Odisha News Portal

ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ । ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି।

ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1-ଭାରତ ରେ ଏମିତି କେଉଁ ସହର ଅଛି , ଯାହା କୁ ଆମେ ଖାଇ ଥାଉ ?

ଉତ୍ତର :- ସିମଲା

2–ବର୍ଷ ର କେଉଁ ମାସ ରେ ଲୋକ କମ ଶୁଅନ୍ତି?

ଉତ୍ତର :- ଫେବ୍ରୁୟାରୀ

3–କେଉଁ ପ୍ରାଣୀ ର ରକ୍ତ ନୀଳ ହୋଇ ଥାଏ ?

ଉତ୍ତର :- ଅକ୍ଟୋପସ

4–କେଉଁ ଜିନିଷ ଜୀବନ ରେ କେବଳ ଥରେ ମିଳିଥାଏ ?

ଉତ୍ତର :-ମାତା , ପିତା

5–ଏମିତି କେଉଁ ଜିନିଷ ଯାହା ଉପର କୁ ଯାଇ ଥାଏ । କିନ୍ତୁ ତଳ କୁ ଆସି ନ୍ ଥାଏ ?

ଉତ୍ତର:-ସିଡ଼ି

6–ଗୋଟିଏ ଝିଅ ତାର ପ୍ରଥମ ଜନ୍ମ ଦିନ ରେ ୮ ବର୍ଷ ହୋଇ ଥିଲା । ଏହା କିପରି ହୋଇ ଥିଲା?

ଉତ୍ତର :- ସେହି ଝିଅ ଟି ଜନ୍ମ ହୋଇ ଥିଲା ୧୮୯୬ ଫେବ୍ରୁଆରୀ ୨୯। ତେବେ ସେହି ବର୍ଷ ଅଧିବର୍ଷ ଥିଲା।ତେବେ ପୁଣି ୪ ବର୍ଷ ପରେ ତାର ଜନ୍ମ ଦିନ ଆସିଥାନ୍ତା । କାହିଁକିନା ଏହି ବର୍ଷ ଗୁଡିକୁ ଛାଡି ଆଉ କୌଣସି ବର୍ଷ ରେ ୪ ରେ ଭାଗ କରିଲରେ ତାର ଭାଗଳଲ ଦସମିକ୍ ରେ ଆସିବ ନାହିଁ।

ତେବେ ସେହି ଝିଅ ଟି ତାର ଜନ୍ମ ଦିନ ୧୯୦୪ ରେ ପାଳନ କରିଥିଲା । ୧୯୦୪ କୁ ୪ ଦ୍ୱାରା ଭାଗ କରିଲେ ଦସମିକ୍ ଆସିବ ନାହିଁ। ତେବେ ସେ ତାର ଜନ୍ମ ଦିନ ଏହି ୧୯୦୪ ଫେବ୍ରୁଆରୀ ୨୯ ରେ ପାଳନ କରିଥିଲା । ତେଣୁ ସେତେବେଳକୁ ସେ ୮ ବର୍ଷ ହୋଇ ଯାଇଥିଲା।

7–କେବେ ଠାରୁ ଏହି 18 ବର୍ଷ ବୟସର ବ୍ୟକ୍ତି ମାନେ ଭୋଟ ଦେବା କାର୍ଯ୍ୟ ଆରମ୍ଭ ହେଲା ?

ଉତ୍ତର–1989

8–ପ୍ରଥମେ କେବେ ଇଲେକଟ୍ରନିକ ଭୋଟିଂ ମେସିନ ବ୍ୟବହାର କରାଗଲା ?

ଉତ୍ତର–1982

9–ଯେତେବେଳେ ରାଷ୍ଟ୍ରପତି ପଦ ଶୂନ ପଡିଲେ ସେତେ ବେଳେ ଉପରାଷ୍ଟ୍ରପତି ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି ?

ଉତ୍ତର :- 6 ମାସ l

10–କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦିଏ ?

ଉତ୍ତର :- ପଟିପସ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।