ଏହି 15 ଟି ଲକ୍ଷଣ ଦେଖି ଜାଣନ୍ତୁ କେଉଁ ନାରୀ ହୋଇଥାଏ ଭାଗ୍ୟଶାଳୀ ଏବଂ ପବିତ୍ର ! ଆପଣ ଙ୍କ ପାଖରେ ଏହି ଲକ୍ଷଣ ରହିଛି କି ?

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବା କିପରି । ସମୁଦ୍ରଶାସ୍ତ୍ର ଅନୁସାରେ କିଛି ଝିଅ ମାନେ ଏପରି ହୋଇଥାନ୍ତି ଯେଉଁମାନଙ୍କର ସୌଭାଗ୍ୟରେ ବାପ ଘର ଏବଂ ଶାଶୁଘରର ଉନ୍ନତି ହୋଇଥାଏ । ଏପରି ସୁଲକ୍ଷଣି ଝିଅ ମାନଙ୍କର ପରିଚୟ ତାଙ୍କର ଅଂଗ ମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣାପଡିଥାଏ । ତେବେ ଆସନ୍ତୁ ଜାଣିବା ସେମିତି ଲକ୍ଷଣ ଏବଂ ଚିହ୍ନ ଯାହାକୁ ଦେଖିଲେ ଆମେ କହିବା କି ସେହି ଝିଅଟି ସୁଲକ୍ଷଣୀ ବୋଲି ।

1–ସୁଲକ୍ଷଣି କନ୍ୟା ମାନଙ୍କର କାନ ଯଦି ଟିକୋ ଲାଲ ହୋଇଥାଏ , ତଳ ଆଡକୁ ମୁନିଆ ଏବଂ ଉପର ଆଡକୁ ଟିକେ ମୋଟା ହୋଇଥାଏ ସେହି ମହିଳା ମାନେ ଭାଗ୍ୟବାନ ହୋଇଥାନ୍ତି ।


2–ଯେଉଁ ଲୋକମାନଙ୍କର ଗୋଡର ଆଙ୍ଗୁଠି ଟିକେ ଉପରକୁ ଉଟି କରି ଲମ୍ବା ଏବଂ ମୋଟା ହୋଇଥାଏ , ତେବେ ଏହା ସେମାନଙ୍କର ସମୃଦ୍ଧିଶାଳୀ ବ୍ୟକ୍ତି ହୋଇଥାନ୍ତି ।

3–ଯେଉଂ ମାନଙ୍କର ହାତ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

4–ଯେଉଁ ମାନଙ୍କର ନାଭିଟି ଗଭୀର ହୋଇଥାଏ ସେମାନେ ବହୁତ ଲକି ହୋଇଥାନ୍ତି ।

5–ଭାଗ୍ୟସାଳୀ ନାରୀ ମାନଙ୍କର ଆଖି ଜନ୍ମରୁ ହିଁ ତାଙ୍କର ଆଖିର ଧଳା ପରଦା ବହୁତ ଧଳା ହୋଇଥାଏ ଏବଂ ତା ସହିତ ଟିକୋ ଲାଲ ସର୍ବଦା ରହିଥାଏ ।

6–ଯେଉଁ ମହିଳାଙ୍କର ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ସର୍ବଦା ସୁଖୀ ହୋଇଥାନ୍ତି । ଏହାର ବିପରୀତ ଯେଉଁ କନ୍ୟା ମାନଙ୍କର ପାଦର ଗୋଇଁଠି ଫାଟୁଥାଏ ସେମାନେ ସର୍ବଦା ଦୁଃଖରେ ରହିଥାନ୍ତି ।

7–ଯେଉଁ ମହିଳା ମାନଙ୍କର କପାଳ ଟିକେ ବାହାର ଆଡକୁ ବାହାରିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

8–ଯେଉଁ ମହିଳା ମାନଙ୍କର ଆଇବ୍ରୋ ମଝିରେ କଳାଜାଇ ରହିଥାଏ ସେମାନଙ୍କୁ ଶୁଭ ବୋଲି ବିଚାର କରାଯାଏ ।

9–ଚିକ୍କଣ ଏବଂ ଲାଲ ଜୁଭ ଯେଉଁ ଝିଅ ମାନଙ୍କର ରହିଥାଏ ସେମାନେ ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି ।

10–ନାଭିର ଟିକେ ତଳକୁ କୌଣସି କଳାଜାଇ ବା ଚିହ୍ନ ଥିଲେ ସେହି ମହିଳା ମାନଙ୍କୁ ଭାଗ୍ୟଶାଳୀ ବୋଲି ମାନାଯାଏ ।

11–ଛୋଟ ବେକ ଥିବା ଲୋକମାନେ ସର୍ବଦା ସୁଖୀ ହୋଇଥାନ୍ତି ।


12–ଯେଉଁ କନ୍ୟା ମାନଙ୍କର ଓଠ ସର୍ବଦା ଲାଲ ହୋଇଥାଏ ସେମାନଙ୍କ ଠାରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି ।

13–ପାଦରେ ପଦ୍ମ , ଶଙ୍ଖ , ଚକ୍ର ଆଦି ଚିହ୍ନ ରହିଥିଲେ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଏହା ସହ ସେମାନେ କୌଣସି ଉଚ୍ଚ ଅଧିକାରୀଙ୍କର ସ୍ତ୍ରୀ ହେବାର ସୁଯୋଗ ଲାଭ କରିଥାନ୍ତି ।

14–ସିଧା ଏବଂ ଆଗକୁ ବଡ ହୋଇ ରହିଥିବା ନାକଟି ଐଶ୍ୱର୍ଯ୍ୟର ସଂଙ୍କେତ ପ୍ରଦାନ କରିଥାଏ ।

15–ଯେଉଁ ମହିଳା ମାନଙ୍କର ଗୋଇଁଟିରେ ସର୍ପ ଆକାରର ଚିହ୍ନ ରହିଥାଏ ସେମାନେ ସୌଭାଗ୍ୟବତା ଏବଂ ଧନୀ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment