Odisha News Portal

ଏହି ଗୋଟିଏ ଜିନିଷ ସେବନ କରନ୍ତୁ ଏବଂ 3 ଘଣ୍ଟା ପର୍ଯ୍ୟନ୍ତ ନିର୍ଭୟ ରେ ଶାରିରୀକ ସମ୍ବନ୍ଧ ବନାନ୍ତୁ ! 100 % ଗ୍ୟାରେଣ୍ଟି ଆଜି ହିଁ ପରୀକ୍ଷା କରନ୍ତୁ…..

ରସୁଣ କେବଳ ଖାଦ୍ୟର ସ୍ବାଦ ବଢାଇନଥାଏ ବରଂ ଏହାର ଅଗଣିତ ସ୍ବାସ୍ଥ୍ୟଗତ ଫାଇଦା ମଧ୍ୟ ଅଛି । ରସୁଣରେ ଭିଟାମିନ୍ A, B, B6, C, ମାଙ୍ଗାନିଜ୍ , କ୍ୟାଲସିୟମ , କପର୍, ସଲଫ୍ୟୁରିକ୍ ଏସିଡ୍ ଏବଂ ଫସଫରସ ଭଳି ପୋଷକ ତତ୍ବ ଭରପୁର ମାତ୍ରାରେ ରହିଥାଏ । ଏହା ଆଣ୍ଟିବ୍ୟାକ୍ଟେରିଆଲ୍ , ଆଣ୍ଟିଭାଇରାଲ୍, ଆଣ୍ଟିଫାଙ୍ଗାଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭାବେ କାମ କରିଥାଏ । ଆଉ ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇଥାଏ, ଆପଣ ଜାଣନ୍ତି କି ସାମାନ୍ୟ ରସୁଣ ତୁଳନାରେ ଗଜା ହୋଇଯାଇଥିବା ରସୁଣ ସେବନ କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟକୁ ଅଧିକ ଫାଇଦା ହୋଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ସାମାନ୍ୟ ରସୁଣ ତୁଳନାରେ ଗଜା ହୋଇଯାଇ ଥିବା ରସୁଣ ସେବନ କରିବା ଦ୍ବାରା କଲେଷ୍ଟ୍ରୋଲ, ରକ୍ତଚାପ, ହୃଦରୋଗ ଏବଂ କ୍ୟାନସର ଭଳି ଗମ୍ଭିର ରୋଗରୁ ମୁକ୍ତି ପାଇବା ଅଧିକ ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗଜା ହୋଇଥିବା ରସୁଣ ବିଷୟରେ ।

କ୍ୟାନସର ରୁ ମୁକ୍ତି –

କ୍ୟାନସରରୁ ମୁକ୍ତି ପାଇବା ପାଇଁ ଗଜା ହୋଇଥିବା ରସୁଣ ଲାଭଦାୟକ ହୋଇଥାଏ । ଏହାକୁ ପ୍ରତିଦିନ ସେବନ କରିଲେ ଆପଣ କ୍ୟାନସର ଭଳି ମହାମାରୀ ରୋଗରୁ ବଞ୍ଚିପାରିବେ ।

ହୃଦରୋଗ ରୁ ମୁକ୍ତି-

ହୃଦୟ ପାଇଁ ଗଜା ହୋଇଥିବା ରସୁଣ ଖୁବ୍ ଲାଭଦାୟକ ହୋଇଥାଏ । ଏଥି୍ରେ ଅଧିକ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ ।

ଥଣ୍ଡା ଜ୍ବରରୁ ମୁକ୍ତି –

ଯଦି ଆପଣ ବାରମ୍ବାର ଥଣ୍ଡାକାଶରେ ପିଡିତ ହେଉଛନ୍ତି , ତେବେ ଆପଣଙ୍କ ପାଇଁ ଗଜା ହୋଇଥିବା ରସୁଣ ଲାଭଦାୟକ ହୋଇଥାଏ । ଏକ ଅନୁସନ୍ଧାନ ଅନୁସାରେ ଗଜା ହୋଇଥିବା ରସୁଣ ସେବନ କରିବା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ।

ହାର୍ଟଆଟାକ୍ ରୋକିଥାଏ –

ଗଜା ହୋଇଥିବା ରସୁଣ ଯେ କୌଣସି ପ୍ରକାରର ହୃଦଘାତକୁ ରୋକିବାରେ ସହାୟକ ହୋଇଥାଏ । ରସୁଣରେ ଫାଇଟୋ କେମିକାଲ୍ ରକ୍ତଜମାଟ ବାନ୍ଧିବାର ପ୍ରକ୍ରିୟାକୁ ରୋକିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କର ହାର୍ଟଆଟାକ୍ ଜନିତ ସମସ୍ୟାକୁ ଦୂର କରିଥାଏ ।

ରୋଗପ୍ରତିରୋଧକ ଶକ୍ତି ବଢାଏ –

ଏକ ଗବେଷଣାରୁ ଜଣା ପଡିଛି ଯେ ପାଞ୍ଚ ଦିନରେ ଗଜା ହୋଇଥିବା ରସୁଣକୁ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ । ଏହି ଆଣ୍ଟିଅକ୍ସିଡେଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ବଞ୍ଚାଇଥାଏ ।

ସେ-କ୍ସ ହରମୋନ ସୃଷ୍ଟି କରିଥାଏ –

ରସୁଣରେ ଏଲିସିନ୍ ନାମକ ପଦାର୍ଥ ରହି ଥାଏ , ଯାହା ପୁରୁଷଙ୍କ ହରମୋନ ଠିକ୍ ରଖି ଥାଏ । ଏହା ଦ୍ବାରା ପୁରୁଷଙ୍କ ଠାରେ ସେକ୍ସ ପାୱାର ବଢିଥାଏ । ରସୁଣରେ ସେଲିଲିୟନ ଏବଂ ଭିଟାମିନ ରହିଥାଏ, ଯାହା ଦ୍ବାରା ସ୍ପର୍ମର ପରମାଣ ବଢିଥାଏ, ଯାହା ଫଳରେ ଆପଣ ଅଧିକ୍ ସମୟ ଶାରିରୀକ ସଂପର୍କ ରଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।