Odisha News Portal

ଭଲ ସମୟ ଆସିବା ଆଗରୁ ସ୍ବୟଂ ଭଗବାନ ଦେଇଥାନ୍ତି ଏହି 8 ଟି ସଂଙ୍କେତ ! ଜାଣନ୍ତୁ ଆପଣଙ୍କର ସମୟ ଭଲ କି ଖରାପ ?

0 326

ସମୟ ଚକ୍ର ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସୁଖ , ଦୁଃଖ ଲାଗି ରହିଥାଏ । ସମୟ ଠାରୁ ବଳବାନ ଆଉ କିଛି ବି ନାହିଁ ଏବଂ ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଁଇଥାନ୍ତି । ତେବେ ଆମେ ମାନେ କିପରି ଜାଣିବା କି ସମୟ ଚକ୍ର ଆମ ମାନଙ୍କ ପାଇଁ ଖୁସି ନେଇକରି ଆସୁଛି କି ଦୁଃଖ ନେଇ କରି ଆସୁଛି । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ସଂଙ୍କେତ ବିଷୟରେ କହିବୁ କି ଯାହା ଦ୍ୱାରା ଆପଣ ମାନେ ଆଗକୁ ଆସୁଥିବା ଶୁଭ ସମୟ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସଂଙ୍କେତ ମାନଙ୍କ ବିଷୟରେ ଯାହାକୁ ସ୍ୱୟଂ ଭଗବାନ ବିଷ୍ନୁ କହିଛନ୍ତି ।

1–ଯଦି ଆପଣଙ୍କର ଘରର ଅଗଣାକୁ ଗାଈ ବାରମ୍ବାର କିଛି ଖାଇବାକୁ ଆସିଯାଇଥାଏ , ମାଙ୍କଡ ଆପଣଙ୍କ ଘରୁ କିଛି ଜିନିଷ ନିଜେ ଉଠେଇ କରି ନେଇଯାଏ , ବିଲେଇ ଆପଣଙ୍କର ଘରେ ଛୁଆଁ ଜନ୍ମ କରେ ଏବଂ ପକ୍ଷୀ ଆପଣଙ୍କର ଘରେ ବସା ବାନ୍ଦିଥାଏ ଏହି ସଂଙ୍କେତ ଦର୍ଶାଇଥାଏ କି ଆପଣଙ୍କର ଆଗକୁ ଆସୁଥିବା ସମୟ ଆପଣଙ୍କୁ ବଳବାନ ବନେଇବ ।

2–ଛୋଟ ପିଲା ମାନଙ୍କ ମଧ୍ୟରେ ସ୍ୱୟଂ ଭଗବାନ ବାସ କରିଥାନ୍ତି । ଯଦି କେଉଁ ଛୋଟ ଝିଅ ବା ଶିଶୁ ଆପଣଙ୍କୁ ଦେଖିକରି ବାରମ୍ବାର ହସୁଥାଏ ତେବେ ଏହାକୁ ବହୁତ ଶୁଭ ସଂଙ୍କେତ ମାନାଯାଇଥାଏ । ଆପଣଙ୍କର ଜୀବନରେ ଖୁସି ଆସିବାକୁ ଯାଉଛି ।

3–ସକାଳୁ ସକାଳୁ ଆପଣ ମାନେ ଘରୁ କିଛି ଶୁଭ କାର୍ଯ୍ୟ ପାଇଁ ବାହାରିଥାନ୍ତି ଏବଂ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଯାଏ କିମ୍ବା ଆପଣଙ୍କୁ କିଛି ସାଧୁ , ସନ୍ଥ , ପୂଜାରୀ ଆର୍ସିବାଦ ମିଳିଥାଏ । ଏହାର ଅର୍ଥ ଏହା ଅଟେ କି ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରିଥାନ୍ତି ତାହା ନିଶ୍ଚିତ ରୂପେ ସଫଳ ହୋଇଥାଏ ।

4–ସନ୍ଧ୍ୟା ସମୟରେ ଜଳପୂର୍ଣ୍ଣ ପାତ୍ର ବା କ୍ଷୀରପୂର୍ଣ୍ଣ ପାତ୍ର କାହା ଦ୍ୱାରା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ କିମ୍ବା କୌଣସି ମିଠା ଦ୍ରବ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ତେବେ ଏହି ସଂଙ୍କେତ ଆପଣଙ୍କର ଜୀବନରେ ଶୁଭ ସମୟ ଆରମ୍ଭ ହେବାର ସୂଚନା ପ୍ରଦାନ କରିଥାଏ ।

5–ଘରକୁ ନୂତନ ଅତିଥି ଆସିବା ବା ସୁନା ଚାନ୍ଦିର ଆଗମନ ହେବା ବହୁତ ଶୁଭ ବୋଲି ମାନାଯାଇଥାଏ ।

6–ଯଦି ଆପଣ ମାନେ ବିନା କାରଣରେ ଖୁସି ରହିଥାନ୍ତି ଏବଂ କ୍ରୋଧ ଠାରୁ ଦୂରେଇ ରହିଥାନ୍ତି ତେବେ ଏହା ଦର୍ଶାଇଥାଏ କି ଆପଣଙ୍କର ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । 7–ଯଦି ଆପଣଙ୍କର ଆଖି ବ୍ରହ୍ମ ମୂହୂର୍ତ୍ତରେ ଖୋଲିଯାଏ ଏବଂ ଆପଣଙ୍କୁ ଈସ୍ୱରଙ୍କର ସ୍ମରଣ ହୋଇଯାଏ ତେବେ ବୁଝିଯାଆନ୍ତୁ କୁ ଆପଣଙ୍କ ପାଇଁ ସଫଳତାର ନୂଆ ଦିଗ ଖୋଲିବାକୁ ଯାଉଛି ।

8–ଯଦି ଅନେକ ସମୟରୁ ଥିବା ସଂଙ୍କଟ ଦୂରେଇବାରେ ଲାଗିଥାଏ ଏବଂ ଧନର ଆଗମନ ହୋଇଥାଏ ତେବେ ଭାବିନିଅନ୍ତୁ କି ଆପଣଙ୍କର ଜୀବନରେ ସୁଖର ସମୟ ଆସିବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।