Odisha News Portal

ଏହି 6 ଟି ଜିନିଷ ଦୀପାବଳୀ ଦିନ କାହାକୁ ହେଲେ ମଧ୍ୟ ଦିଅନ୍ତୁ ନାହିଁ ନଚେତ୍ ହୋଇପାରନ୍ତି କାଙ୍ଗାଳ !

ଆପଣ ମାନେ ତ ଜାଣିଛନ୍ତି ଦୀପାବଳୀ ଆସୁଅଛି ଏବେ ସମସ୍ତେ ନିଜ ନିଜ କାମରେ ଲାଗି ପଡିଛନ୍ତି । କେତ ଲୋକ ମାନେ ଦୀପାବଳୀ ଦିନ ନିଜର ପ୍ରିୟଜନ ମାନଙ୍କୁ ଉପହାର ଦେଇଥାନ୍ତି । ଯେଉଁ ଦୀପାବଳୀ ଦିନ ଅନ୍ୟ ମାନଙ୍କୁ ଉପହାର ଦେବା ଶୁଭ ମାନାଯାଏ ସେହିପରି କିଛି ଜିନିଷ ଦୀପାବଳୀ ଦିନ ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ । ଆପଣ ମାନେ ଯଦି ଦୀପାବଳୀ ଦିନ କିଛି ଖାସ ଜିନିଷ ଅନ୍ୟ ମାନଙ୍କୁ ଦେବେ ତେବେ ମାତା ଲକ୍ଷ୍ମୀ ଆପଣ ମାନଙ୍କ ଘର ଠାରୁ ଚାଲିଯିବେ ।

ସେଥିପାଇଁ ଆପଣ ମାନେ ଦୀପାବଳୀ ଦିନ ଏହି 6 ଟି ଜିନିଷ କାହାକୁ ମଧ୍ୟ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କର ଘରେ ଧନର ବୃଦ୍ଧି ହେବ ନାହିଁ । ଏହା ସହିତ ଘରକୁ ମଧ୍ୟ ଦରିଦ୍ୟତା ମାଡି ଆସିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆପଣ ମାନେ ଦୀପାବଳୀ ଦିନ କାହାକୁ ମଧ୍ୟ ଦେବେ ନାହିଁ ।

1–ଷ୍ଟିଲ ଏବଂ ଲୁହା


ଆପଣ ମାନେ ଷ୍ଟିଲ ଏବଂ ଲୁହାର କୌଣସି ବି ବସ୍ତୁ ଦୀପାବଳୀ ଦିନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଏହି ଧାତୁରେ ନିର୍ମିତ ବସ୍ତୁ ଅନ୍ୟ ମାନଙ୍କୁ ଦିଅନ୍ତୁ ନାହିଁ ।

2–ଡ୍ରେସ

ଦୀପାବଳି ଦିନ କିଛି ଲୋକମାନେ ନିଜର ଲୋକମାନଙ୍କୁ କପଡା ଉପହାର ଦେଇଥାନ୍ତି । ମାତ୍ର କପଡା ଦେବା ସମୟରେ ଆପଣ ମାନେ ଏହି କଥାର ଧ୍ୟାନ ରଖିବେ କି କପଡା ସିଲ୍କ ହୋଇନଥିବା ଦରକାର । କାରଣ ଏହି କପଡା ଦୀପାବଳୀ ଦିନ କାହାକୁ ଦେବା ଦ୍ୱାରା ସାମ୍ନା ବାଲା ବ୍ୟକ୍ତି ପାଇଁ ଅଶୁଭ ମାନାଯାଏ । ତେଣୁ ଆପଣ ମାନେ ଏହି କପଡା ଦୀପାବଳୀ ଦିନ କାହାକୁ ମଧ୍ୟ ଉପହାର ଦିଅନ୍ତୁ ନାହିଁ ।

3–ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି

ଦୀପାବଳୀ ଦିନ ଏହି ଦୁଇ ଦେବା ଦେବୀଙ୍କର ଖାସ ମହତ୍ତ୍ୱ ରହିଥାଏ । ଏମିତିରେ ଆପଣ ମାନେ ଯଦି ଦୀପାବଳୀ ଦିନ ଏହି ଭଗବାନଙ୍କର ମୂର୍ତ୍ତିକୁ କାହାକୁ ଦିଅନ୍ତି ତେବେ ଆପଣଙ୍କର ଘରେ ମାତା ଲକ୍ଷ୍ମୀ କେବେବି ଆସିବେ ନାହିଁ । ସେଥିପାଇଁ ଆପଣ ମାନେ ଏହି ଦୁଇ ମୂର୍ତ୍ତିକୁ ଦୀପାବଳୀ ଦିନ କାହାକୁ ଉପହାର ଦିଅନ୍ତୁ ନାହିଁ ।

4–ସୁନା


ଦୀପାବଳୀ ଦିନ ସୁନା ଏବେ ରୂପାର ତିଆରି ଜିନିଷ ଘରକୁ ଆଣିବା ଶୁଭ ମାନାଯାଏ , ମାତ୍ର ଏହି ସୁନା ଏବଂ ରୂପା ଯଦି ଆପଣ ମାନେ ଅନ୍ୟକୁ ଦେଇଦେବେ ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ହିଁ ଅଶୁଭ ମାନାଯାବ । ଏହା ସହିତ ଘରେ ମଧ୍ୟ ଧନର କମ ହେବ । ସେଥିପାଇଁ ଆପଣ ମାନେ ସୁନାରେ ନିର୍ମିତ ବସ୍ତୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।

5–ତେଲ

ଦୀପାବଳୀର ପାଞ୍ଚଦିନ ପୂର୍ବରୁ ହିଁ ଏହାକୁ କିଣନ୍ତୁ ନାହିଁ କି ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ସେଥିପାଇଁ ଆପଣ ମାନେ ତେଲକୁ ଆଗରୁ ହିଁ କିଣିକରି ଘରେ ରଖିଦିଅନ୍ତୁ । ଦୀପାବଳୀ ଦିନ ତେଲ ଦେବା ଅର୍ଥାତ ସିଧାସିଧା ମାତା ଲକ୍ଷ୍ମୀଙ୍କୁ ରୁଷ୍ଟ କରିବା । ସେଥିପାଇଁ ଆପଣ ମାନେ କେବେବି ଏହି ଭୁଲ କରନ୍ତୁ ନାହିଁ ।

6–ରୁମାଲ

ରୁମାଲକୁ ସମସ୍ତେ ନିଜ ପାଇଁ ବ୍ୟବହାର କରିଥାନ୍ତି । ଏମିତି ମାନାଯାଏ କି ରୁମାଲକୁ କାହାକୁ ଉପହାରରେ ଦେବା ଅଶୁଭ ହୋଇଥାଏ । ଏହା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ରାଗି ଯାଇଥାନ୍ତି । ସେଥିପାଇଁ ଦୀପାବଳୀ ଦିନ ବା ଅନ୍ୟ ଦିନ ରୁମାଲକୁ ଉପହାରରେ ଦିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।