Odisha News Portal

700 ବର୍ଷ ପରେ ନୂଆ ବର୍ଷରେ 6 ଟି ରାଶି ହେବେ ଭାଗ୍ୟଶାଳୀ ! ଏଥିରେ ଆପଣଙ୍କ ରାଶି ସାମିଲ ନାହିଁ ତ ? ଜାଣିରଖନ୍ତୁ ……

3

ଆଗକୁ ନୂଆ ବର୍ଷ ଆସିବା ପାଇଁ ଯାଉଛି ତେବେ ଏହି ନୂଆ ବର୍ଷ ଠାରୁ ଏହି ଛଅଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିଯିବ । ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁଙ୍କର କୃପାରୁ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବ । ତା ସହିତ ମାତା ଲକ୍ଷ୍ମୀ ଛଅଟି ରାଶିର ଲୋକମାନଙ୍କ ଉପରେ କୃପା ବର୍ଷା କରିବେ । ତେବେ ନୂଆ ବର୍ଷରେ ଏହି ଛଅଟି ରାଶିରେ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କଣ କଣ ଅଟେ ।

1–କନ୍ୟା ରାଶି  –ବୃଷ ରାଶିର ଲୋକମାନେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁଙ୍କର କୃପା ପାଇବେ । ଆପଣ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ମୟ ହେବ । ଆପଣଙ୍କର ଜାତକରେ ଅନେକ ପରିବର୍ତ୍ତନ ହେବ , ସେଥିପାଇଁ ଆପଣ ମାନଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ । ଆପଣ ନିଜ ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବେ ଆପଣ ମାନଙ୍କୁ ଅନେକ ଲାଭ ପ୍ରାପ୍ତ ହେବ ।

2–ମେଷ ରାଶି

ଆପଣଙ୍କର ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହେବ । ଘର ପରିବାରରେ ମଙ୍ଗଳ କାର୍ଯ୍ୟର ଆୟୋଜନ ରହିବ । ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କର ଉପରେ ବର୍ଷା ସାରା ରହିବ । ଆପଣଙ୍କୁ ଆବଶ୍ୟକ ଧନ ଲାଭ ମଧ୍ୟ ହୋଇପାରେ । ଆପଣ କୌଣସି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟ କରିପାରିବେ । ପିତା ମାତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

3–ସିଂହ ରାଶି

ଭଗବାନ ବିଷ୍ନୁଙ୍କ କୃପାରୁ ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିବ । ଆପଣ ମାନେ କୌଣସି ବିଜନେସ ଆରମ୍ଭ କରିପାରନ୍ତି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ । ଆପଣ ମାନେ ଯାନ ବାହାନ କିଣିବାକ ବିଚାର ମଧ୍ୟ କରିପାରନ୍ତି । ସମସ୍ତ ପ୍ରକାର ଭୌତିକ ସୁଖ ସୁବିଦା ପ୍ରାପ୍ତ କରିବେ ।

4–କର୍କଟ ରାଶି


ଆପଣ ମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ରହିବ । ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିବ । ଯେଉଁ କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ ତାହା ପୂରଣ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଧନର ବର୍ଷା ମଧ୍ୟ ଆପଣଙ୍କ ଉପରେ ହୋଇପାରେ । ପୁରୁଣା ସମସ୍ୟାରୁ ବଞ୍ଚିତ ରହିବେ । ପ୍ରେମ ପ୍ରସଙ୍ଗରେ ଚାଲୁଥିବା ସମସ୍ୟା ଦୂର ହେବ ।

5–ତୁଳା ରାଶି

ଏହି ନୂଆ ବର୍ଷ 2021 ଠାରୁ ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ରହିବ । ଆପଣ ମାନେ ନିଜର କାର୍ଯ୍ୟ ସ୍ଥଳରେ ଉନ୍ନତି କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସମସ୍ତ ପୁରୁଣା କାର୍ଯ୍ୟ ସଂପନ୍ନ ହେବ । ଆପଣ କୌଣସି ପ୍ରତାକ ନୂଆ ବିଜନେସ ଆରମ୍ଭ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

6–କୁମ୍ଭ ରାଶି

ଏହି ନୂଆ ବର୍ଷ 2021 ଠାରୁ ଏହି ରାଶିର ବ୍ୟକ୍ତି ଜୀବନରେ ସମସ୍ତ ଖରାପ କାମ ଛାଡି ଦିଅନ୍ତୁ । ଆପଣଙ୍କର ସମସ୍ତ ଖରାପ ସମୟ ଶେଷ ହେବାକୁ ଯାଉଚି । କ୍ୟାରିୟରରେ ଆଗକୁ ବଢିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂଆ ବିଜନେସ ଆରମ୍ଭ କରିପାରନ୍ତି । ମାତା ପିତାଙ୍କ କୃପା ଆପମ ମାନଙ୍କୁ ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।