Odisha News Portal

ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ ।

ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି । ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି ।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ହିମାଳୟ ପର୍ବତରେ କେଉଁ ଦେବତା ବାସ କରନ୍ତି ?

ଉତ୍ତର–ଭଗବାନ ଶିବ

2–କେଉଁ ହିନ୍ଦୁ ଦେବତା ସର୍ବଦା ପାଦରେ ଜୋତା ପିନ୍ଧିଥାନ୍ତି ?

ଉତ୍ତର–ସୂର୍ଯ୍ୟଦେବତା

3–ଚଉଦ ବର୍ଷ ବନବାସରେ ରାମ , ଲକ୍ଷ୍ମଣ , ସୀତାଙ୍କ ସହିତ ଆଉ କିଏ ଯାଇଥିଲେ ?

ଉତ୍ତର–ସୁମନ୍ତ

4–ପୁରାଣରେ ଅସୁର ମାନଙ୍କର ଗୁରୁ କିଏ ?

ଉତ୍ତର–ଶୁକ୍ରଚାର୍ଯ୍ୟ5–ବାର ମାସରେ କେତୋଟି ପର୍ବ ଆସେ ?

ଉତ୍ତର–13 ଟି

6–କେଉଁ ଯୁଗରେ ଭଗବାନ ବିଷ୍ନୁ ରାମଙ୍କର ଅବତାର ଧାରଣ କରିଥିଲେ ?

ଉତ୍ତର–ତ୍ରେତୟା ଯୁଗ

7–ସଂଜୀବନୀ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର–ଶୁକରାଚାର୍ଯ୍ୟ

8–ଶ୍ରୀକୃଷ୍ନ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର–ଦ୍ୱାପର

9–ସମୁଦ୍ର ପାର ହେବା ପାଇଁ ହନୁାମନ କେଉଁଠାରୁ ଡିଆଁ ମାରିଥିଲେ ?

ଉତ୍ତର–ମହେନ୍ଦ୍ର ପର୍ବତରୁ

10–ରାବଣ କେଉଁ ଅସ୍ତ୍ରରେ ମରିଥିଲେ ?ଉତ୍ତର–ବ୍ରାହ୍ମାସ୍ତ୍ର

11–କେଉଁ ଦେଶର ନାମ ଅଯୋଦ୍ଧା ଥିଲା ?

ଉତ୍ତର–କୋଶଳ

12–ରାଜା ଜନକ କେଉଁଠି ରାଜୁତି କରୁଥିଲେ ?

ଉତ୍ତର–ମିଥିଳା

13–ରାବଣର ପ୍ରଥମ ନାରୀର ନାମ କଣ ?

ଉତ୍ତର–ମନ୍ଦୋଦରୀ

14–ରାବଣର ପିତା କିଏ ?