Odisha News Portal

ଏ ପରିବାର ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ, ଭାଇ ଭଉଣୀ ସମସ୍ତେ ପ୍ରଶାସନିକ ଅଧିକାରୀ , ଏଭଳି ପରିବାର ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକଙ୍କ ପରି ହୋଇନାହାନ୍ତି , ଆଜିକାଲିର ଲୋକମାନେ ବହୁତ ପରିବର୍ତ୍ତନ କଲେଣି । ସମାଜ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଲୋକମାନେ ମଧ୍ୟ ତାସହିତ ତାଳ ଦେଇ ପରିବର୍ତ୍ତନ ହେବାରେ ଲାଗିଛନ୍ତି । ଏବେ ଲୋକମାନଙ୍କୁ ଚଳିବା , ରୋଜଗାର କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡେ ନାହିଁ । ଏବେକା ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଶିକ୍ଷିତ ହୋଇ ନିଜର ଜୀବନକୁ ସୁନ୍ଦର ଭାବେ ପରିଚାଳନା କରୁଛନ୍ତି ଏବଂ ଚାକିରୀ ମଧ୍ୟ କରୁଛନ୍ତି ।

ମାତ୍ର ଏବେକା ସମୟରେ ଚାକିରୀ କରିବା ଏତେ ସହଜ କଥା ନୁହେଁ । ଅନେକ ବ୍ୟକ୍ତି କାମ କରନ୍ତି କିନ୍ତୁ ସଫଳତା ପାଇ ନଥାନ୍ତି, ତାଙ୍କ ର କାମ ତ ଥାଏ କିନ୍ତୁ ମନ ନଥାଏ କାମରେ। ସେଥିପାଇଁ ନିଜର ମନ ସରକାର କିଛି କାମ ପାଇଁ ବହୁତ କଠିନ ପରିଶ୍ରମ ରେ କାମ ଟି କରିଥାଏ ସେ ନିଶ୍ଚିତ ଭାବରେ ସଫଳତା ପାଇଥାଏ ।

ସେହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ କେବେବି ନିଜ ଜୀବନରେ ହାରନ୍ତି ନାହିଁ ବରଂ ନିଜ ଜୀବନର ଲକ୍ଷ୍ୟ କୁ ସେମାନେ ହାସଲ କରି ଥାଆନ୍ତି । ପ୍ରତ୍ୟେକ ବ୍ୟକ୍ତିର ବାପା ମା ଚାହିଁଥାନ୍ତି କି ସେମାନଙ୍କର ପିଲା ମାନେ କିଛି ଚାକିରୀ କରିବାର କଥା ।

ଘରେ ଯଦି କାହାର ତିନି ବା ଚାରି ପିଲା ମାନେ ରହିଛନ୍ତି ତେବେ ସେହି ଘରେ ସମସ୍ତ ପିଲା ମାନେ ଚାକିରୀ କରିନଥାନ୍ତି । ମାତ୍ର ଆଜି ଆମେ ତାହାର ବିପରୀତ କଥା କହିବୁ , ଅର୍ଥାତ ଏମିତି ଏକ ପରିବାର ଯେଉଁ ପରିବାର ଚାରିଜଣ ପିଲା ଯାକ IAS ବା IPS ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 

 

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି ହେଉଛି ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ । ଯେଉଁଠାରେ ଜଣେ ବାପା ନିଜ ଚାରି ସନ୍ତାନ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ସେହି ଗର୍ବିତ ବାପାଙ୍କର ନାମ ହେଉଛି ଅନିଲ ମିଶ୍ର । ଅନିଲ ମିସ୍ର ପେଶାରେ ଜଣେ ଇଫିସର ଥିବା ବେଲେ ମା ହେଉଛନ୍ତି ଗୃହିଣୀ । ତାଙ୍କର ପଅ ଜୋଗେସ୍ ମିଶ୍ର ପ୍ରଥମେ ୨୦୧୩ ରେ ସିଭିଲ୍ ସର୍ଭିସ୍ ରେ ଚାକିରୀ ପାଇ ଥିଲେ। ତେବେ ଆଉ ତିନି ଭାଇ ତାଙ୍କୁ ଅନୁସରଣ କରି ଥିଲେ ।

ଭଉଣୀ ସୋମ ମିଶ୍ର ୨୦୧୬ ମସିହା ରେ ଜଣେ IPS ।ତେବେ ସେ ଏବେ କର୍ଣ୍ଣାଟକ ରେ କାର୍ଯ୍ୟ ରତ ଅଛନ୍ତି। ତେବେ ଆଉ ଜଣେ ଭଉଣୀ ମାଧବୀ ମିଶ୍ର , ତେବେ ସେ ଜଣେ IAS । ଏବେ ସେ ଦିଲ୍ଲୀ ରେ କାର୍ଯ୍ୟରତ୍ ଅଛନ୍ତି । ସବୁଠୁ ସାନ ଭାଇ ଲୋକେସ୍ ମିଶ୍ର ସେ ଏବେ ରାଞ୍ଚି ର ଏସଡିଏମ୍ ଭାବେ କାର୍ଯ୍ୟରତ ଅଛନ୍ତି ।ଲୋକେସ୍ ଙ୍କ ପତ୍ନୀ ମେଘା ବି ଜଣେ IAS , ତେବେ ପିଲାଙ୍କର ଏହି ସଫଳତା ତାଙ୍କ ବାପାଙ୍କ ଅନେକ ଗର୍ବିତ କରିଛନ୍ତି । ତେବେ ଏମାନେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି କି ନିଜର ଇଚ୍ଛା ଶକ୍ତି ଏବଂ ଦୃଢ ବିଶ୍ୱାସ ବଳରେ ମନୁଷ୍ୟ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।