Odisha News Portal

ଗୁହାଳ ସଫା କରୁଥିଲେ, କ୍ଷୀର ବିକ୍ରି କରୁଥଲେ; ଏବେ ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ହେଲେ ସୋନଲ ! ଏହି ଝିଅ ପାଇଁ ଗୋଟିଏ ସେୟାର ଏବଂ ଲାଇକ୍ ନିଶ୍ଚିତ କରନ୍ତୁ…..

0 124

ଆମ ସମାଜରେ ଅନେକ ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁ ମାନେ ରହିଛନ୍ତି ସେଥିମଧ୍ୟରୁ କେତେକ ବ୍ୟକ୍ତି ସୁଖ ସୁବିଧାରେ ଦିନ କାଟିଥାନ୍ତି ତ ଅନ୍ୟ କେତେକ ବ୍ୟକ୍ତି ବହୁତ କଷ୍ଟରେ ଦିନ ବିତାଉଛନ୍ତି । ସମସ୍ତଙ୍କର ପାଖରେ ସୁଖ ସୁବିଧା , ଟଙ୍କା , ଧନରତ୍ନ ସମାନ ନଥାଏ ଯିଏ ଧନୀ ସିଏ ଧନୀ ଆଉ ଗରିବ ଯିଏ କାମ କରି ନିଜର ଜୀବନ ବିତାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କର୍ମ କରିବା ଆବଶ୍ୟ କାରଣ ନିଜର କର୍ମ ଆପଣଙ୍କୁ ଦିନେ ଏପରି ସ୍ଥଳରେ ପହଞ୍ଚାଇବ କି ଆପଣଙ୍କର ଜୀବନର ଆଶା ନିଶ୍ଚିତ ପୂରଣ ହେବ ।

ବହୁତ କଷ୍ଟ କଲେ ଆପଣ ଯେଉଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚାହାନ୍ତି ସେଠାରେ ନିଶ୍ଚିତ ରୂପରେ ପହଞ୍ଚିବେ । ଆପଣଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବହୁତ ସାହାର୍ଯ୍ୟ କରିତାଏ ଶିକ୍ଷା । ଶିକ୍ଷା ସମସ୍ତ ବ୍ୟକ୍ତି ପାଖରେ ସମାନ ବାବରେ ରହିଥାଏ ସେ ଧନୀ ହେଉ କି ଗରିବ ପିଲା ସମସ୍ତଙ୍କ ପାଖରେ ଜ୍ଞାନ ସମାନ ରହିଥାଏ ।

ମାତ୍ର ପ୍ରତ୍ୟେକ ବ୍ୟକ୍ତି ସେହି ଜ୍ଞାନକୁ ସଠିକ ଭାବରେ ଉପଯୋଗ କରିପାରନ୍ତି ନାହିଁ । ଯିଏ ସେହି ଜ୍ଞାନର ସଠିକ ଉପଯୋଗ କରିଲା ସେ ଦୁନିଆରେ ଚର୍ଚ୍ଚିତ ହେଲା । ତେଣୁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ଏବଂ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିବା ନିତାନ୍ତ ଆବଶ୍ୟକ । ତେବେ ଆଜି ଆମେ ଆପଣ ମାନଙ୍କୁ ସେପରି ଏକ ବ୍ୟକ୍ତି ସଂପର୍କରେ କହିବୁ ଯିଏ କି ନିଜର କଟିନ ପରିଶ୍ରମ ଦ୍ୱାରା ବହୁତ ଅସୁବିଧାର ସାମ୍ନା କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ କଥା କହୁଛୁ ସେ କଥାଟି ହେଉଛି ସୋନାଲଙ୍କର କଥା । ଯେଉଁ ସୋନାଲ ଗାଈ ଗୁହାଳରେ ପଢି ପଢି ପ୍ରଥମ ଚେଷ୍ଟ‌ାରେ ସେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଏବେ ସେ ବିଚାରପତି ଭାବେ ଦାୟିତ୍ୱ ଆରମ୍ଭ କରିବାକୁ ଯାଉଛନ୍ତି । ସୋନଲଙ୍କ ବାପା ଖ୍ୟାଲି ଲାଲ ଶର୍ମା ଜଣେ ଗୋପାଳକ। ଘରର ଚଳାଇବା ପାଇଁ ସେ ଗାଈ କ୍ଷୀର ବିକ୍ରି କରିଥାନ୍ତି। ବାପାଙ୍କୁ ଏକା ଘର ସମ୍ଭାଳୁଥିବା ଦେଖି ସୋନଲ ଛୋଟ ବେଳୁ ବାପାଙ୍କୁ ସାହାଯ୍ୟ କରିଆସିଛନ୍ତି

 

ତେବେ ବୋର 4 ଟାରୁ ଉଠି ସୋନାଲ ସମସ୍ତ କାମ ସାରିବା ପରେ ଗୁହାଳରେ ବସି ପାଠ ପଢେ । ପଢ଼ିବା ପାଇଁ ଘର ନଥିବାରୁ ଗାଈ ଗୁହାଳରେ ପଢ଼ୁଥିଲେ ସୋନଲ। ସାମ୍ନାକୁ ଅନେକ ପ୍ରତିବନ୍ଧକ ଆସିଥିଲେ ମଧ୍ୟ ଲକ୍ଷସ୍ଥଳ‌ରେ ପହଞ୍ଚିବାର ଇଚ୍ଛା ତାଙ୍କୁ ଅଟକାଇପାରିନଥିଲା । କୌଣସି କାଠ ତିଆରି ଟେବୁଲ ନୁହେଁ, ସରିଯାଇଥିବା ତେଲ ଡ଼ବାକୁ ରଖି ସୋନଲ ପାଠ ପଢ଼ୁଥିଲେ ସୋନାଲ । ତେବେ ଚାଙ୍କର ଚେଷ୍ଟା ବଳରେ 2018 ରେ ସେ ପରୀକ୍ଷ‌ାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏବେ ସେ ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।