“ହର ହର ଶମ୍ଭୁ” ପରେ ଏବେ ଆସୁଛି ଅଭିଲିପ୍ସାଙ୍କ ନୂଆ ଗୀତ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ନାଁ ଚାରିଆଡେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଅଭିଲିପ୍ସା ଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥାତ କଣ୍ଠ ଦାନ କରିଥିବା ସେହି ମହାନ କଣ୍ଠଶିଳ୍ପୀ “ହର ହର ଶମ୍ଭୁ ” ର ଗାୟକ ଅଭିଲିପ୍ସା ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ମହାଦେବ ଙ୍କର ଏହି ମହାନ ଗୀତ ଟି ଭାଇରାଲ ହେବା ପରେ ବର୍ତ୍ତମାନ ଅଭିଲିପ୍ସା ଙ୍କର ଆଉ ଗୋଟିଏ ଗୀତ ଆସିବାକୁ ଯାଉଛି | ଆଉ ଯାହା ମଧ୍ୟ ବହୁତ ସୁନ୍ଦର ହୋଇଛି ଆଉ ଯାହା ଦର୍ଶକ ମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ଆଉ ବିଶ୍ୱାସ ରହିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଅଭିଲିପ୍ସା ଙ୍କର ସେହି ଗୀତ ଉପରେ ନଜର ପକାଇବା |

ତେବେ ଆମେ ଜାଣିଛୁ କି ବର୍ତ୍ତମାନ ଘରେ ଘରେ ଛୋଟ ହେଉ ବା ବଡ଼ ସଭିଙ୍କ ମୁହଁରେ ସେହି ଗୋଟିଏ ଗୀତ ତାହା ହେଉଛି ଅଭିଲିପ୍ସା ଙ୍କ ଦ୍ୱାରା ପ୍ରକାଶିତ ଲୋକ ପ୍ରିୟ ମହାଦେବ ଭୋଳା ନାଥ ଙ୍କର ଏକ ଦମଦାର ଗୀତ “ହର ହର ଶମ୍ଭୁ ” ଗୀତ ଟି | ତେବେ ଅନେକ ପ୍ରକାରର ଗୀତ ଆପଣ ମାନେ ଶୁଣିବାକୁ ପାଉଠିବେ ତେବେ ଏହି ଗୀତ ଟିର ଏଭଳି କିଛି ଯାଦୁ ରହିଥିଲା ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଭାବ ବିହ୍ଵଳ ହଅଯିବେ, ଆଉ ସେହି ମହା ଦେବ ଙ୍କ ପାଖକୁ ଆକୃଷ୍ଟ ହୋଇଯିବେ ବୋଲି ମଧ୍ୟ କୁହାଯାଉଛି |

ତେବେ ଏଠାରେ ଲିପ୍ସା କହିଛନ୍ତି କି ଲିପ୍ସା ଙ୍କର ନେକଷ୍ଟ ପ୍ରୋମସନ ପାଇଁ ବର୍ତ୍ତମାନ ତାଙ୍କର ଆଉ ଗୋଟିଏ ଗୀତ ବର୍ତ୍ତମାନ ରିଲିଜ ହେବାକୁ ଯାଉଛି | ଆଉ ଯେଉଁ ଗୀତ ଟି ମଧ୍ୟ ବେଶ ଭଲ ହୋଇଛି ଓ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କୋରେଇବ ବୋଲି ମଧ୍ୟ କହିଛନ୍ତି | ତେବେ ଲିପ୍ସା ଙ୍କର ନେକଷ୍ଟ ଗୀତ ଟି ଗୋଟିଏ ପର୍ବ ଉପଲକ୍ଷେ ହୋଇଛି ବୋଲି କୁହାଯାଉଛି | ଆଉ ଯେଉଁ ପର୍ବ ର ନାଁ ହେଉଛି ଛୋଟ ମହାପର୍ବ | ଆଉ ଯେଉଁ ଗୀତ ଟି ବେଶ ସୁନ୍ଦର ହୋଇଛି ବୋଲି ମଧ୍ୟ କୁହାଯାଉଛି |

ଆଉ ଏହି ଗୀତ ଟିକୁ ଆପଣ ମାନେ ରକ ଷ୍ଟାର ଅଭିଲିପ୍ସା ନାମକ ଆଇଡି ରେ ଦେଖି ପାରିବେ ବୋଲି ମଧ୍ୟ କହିଛନ୍ତି ଅଭିଲିପ୍ସା | ଆଉ ଯେଉଁ ଗୀତ ଟି ଏତେ ଭଲ ହୋଇଛି କି ତାହା ଆପଣ ନ ଦେଖିଲେ ଜାଣିପାରିବେ ନାହିଁ ବୋଲି କହିଛନ୍ତି ଅଭିଲିପ୍ସା | ତେବେ ତାହା ବ୍ୟତୀତ ଓଡ଼ିଆ ମାନଙ୍କର ଆଶୀର୍ବାଦ ଯୋଗୁ ଏହି ସବୁ ସମ୍ଭବ ହୋଇଛି ବୋଲି ମଧ୍ୟ କହିଛନ୍ତି ଅଭିଲିପ୍ସା | ଆଉ ଏମିତି ଭଲ ପାଇବା ଦେବା ସହିତ ତାଙ୍କର ଗୀତ କୁ ଦେଖି ଭେଲୁଏବୁଲ କମେଣ୍ଟ ଦେବା କଥା ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment