Odisha News Portal

ଏହି ଘରୋଇ ଉପାୟ କୁ 5 ମିନିଟ ପର୍ଯ୍ୟନ୍ତ ନିଜ ସ୍କିନ ରେ ମସାଜ କରନ୍ତୁ , ଆଉ ଆପଣ ନିଜର ସମସ୍ତ ଦାଗପଣ କୁ ଦୂର କରନ୍ତୁ….

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ସହଜ ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷଯରେ ଜଣାଇବୁ ଯାହା ଆପଣଙ୍କର ସ୍କିନର କଳା ଦାଗକୁ ଲିଭାଇବାରେ ବହୁତ ଅଧିକ ସାହାଯ୍ୟ କରିବ । ଆଉ ଆପଣଙ୍କ ସ୍କନି କୁ ବହୁତ ଶିଘ୍ର ସଫା ମଧ୍ୟ କରି ଦେବ । ତେବେ ବହୁତ ଜଣଙ୍କର ଗୋରା ହେବା ପାଇଁ ବହୁତ ଅଧିକ ଇଚ୍ଚା ଥାଏ ଏବଂ ତାହା ପୁଣି ବହୁତ ଶିଘ୍ର । ତେଣୁ ଆମେ ଯେଉଁ ଉପଚାର ବିଷୟରେ କହିୁ ତାହା ଆପଣ କେବଳ ଥରେ ମାତ୍ର ପ୍ରୟୋଗ ଫଳରେ ଆପଣଙ୍କ ଫେସ୍ ପୂରା ଗ୍ଲୋ କରିବା ସହିତ ସଂମ୍ପୂର୍ଣ୍ଣ ଭାବରେ କ୍ଲିନ୍ ହୋଇଯିବ ।

ସାଧାରଣତଃ ଝିଅ ମାନଙ୍କର ସବୁବେଳେ ନିଜ ଫେସ୍ କୁ ନେଇ ଚିନ୍ତାରେ ରହିଥାନ୍ତି । କାହିଁକି ନାଁ ଅଧିକାଁଶ ସମୟରେ ଆମ ମୁହଁରେ ଅନେକ କିଛି ଜିନିଷ ବାହାରିଥାଏ । ଆଉ ତାହା ଆମ ଫସ୍ ରେ ସ୍ପଟ୍ ହୋଇ ରହିଯାଇଥାଏ । ଯାହା ଆମର ସ୍କିନ୍ କୁ କଳା କରିଦେଇଥାଏ ଏବଂ କଳା ଦାଗ ସବୁ ମଧ୍ୟ କରି ଦେଇଥାଏ ।

 

ତେବେ ଆଜି ଆମେ ସେଥିପାଇଂ ଗୋଟିଏ ଏମିତି ଫେସ୍ ପ୍ୟାକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଙ୍କ ର ସ୍କିନର ଏହି ସମସ୍ତ ସମସ୍ୟା ଗୁଡିକ ସବି ଦିନ ପାଇଂ ଦୂର କରି ଦେବ । ତେବେ ଚାଲନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରୟୋଗ କରିବାର ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ- ଏକ ଫାଳ ଲେମ୍ବୁର ରସ , ଏକ ଫାଳ ଟୋମାଟୋ ରସ, ଏକ ଚାମଚ ସୋଡା

ପ୍ରସ୍ତୁତି ପ୍ରଣାଳୀ –


ପ୍ରଥମେ ଗୋଟିଏ ଲେମ୍ବୁକୁ ଫାଳ କରି ତାର ଅଧା ରସ ଗୋଟିଏ ବାଉଲକୁ ନିଅନ୍ତୁ । ଏହାପରେ ଗୋଟିଏ ଟୋମାଟୋକୁ ଫାଳ କରି ତାର ରସ ବାହାର କରି ସେଥିରେ ମିଶାନ୍ତୁ । ଏହାପରେ ସେହି ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ତାପରେ ସେଥିରେ ଏକ ଚାମଚ ସୋଡିଅମ୍ କାର୍ବୋନେଟ୍ ବା ସୋଡା ନିଅନ୍ତୁ । ଏହାପରେ ଏହି ସବୁ ସାମଗ୍ରୀ କୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । ଏବେ ଆପଣଙ୍କର ଉପଚାର ପ୍ରସ୍ତୁତ । ତେବେ ଚାଲନ୍ତୁ ଜାଣିବା ଆପଣ ଏହାର ବ୍ୟବହାର କେମିତି କରିବେ ।

ପ୍ରୟୋଗ –

ଆପଣ ଏହାକୁ ନିଜର ସ୍କନ୍ ରେ ଭଲ ଭାବରେ ହାତ ସାହାଯ୍ୟରେ ଲଗାନ୍ତୁ । ତେବେ ଏହାକୁ 5 ମିନିଟ ପର୍ଯ୍ୟନ୍ତ ନିଜ ସ୍କନ ରେ ମସାଜ କରନ୍ତୁ । ଏହାପରେ ଏହାକୁ ସାଧାରଣ ପାଣିରେ ଧୋଇ ଦେବେ । ତେବେ ଏହାକୁ ପ୍ରତିଦିନ କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କର ସ୍କିନ୍ ଏତେ ଗୋଟା ହୋଇଯିବ ଆପଣ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ