Odisha News Portal

ଏବେ ଏବେ ଆସିଲା ବଡ ଖବର ! ଗୁଗୁଲି ଙ୍କୁ ବିବାହ କଲେ କମେଡି କିଙ୍ଗ ପ୍ରଜ୍ଞା ଖଟୁଆ ? କଣ ସତରେ ଗୁଗୁଲି…

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା ବିଷୟରେ କହିବୁ ଯେଉଁ କଥାକୁ ହୁଏତ ଆପଣ ମାନେ ଯଦି ଶୁଣିଥିବେ କି ଦେଖିଥିବେ ତେବେ ସେହି କଥାକୁ ସତ ବୋଲି ଭାବିଥିବେ । ମାତ୍ର ଆପଣ ମାନେ ଯେଉଁ କଥାକୁ ସତ ବୋଲି ଭାବିଛନ୍ତି ତାହା ସତ୍ୟ ନୁହେଁ ମିଥ୍ୟା ଆଜି ଆମେ ଆପଣଙ୍କୁ ସେହି କଥାର ସଠିକତା ବିଷୟରେ କହିବୁ । ତେବେ ଆପଣ ମାନେ ତ ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି କେତେକ ଲୋକ ସିରିଏଲ ଦେଖିବାକୁ ପସନ୍ଦ କରନ୍ତି ତ ପୁଣି କେତେକ କମେଡି ତ ପୁଣି କେତେକ ଲୋକମାନେ ଯାତ୍ରା ତ ପୁଣି କେତେ ଲୋକମାନେ ଡ୍ୟାନ୍ସ ସୋ ଦେଖିବାକୁ ପସନ୍ଦ କରନ୍ତି ।

ସମସ୍ତଙ୍କ ପସନ୍ଦ ଅଲଗା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କମେଡି ବିଷୟରେ ଗୋଟିଏ କଥା କହିବୁ ଅର୍ଥାତ ସେଥିରେ କାମ କରୁଥିବା ଜଣେ କମେଡିଆନଙ୍କ ବିଷୟରେ କହିବୁ । ଆପଣ ମାନେ ତ କପିଲ ଶର୍ମା ସୋ ଦେଖୁଥିବେ ସେହିଠାରେ ଯେମିତି କମେଡି ହୁଏ ତାହା ଭାରତର ବହୁତ ପ୍ରସିଦ୍ଧ ଟିଭି ରିୟାଲିଟି ସୋ ।

ସେହିପରି ଆମ ଓଡିଶାରେ ମଧ୍ୟ ଅନେକ କମେଡିଆନ ମାନେ ରହିଛନ୍ତି ଏବଂ ସେମାନେ ମଧ୍ୟ ବହୁତ ପ୍ରସିଦ୍ଧ । ତେବେ ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜି ସାର୍ଥକରେ ପ୍ରସାରିତ ମିଷ୍ଟର ନନସେନ୍ସରେ ଦେଖିଥିବେ ଏହା ସହିତ କନକ ନ୍ୟୁଜ୍ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକ ନକଲି କଥା ଅସଲି କାର୍ଯ୍ୟକ୍ରମରେ ସେ ବିଭିନ୍ନ ଚରିତ୍ର ରେ ଆକର୍ଷଣୀୟ ଅଭିନୟ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି ।


ଗତ କିଛି ଦିନ ଆଗରୁ ହେବ ତାଙ୍କ ନାମରେ ଏକ କଥା ଉଠିଥିଲା କି ପ୍ରଜ୍ଞା ବିବାହ କରିସାରିଛନ୍ତି ପୁଣି ସେ କାହାକୁ ବିବାହ କରିଛନ୍ତି ନା ସେ ବିବାହ କରିଛନ୍ତି ତାଙ୍କ ସହିତ ଜି ସାର୍ଥକରେ ମିଷ୍ଟର ନନସେନ୍ସରେ ଯେ ଅଭିନୟ କରନ୍ତୁ ଗୁଗୁଲି ତାଙ୍କୁ ବିବାହ କରିଛନ୍ତି । କାରଣ ତାଙ୍କର ବିବାହ ଯୋଡା ପିନ୍ଧିଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ମାତ୍ର ଆମେ ଆପଣ ମାନଙ୍କୁ କହୁଛୁ କି ସେ କଥାଟି ସଂପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ପ୍ରଜ୍ଞା ଏବଂ ଗୁଗୁଲି କେବେବି ପରସ୍ପରକୁ ବିବାହ କରି ନାହାନ୍ତି ତାହା ଏକ ମିଥ୍ୟା ଘଟଣା ଅଟେ ।

ଏହା ସହିତ ତାଙ୍କ ସେହି ବିବାହ ଯୋଡା ଟି ପ୍ରକୃତରେ ଏହି ଫଟୋ ହେଉଛି ଦୁଇଜଣଙ୍କର ଅଭିନୟ ସମୟର ସେମାନଙ୍କର ଏକ ସୁଟିଙ୍ଗ ସେଟର ଫଟୋ।ପ୍ରତ୍ୟକ ରବିବାର ଦିନ ସନ୍ଧ୍ୟା 7 ଟାରେ ଜି ସାର୍ଥକରେ ଦେଉଥିବା ଏକ ଟେଲିଫିଲ୍ମ ର ଦୃଶ୍ୟ ଭଳି ଏହା ଏକ ଟେଲି ଫିଲ୍ମର ଦୃଶ୍ୟ ଅଟେ। ଯେଉଁ ଫଟୋ କୁ ମିଛରେ ସେମାନଙ୍କର ବିବାହ ହୋଇ ସାରିଛି କହି ସୋସିଆଲ ମିଡିଆରେ ପ୍ରଚାର ଏବଂ ସେୟାର କରା ଯାଉଛି , ଯାହା ସଂପୂର୍ଣ୍ଣ ମିଛ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।