ଆମର ଶାସ୍ତ୍ରରେ ଅନେକ ପ୍ରକାର କଥା ବିଷୟରେ କୁହାଯାଉଛି । ଯାହାକୁ ନେଇ କରି ଆମେ ମାନେ ଆମର ଜୀବନ ବିତାଇଥାଉ । ଅର୍ଥାତ ଶାସ୍ତ୍ର ଅନୁସାରେ ଆମେ ମାନେ ଅନେକ ପ୍ରକାର କାମ କରିଥାଉ । ଯେତେବେଳେ କୌଣସି ପିଲା ଜନ୍ମ ହୋଇଥାଏ ତେବେ ତାହାର ନାମକରଣ କରାଯାଏ । ଏପରି ନାମକରଣ କରିବା ପାଇଁ ଆମେ ମାନେ କୌଣସି ଜ୍ୟୋତିଷ ବା ପଣ୍ଡିତ ମାନଙ୍କ ପାଖକୁ ଯାଇଥାଉ । ତେବେ ପିଲାର ନାମର ପ୍ରଥମ ଅକ୍ଷର ତାର ପାଇଁ ବହୁତ ମାନେ ରଖିଥାଏ । ଏଥିପାଇଁ ପ୍ରତ୍ୟେକ ପିତା ମାତା ପିଲାର ନାମ ଭାବିଚିନ୍ତି କରି ଦେଇଥାନ୍ତି । କାରଣ ନାମର ପ୍ରଥମ ଅକ୍ଷର ପିଲା ମାନଙ୍କ ପାଇଁ ବହୁତ ହିଁ ମହତ୍ତ୍ୱ ରଖିଥାଏ ।
ଜଣେ ପିଲାର ନାମର ପ୍ରଥମ ଅକ୍ଷରରୁ ବା ନାମରୁ ଆମେ ମାନେ ଜାଣିପାରିଥାଉ କି ତାହାର ସ୍ୱଭାବ , ଚରିତ୍ର କିପରି ହୋଇଥିବ । ସେ ଗୁରୁଜନ ମାନଙ୍କୁ କିପରି ସମ୍ମାନ ପ୍ରଦାନ କରୁଥିବ । ଏହା ସହିତ ମଧ୍ୟ ନାମର ପ୍ରଥମ ଅକ୍ଷରରୁ ଜାଣିହେବ କି ତାହାର କୋତେଟି ପିଲା ହେବ ବୋଲି ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ କଥା ବିଷୟରେ କହିବୁ କି ନାମର ପ୍ରଥମ ଅକ୍ଷର କଣ ଥିଲେ ତାହାର କେତୋଟି ପିଲା ହେବ । ଏହା ସହିତ ତାର ସ୍ୱଭାବ କିପରି ହେବ ବୋଲି ।ଜ୍ୟୋତିଷ ଶାସ୍ତ୍ରରୁ ଆମେ ମାନେ ଅନେକ କଥା ଆମ ବିଷୟରେ ଜାଣିବାକୁ ଚାହୁଁ । ଏହା ବ୍ୟତୀତ ଆମେ ମାନେ ଆମର ହାତ କୌଣସି ଜ୍ୟୋତିଷ ବା ପଣ୍ଡିତ ମାନଙ୍କୁ ଦେକାଉ କି ଆମର ଆଗାମୀ ଭବିଷ୍ୟତରେ କମ ହେବ । ତେବେ ତାହା ଦ୍ୱାରା ସଠିକ ଭାବରେ ଜାଣିପାରୁନି ମାତ୍ର ଟିକେ ଟିକେ ତାହା ବିଷୟରେ ଜାଣୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–A , S , M , D
ଏହି ନାମର ବ୍ୟକ୍ତି ମାନେ ସ୍ୱଭାବ ଭଲ ହୋଇଥାଏ ମାତ୍ର ଏହି ନାମର ବ୍ୟକ୍ତି ଜିଦଖୋର ପ୍ରକୃତିର ହୋଇଥାନ୍ତି । କେତେଲୋକ ଏମାନଙ୍କୁ ବୁଝିପାରନ୍ତି ନାହିଁ ପରିବାରକୁ ବୁଝିବାରେ ସବୁଠାରୁ ଭଲ ଯୋଗ୍ୟତା ଏମାନଙ୍କର ଥାଏ ଏମାନେ ସବୁବେଳେ ନିଜର ରହଂନ ଶୀଳକୁ ଭଲ ବନେଇବା ପାଇଁ ଚେଷ୍ଟ କରିଥାନ୍ତି ଏମାନଙ୍କର ଜାତକରେ ଦୁଇଟି ଛୁଆ ହେବାର ଯୋଗ ଥାଏ ।
2–I , J , G , K
ଏହି ନାମର ବ୍ୟକ୍ତି ମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି । ଏଏମାନେ ନିଜ ପାଠ ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି । ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଏମାନଙ୍କର ଲକ୍ଷ୍ୟ ବହୁତ ବଡ଼ ହୋଇଥାଏ । ଏହି ଅକ୍ଷରର ଲୋକମାନଙ୍କର ଜାତକରେ ତିନୋଟି ଛୁଆ ହେବାର ଯୋଗ ଥାଏ ।
3–P , B , N , C
ଏହି ନାମର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ମାତ୍ର ଯେତେବେଳେ ରାଗନ୍ତି ସେତେବେଳେ କାହାର କଥା ମାନ୍ତି ନାହିଁ । ଏମାନେ ସର୍ବଦା ନ୍ୟାୟରେ ରହିତାନ୍ତି । ଦେଖିବାକୁ ବହୁତ ଆକର୍ଷିତ ଆଉ ସୁନ୍ଦର ହୋଇଥାନ୍ତି । ସମସ୍ତଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତଥାନ୍ତି ଏମାନେ ବହୁତ ଯତ୍ନବାନ ହୋଇଥାନ୍ତି । ଏମାନଙ୍କର ଜାତକରେ ଦୁଇଟି ଛୁଆ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।