ସରକାର ନେଲେ ଅନ୍ତିମ ନିଷ୍ପତି ! ଶିକ୍ଷାର୍ଥୀ ଙ୍କ ପାଇଁ ବଡ ଘୋଷଣା ଏହି ତାରିଖରେ ଖୋଲିବ ସ୍କୁଲ….ବେସିଦିନ ନୁହେଁ ମାତ୍ର………

ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ପୁଣି ଥରେ କରିଛନ୍ତି ଏକ ବହୁତ ବଡ ଘୋଷଣା । ଆପଣ ମାନେ ତ ଜାଣିଛନ୍ତି କି ସରକାର ସର୍ବଦା ପିଲା ମାନଙ୍କ ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତି । ପିଲାମାନେ କିପରି ଉନ୍ନତି କରିବେ କିପରି ପାଠ ପଢାରେ ମନ ନିବେଶ କରିବେ ସେଥିପାଇଁ ସମସ୍ତ ପ୍ରକାର ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ତେବେ ଏବେକା ସମୟରେ ମଧ୍ୟ ପିଲା ମାନେ କିପରି ପାଠରେ ମନ ନିବେଶ କରିବେ ସେମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରି ସେମାନେ କିପରି ପାଠ ପଢି ଦେଶର ଉନ୍ନତି କରିବେ ସେ ନେଇ ସରକାର ପୁଣିଥରେ ଏକ ବହୁତ ବଡ ଘୋଷଣା କରିଛନ୍ତି ।

ଶିକ୍ଷାର୍ଥୀ ମାନଙ୍କର ପାଇଁ ଏକ ବହୁତ ହିଁ ବଡ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ । ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦୀ ସରକାରଙ୍କର ବଡ ଘୋଷଣା । ଯାହା ଦ୍ୱାରା ଲାଭବାନ ହେବେ 4 କୋଟି ଛାତ୍ରଛାତ୍ରୀ ଏବଂ ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କୁ ନିଶ୍ଚିତ ରୂପରେ ଲାଭ ମିଳିବ ।

ମୋଦୀ ସରକାର କ୍ୟାବିନେଟରେ ଅନୁସୂଚିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବହୁତ ବଡ ଘୋଷଣା କରିଛନ୍ତି । ଏହି ସୂଚନା ଅନୁସାରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ୟାବିନେଟରେ 59 ହଜାର କୋଟିର ବଜେଟ ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀ ମାନେ ମ୍ୟାଟ୍ରିକ ପାସ କରିବା ପରେ ସେମାନଙ୍କର ଉଚ୍ଚ ଶିକ୍ଷା ପାଇଁ କେନ୍ଦ୍ର ସକରକାର 60 ପ୍ରତିଶତ ଏବଂ ରାଜ୍ୟ ସରକାର 40 ପ୍ରତିଶତ ଖର୍ଚ୍ଚ ବହନ କରିବେ । କ୍ୟାବିନେଟ ପରେ ଏହି ସୂଚନା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।

ଆଜିର ଏହି କ୍ୟାବିନେଟରେ ଜିଟିଏସ ସେବାକୁ ନେଇ କିଛି ଆଇନ ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ମୁତାବକ ଡିଟିଏଚ ଲାଇସେନ୍ସ 20 ବର୍ଷ ପାଇଁ ଜାରି କରାଯିବ । ଏହା ସହ ଡିଟିଏଚ ସେବା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶି ପୁଞ୍ଜିକୁ ନିବେଶ ମିଳିଛି ।

ଏହା ପୂର୍ବରୁ କ୍ୟାବିନେଟରେ ଏହି ଆଇନ ପାଳିତ ହୋଇଥିଲେ ମଧ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରର ଗାଇଡଲାଇନ ପାଇଁ ଏହା ଅଟକି ରହିତିଲା । ମାତ୍ର ଏବେ ଏହାକୁ ଲାଗୁ କରିବାର ବାଟ କ୍ୟାବିନେଟ ତରଫରୁ ଲାଗୁ କରାଯାଇଛି । ତେବେ ଆଜିର ଏହି କ୍ୟାବିନେଟରେ ଅନ୍ୟ ଏକ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ଅନିୟମିତ ଭାବେ କଲୋନୀରେ ରହୁଥିବା ଲୋକମାନଙ୍କର ଆଇନଗତ ଭାବେ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏ ନେଇ ପ୍ରଚଳିତ ଥିବା ଆଇନ 31 ଡିସେମ୍ବର 2020 ରେ ଶେଷ ହେବାକୁ ଯାଉଥିବା ବେଳେ ଏବେ ଏହାର ଅବଧିକୁ 3 ବର୍ଷ ଅର୍ଥାତ 31 ଡିସେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment