Odisha News Portal

ଦେଖନ୍ତୁ – ସୁପରଫାଷ୍ଟ ଟ୍ରେନର ବାଥରୁମରେ ଥିବା ମହିଳାଙ୍କ ସହ କିଛି ଏଭଳି ଘଟିଲା ଶେଷରେ ଘଣ୍ଟେ ପର୍ଯ୍ୟନ୍ତ ଟ୍ରେନ୍ କୁ ଷ୍ଟେସନରେ ଠିଆ ହୋଇ ରହିବାକୁ ପଡିଲା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ୟ୍ୟ ଚକିତ ହୋଇଯିବେ । ତେବେ ଆପଣ ମାେ କେବେ ନା କେବେ ଟ୍ରେନରେ ତ ଯାତ୍ରା କରିଥିବେ , କାହାକୁ ଟ୍ରେନରେ ଯାତ୍ରା କରିବାକୁ ଭଲ ଲାଗେ ତ କାହାକୁ ଭଲ ଲାଗେ ନାହିଁ । ତେବେ ଟ୍ରେନରେ କେତେକ ସମୟରେ ବହୁତ ଅସୁବିଧା ଦେଖା ଦେଇଥାଏ ଯାହାଦ୍ୱାରା ଆମେ ମାନେ ସେହି ଅସୁବିଧାର ସମ୍ମୁଖୀନ ହୋଇଥାଉ । ଆମେ ଆପଣ ମାନଙ୍କୁ ଏମିକି ଏକ କତା ବିଷଟୟରେ କହିବୁ , ୟେଉଁଥିରେ ଗୋଟିଏ ଟ୍ରେନ ବିନା ଷ୍ଟପେଜରେ ତାହାକୁ ସେହିଟାରେ ଛିଡା ହେବା ପାଇଁ ପଡିଲା ।

ତେବେ ଆପଣ ମାନେ ନିଶ୍ଚିତ ଆସ୍ଚର୍ଯ୍ୟ ହେଉଥିବେ କାହିଁକିନା ବିନା ଷ୍ଟପେଜରେ ତ ଟ୍ରେନ କେବେ ଛିଡାହୁଏ ନାହିଁ ତେବେ ଏମିତି କଣ ହେଲା କି ଯାହା ଦ୍ୱାରା ଟ୍ରେନଟି ବିନା ଷ୍ଟପେଜରେ ଚିଡା ହେଲା । ତେବେ ଆସନ୍ତୁ ଜାଣିବା ଘଟଣାର ସତ୍ୟାତା ବିଷୟରେ ।

ୟୁପି ର ଅମେଠି ଜିଲ୍ଲା ର କସ୍ୱା ନିହାଲଗଡ ଗାଁ ର କାନଡି ରେ ବାସ କରୁଥିବା ମହିଳା ରାଜରାନୀ ଅହମ୍ମଦାବାଦ ର ସୁଲତାନ୍ ପୁର ସୁପରଫାଷ୍ଟ ର ସ୍ଲିପର କ୍ଲାସ୍ ରେ ଯାତ୍ରା କରୁଥିଲେ । ଟ୍ରେନ୍ ସିଧା ବରେଲି ରୁ ବାହାରି ଲକ୍ଷ୍ନୌ ରେ ଅଟକିଥିଲା। ଏହାପରେ ଯେତେବେଳେ ଟ୍ରେନ୍ ଟି ଶାହାଜାହାପୁର ପହଁଞ୍ଚିବାର ଥିଲା ସେତେବେଳେ ହିଁ ଜଣେ ମହିଳା ନିଜ ର ପୁଅ କୁ ଟଏଲେଟ୍ ପାଇଁ ନେଇ ଯାଇଥିଲେ ।

ମହିଳା ଜଣକ ଯେତେବେଳେ ବାଥରୁମ୍ ରୁ ବାହାରୁଥିଲେ ସେତେବେଳେ ଏକ ଝଟ୍କା ଲାଗିଲା ଏବଂ ମହିଳା ଜଣକ ବାଥରୁମ୍ ପଡିଗଲେ । ତେବେ ସେହି ପଡିବା ପରେ ଆଉ ସେ ବାଥରୁମରୁ ଉଟି ପାରିଲେ ନାହିଁ କାହିଁକିନା ତାଙ୍କର ଗୋଡ ବାଥରୁମର ପାଇପରେ ଲାଗିଗଲା ।

ତେବେ ସେହି ସମୟରେ ଅନ୍ୟ ଜଣେ ମହିଳା ବାଥରୁମକୁ ଆସିଥିଲେ , ଏହି ମହିଳାଙ୍କର ଏପରି ଅବସ୍ଥା ଦେଖି ସେ ପାଟିକରିଲେ । ଯାତ୍ରୀ ମାନେ ଏହି ଖବର ସମ୍ପର୍କରେ ଟିଟି ଙ୍କୁ କହିଥିଲେ। ଏହାପରେ ଲୋକ ମାନେ ଟ୍ରେନ୍ ର ଚେନ୍ ଟାଣି ଟ୍ରେନ୍ ଟି କୁ ରଖିଥିଲେ ଏବଂ କଣ୍ଟୋଲ୍ ରୁମ୍ କୁ ଏହି ସମ୍ପର୍କରେ ଜଣେଇଲେ । ଟ୍ରନ୍ ଟି କୁ ଦିନ 12 ଟା ବେଳେ ପ୍ଲାଟଫର୍ମ ନମ୍ବର 1 ର ରେଳ ଲାଇନ୍ କୁ ଅଣା ଯାଇଥିଲା

। ଅଧିକାରୀ ମାନେ ପାଇପ୍ କାଟିବା ପାଇଁ ଗ୍ୟାସ୍ କଟର୍ ଆଦି ର ବ୍ୟବସ୍ଥା କରିଲେ। ଘଣ୍ଟେ ପରେ କଧିକାରୀ ମାନଙ୍କୁ ସଫଳତା ମିଳିଲା ଏବଂ ପାଇପ୍ କୁ କାଟି ମହିଳା ଙ୍କୁ ବାହାର କରିଲେ । ମହିଳା ଙ୍କ ସହିତ ଏହି ଘଟଣା ଟି ହେବା ପରେ ରେଲୱେ ପ୍ରଶାସନ ରେ ହଲ୍ ଚଲ୍ ମଚିଯାଇଥିଲା , ମାତ୍ର ସେହି ମହିଳାଙ୍କର କିଛି ହୋଇନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।