Odisha News Portal

ଜୀବନରେ ଥରେ ମାତ୍ର ଖାଆନ୍ତୁ ଏହି ଚାରୋଟି ଫଳ ତାପରେ ଦେଖିବେ ଚମତ୍କାର ! ଶରୀର ରୁ ଲୁପ୍ତ ପାଇବ ଏହି ମାରାତ୍ମକ ରୋଗ…..

ଆଜି ଆମେ ଜାଣିବା ସେହି ଚାରି ଗୋଟି ଫଳ ବିଷୟରେ , ଯାହାକୁ ଯଦି ଆପଣ ଜୀବନରେ ଥରେ ଖାଇବେ ତାହେଲେ କେବେ ବି ଆପଣଙ୍କୁ ରୋଗ ହେବ ନାହିଁ । ବିଭିନ୍ନ ପ୍ରକାରର ରୋଗରୁ ଲଢିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶିଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗରୁ ଲଢିବାକୁ ସାହାଯ୍ୟ କରିଥାଏ ।

ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ ତେବେ ଭୋକ ନଲାଗିବା, ପେଟ ଭାରି ଲାଗିବା, ଛାତିରେ ଜୋଳାପୋଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ କରିବା ପାଇଁ ହେଲେ ଏହି ଚାରି ଗୋଟି ଜିନିଷ ଖାଇବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ସେହି ଚାରି ଗୋଟି ଜିନିଷ ବିଷୟରେ ।

1. କ୍ୟୁବିଫ୍ରୁଡସ୍ –

ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ର ପରିମାଣ ଅଧିକ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଏହ ଫଳ ଗୋଟିଏ ଲେଖାଏଁ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

2. ଗୁଡ –

ଗୁଡ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି । ପେଟର ସମସ୍ୟା ଦୂର କରିବା ପାଇଁ ଗୁଡ କୌଣସି ଔଷଧ ଠାରୁ ବି କମ୍ ନୁହେଁ । ପ୍ରତି ଦିନ ଗୋଟେ ଖଣ୍ଡ ଗୁଡ ଖାଇଲେ ଶରୀର କୁ ଅନେକ ଲାଭ ମିଳିଥାଏ । ତା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇ ଥାଏ ।

3. ଅଁଳା –

ଭିଟାମିନ୍ ସି ରେ ଭରପୁର ହେଉଛି ଅଁଳା । ଆଉ ଏହି ଅଁଳାକୁ ପ୍ରତିଦିନ ଗୋଟିଏ ଖାଇବା ଦ୍ବାରା ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ସହ ଶରୀରରୁ ଅନେକ ପ୍ରକାର ବିଶାକ୍ତ ପଦାର୍ଥ କୁ କାଢିବା ପାଇଁ ଅଁଳା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ପ୍ରତିଦିନ ହେଉଥିବା କାଶରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବା ନିହାତି ଆବଶ୍ୟକ ।

4. ସେଓ –

ସେଓରେ ଅନେକ ପ୍ରକାରର ପୋଷକ ତତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଶରୀରକୁ ଅନେକ ରୋଗ ରୁ ରକ୍ଷା କରି ଥାଏ । ପ୍ରତିଦିନ ସେଓ ଫଳ ଖାଇବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ମଧ୍ୟାହ୍ନ ସମୟରେ ସେଓ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ପ୍ରତିଦିନ ଗୋଟିଏ ସେଓ ଫଳ ଖାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।