ଅହଂକାରୀ ହୋଇଯାଇଛି । ଖାସ୍ କରି ପୁଅ ମାନଙ୍କୁ ତୁଳନାରେ ଝିଅମାନେ ଅଧିକ ଗର୍ବୀ ତଥା ଅହଂକାରୀ ହୋଇଥାନ୍ତି । ଏହିକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ନାମର ଝିଅଙ୍କ ବିଷୟରେ କହିବୁ ଯିଏ ସ୍ବଭାବରେ ବହୁତ ଗର୍ବୀ ଏବଂ ଅହଂକାରୀ ହୋଇଥାନ୍ତି ।

1. A ନାମର ଝିଅ –

ଏମାନଙ୍କର ଷ୍ଟାଟସ ଟିକେ ହାଇ୍ ଲେବୋଲର ହୋଇଥାଏ । ଏମାନେ ନିଜ ଠାରୁ ଛୋଟ ଲୋକମାନଙ୍କୁ ଗୁରୁତ୍ବ ଦେଇନଥାନ୍ତି , ଏମାନଙ୍କର ପସନ୍ଦ ଅଧିକ ଉଚ୍ଚରେ ରହିଥାଏ । ଅର୍ଥାତ ଏମାନେ ସ୍ବଭାବରେ ଅଧିକ ଗର୍ବୀ ଏବଂ ଅହଂକାରୀ ହୋଇଥାନ୍ତି । ଟଙ୍କା ପଇସା ଏବଂ ଘରକୁ ନେଇ ବହୁତ ଗର୍ବ କରିଥାନ୍ତି । ଅଧି୍କ ନଖରାମି ମଧ୍ୟ ଦେଖାଇଥାନ୍ତି , ସେଥିପାଇଁ ସାମ୍ନାବାଲାଙ୍କୁ ଲାଗିଥାଏ ଏମାନେ ବହୁତ ଗର୍ବୀ ଏବଂ ଅହଂକାରୀ ଝିଅ । ଏହିକାରଣରୁ ଏମାନଙ୍କୁ କେହି୍ ସହଜରେ ପସନ୍ଦ ମଧ୍ୟ କରିନଥାନ୍ତି ।

2. B ନାମର ଝିଅ –

ଏମାନେ ବହୁତ ଅହଂକାରୀ ହୋଇଥାନ୍ତି । କିନ୍ତୁ ଏମାନେ ବାହାରକୁ ଆଦୌ ଜଣାପଡିନଥାନ୍ତି ଯେ ଅହଂକାରୀ ବୋଲି । ଅସଲ ଜୀବନରେ କିଛି କାମର କଥା ଉଠେ ତ ଏମାନଙ୍କର ଅଂହକାରୀ ଚେହେରା ସାମ୍ନାକୁ ଆସିଯାଇଥାଏ । ଏମାନେ ନିଜକୁ ସ୍ବର୍ଗର ପରୀ ବୋଲି ଭାବିଥାନ୍ତି , ସେହିକାରଣରୁ ଅଧିକ ଭାଉ ଖାଇଥାନ୍ତି । ଏମାନେ ଅଧିକ ଗର୍ବୀ ଏବଂ ଅହଂକାରୀ ବୋଲି ପ୍ରାୟ ପୁରୁଷ ଜାଣିଥାନ୍ତି ।

3. K ନାମର ଝିଅ-

ଏମାନଙ୍କୁ ଟଙ୍କା ପଇସା ଏବଂ ସୁନ୍ଦରତାକୁ ନେଇ ବହୁତ ଗର୍ବ ରହିଥାଏ । ଏମାନେ ନିଜ ଠାରୁ ଛୋଟ ଲୋକମାନଙ୍କ ସହିତ କଥା ହେବା ପାଇଁ ପସନ୍ଦ କରିନଥାନ୍ତି । ଏମାନଙ୍କ ଭିତରେ ଗର୍ବ ଅହଂକାର ପୂରା ଭରପୁର ହୋଇ ରହିଥାଏ । ଯଦି କେହି ବ୍ୟକ୍ତି ଏମାନଙ୍କ ଠାରୁ ଉପରକୁ ଉଢିଯାଏ ତେବେ ଏମାନେ ତାଙ୍କୁ ଘୃର୍ଣା କରିବା ଆରମ୍ଭ କରିଦେଇଥାନ୍ତି । ଏମାନଙ୍କର ଏହି ଖରାପ ଅଭ୍ୟାସ ଯୋଗୁଁ ଏମାନଙ୍କୁ କେହି ଭଲପାଇ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।