Odisha News Portal

ଇଣ୍ଡିଆନ୍ ବୁକସ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇଥିବା 3 ବର୍ଷର କୁନି ବାଳକର ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ! ଏହି କୁନି ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ଆପଣଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ ଶିକ୍ଷା । ଶିକ୍ଷା ସମସ୍ତ ବ୍ୟକ୍ତି ପାଖରେ ସମାନ ଭାବରେ ରହିଥାଏ ସେ ଧନୀ ହେଉ କି ଗରିବ ପିଲା ସମସ୍ତଙ୍କ ପାଖରେ ଜ୍ଞାନ ସମାନ ରହିଥାଏ । ମାତ୍ର ପ୍ରତ୍ୟେକ ବ୍ୟକ୍ତି ସେହି ଜ୍ଞାନକୁ ସଠିକ ଭାବରେ ଉପଯୋଗ କରିପାରନ୍ତି ନାହିଁ । ଯିଏ ସେହି ଜ୍ଞାନର ସଠିକ ଉପଯୋଗ କରିଲା ସେ ଦୁନିଆରେ ଚର୍ଚ୍ଚିତ ହେଲା । ତେଣୁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ଏବଂ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିବା ନିତାନ୍ତ ଆବଶ୍ୟକ ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ ନିଜକୁ କିପରି ରୂପରେ ଅନ୍ୟ ମାନଙ୍କ ଆଗରେ ପରିଚିତ କରାଇବେ , କିପରି ନିଜ ଗୋଡରେ ଛିଡା ହେବେ । ଏକ ଆଦର୍ଶ ଜୀବନ ଯାପନ କରିବେ , ତେବେ ଏ ସମସ୍ତ କ୍ଷେତ୍ରରେ ଆପଣ ମାନଙ୍କୁ ପହଞ୍ଚାଇବା ପାଇଁ ସାହାର୍ଯ୍ୟ କରିବ ଶିକ୍ଷା ।

ଆଜି ଆମେ ଆପଣ ମାନଙ୍କୁ ସେପରି କିଛି କଥା କହିବୁ , ଅର୍ଥାତ ନିଜର ଜ୍ଞାନ , ବୁଦ୍ଧି ଏବଂ ସ୍ମରଣ ଶକ୍ତି ପାଇଁ ଗୋଟିଏ 4 ବର୍ଷର ପିଲା ଆଜି ଚାରିଆଡେ ଚର୍ଚ୍ଚିତ ହୋଇପାରିଛି । ସମସ୍ତ ବିଷୟ ମଧ୍ୟରେ ତାହାର ଜ୍ଞାନ ରହିଛି , ସମସ୍ତ କଥା ତାକୁ ଜଣାଆଛି , ଯେଉଁଥିପାଇଁ ସେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 

 ଆମେ ଆପଣ ମାନଙ୍କୁ ଯେଉଁ ବାଳକ ବିଷୟରେ କହୁଛୁ ସେ ପାରଳାଖେମୁଣ୍ଡି ର ବିସ୍ମୟ ବାଳକ ଯାହାଙ୍କ ନାମ ହେଉଛି ଆରୁଶ ମିଶ୍ର । ହି କୁନି ବାଳକ ଜଣଙ୍କ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ପୂର୍ବରୁ ଇଣ୍ଡିଆନ୍ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ବେଳେ ଏବେ ସେ ପୁଣି ଏକ୍ସକ୍ଲୁସିଭ୍ ୱର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇ ସାରିଛି ଦେଶ ଓ ବିଦେଶର ଅଜଣା କଥା, ସାଧାରଣ ଜ୍ଞାନ ପ୍ରଶ୍ନ କୁ ପଚାରିବା ମାତ୍ରେ ଉତ୍ତର ଦେଉଛି , କେମିକାଲ, ସିମ୍ବଲ୍, ସଂସ୍କୃତ ମନ୍ତ୍ର, ସାଧାରଣ ଜ୍ଞାନ, ବିଜ୍ଞାନ, ପ୍ରମୁଖ ଘଟଣାବଳୀ ବହୁତ ସହଜରେ କହିପାରୁଛି ।

ତାଙ୍କ ମାଆ କେବଳ ତାଙ୍କୁ ସାମାନ୍ୟ ଗାଇଡ କରିଥାନ୍ତି। ତାର ସ୍ମରଣ ଶକ୍ତି ଯୋଗୁଁ ସେ ଆଜି ଏହିଭଳି ସବୁ ସଫଳତା ପାଇ ପାରିଛି ବୋଲି ତାଙ୍କର ମା କହିଛନ୍ତି । ଏତିପାିଁ ତାଙ୍କର ବାପା ବହୁତ ଖୁସି ଅଛନ୍ତି ପିଲାତ ଏତେ କମ ବୟସରେ ଏପରି ସପଳତା ପାିଁ ବାପା ମା ବହୁତ ଖୁସି ଥିବା ବେଲେ ବାପା ବହୁତ ହିଁ ଖୁସି ଅଛନ୍ତି ।

 ତାଙ୍କର ପିଲାର ଏପରି ଜ୍ଞାନର ଅଧିକାରୀ ହେବା ଓ ସଫଳତା ଅର୍ଜନ କରିବା ଆଦିକୁ ଦେଖି ସେ ନିଜକୁ ବହୁତ୍ ଗର୍ବିତ ମନେ କରୁଛନ୍ତି । ଏହା ସହ ସେହି ପିଲା ଅର୍ଥତା ଆରୁଶ କହିଛି କି ସେ ଡାକ୍ତର ହେବ, ବୈଜ୍ଞାନିକ ହେବ, ସ୍ପେସ୍ କୁ ଯାଇ ରିସର୍ଚ୍ଚ କରିବ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।