ଡାଇବେଟିସ୍ ( Diabetes ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ଦିନରେ ଶେଷ ହେବ ଗ୍ୟାରେଣ୍ଟି

ବନ୍ଧୁଗଣ ଆପଣ ଜାଣିଥିବେ ଯେ ବର୍ତମାନ ଭାରତରେ ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ ବା ମଧୁମେହ ରୋଗରେ ପୀଡିତ ଅଛନ୍ତି |ଏହା ଏକ ବହୁତ ମାରାତ୍ମକ ରୋଗ ଅଟେ, ଏହାକୁ ଧୀର ମୃତ୍ୟୁ ମଧ୍ୟ କୁହାଯାଏ |ଏହା ଏକ ଗମ୍ଭୀର ରୋଗ ଅଟେ,ଏହି ରୋଗଥିଲେ ଆପଣଙ୍କ ଶରୀରରେ ଅନେକ ଅରଗାନକୁ ନଷ୍ଟ କରିଦିଏ, ଭିତରୁ ଆମ ଶରୀରକୁ ଫମ୍ପା କରିଦିଏ |ଡାଇବେଟିସ ହେବାଦ୍ଵାରା ଆମ ଶରୀରରେ ଅନେକ ରୋଗ ଜନ୍ମ ନେଇଥାଏ ଯେପରି ହାଟରୋଗ, ସ୍କିନ ଖରାପ ହେବା, ଆଖି ରୋଗ ଏବଂ କେଶଝାଡ଼ିବା ପରି ସମସ୍ୟା ଦେଖା ଦେଇଥାଏ |ଏହିରୋଗ ଥିଲେ ନା ଖାଇବାର ସ୍ୱାଦଥାଏ ନା ସୁସ୍ଥ ଜୀବନ ବଞ୍ଚିହୁଏ |ମୁଁ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବି ଯାହା ଆପଣ ଡାଇବେଟିସ ଯେତେବି ପୁରୁଣା କିମ୍ବା ଅଧିକ ଥିଲେ ମଧ୍ୟ୍ୟ ତାହା କମ କରିଦିଏ,ଏହା ସହିତ କିଛି ଯୋଗ ଏବଂ ଏକ୍ସସେରସାଇଜ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-

ପାଣି, ମେଥି, ବୃସୁଙ୍ଗା ପତ୍ର, ଅଦା ଓ ଡାଲଚିନି ଗୁଣ୍ଡ

ପ୍ରସ୍ତୁତି :-

ଆପଣ ଏକ ଗାଢା ପ୍ରସ୍ତୁତ କରିବେ ତ ସେଥିପାଇଁ ଆପଣ ଦୁଇଗ୍ଲାସ ପାଣି ନିଅନ୍ତୁ, ସେଥିରେ ଏକ ଚାମଚ ମେଥି ପକାନ୍ତୁ |15/20 ଟି ବୃସୁଙ୍ଗା ପତ୍ର ଏହିଥିରେ ମିଶାନ୍ତୁ,ଏକ ଇଂଚର ଅଦା ନେଇ ତାକୁ ଛେଞ୍ଚି ଏଥିରେ ପକାନ୍ତୁ |ଏହି ପାଣିକୁ ଫୁଟାନ୍ତୁ ଯେପରି ଏହା ଏକ ଗ୍ଳାସ ହୋଇଯିବ, ପରେ ଗ୍ୟାସ ବନ୍ଦ କରି ଏହି ଗଢ଼ାକୁ ଗୋଟିଏ ଗ୍ଲାସକୁ ଗଡି ନିଅନ୍ତୁ |ଏବେ ଆପଣଙ୍କ ଗଢ଼ା ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଆପଣ ଏହି ଗାଢ଼ାକୁ ପ୍ରତିଦିନ ସକାଳ ପିଅନ୍ତୁ, ଏହି ଗାଢ଼ା ପିଇବାର ଅଧା ଘଣ୍ଟା ପରେ ଆପଣ ଜଳଖିଆ ଖାଆନ୍ତୁ |ଏହି ଗାଢ଼ାରେ ଆପଣ ମହୁ କିମ୍ବା ଚିନି ମିଶାନ୍ତୁ ନାହିଁ |ଏହି ଦେଶୀଗାଢା ଆପଣ 7ରୁ 8ଦିନ ଲଗାତାର ପିଇଲେ ଆପଣଙ୍କ ଅତି ପୁରୁଣା ଡାଇବେଟିସ ରୋଗ ଧୀରେ ଧୀରେ ଭଲ ହୋଇଯିବା ସହିତ ଅପଣଂକର ଅନ୍ୟ କୌଣସି ପ୍ରକାର ରୋଗ ହୋଇନଥାଏ |ଏହା ଖାଇବା ଦ୍ଵାରା ଆପଣଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ମେଦ ବହୁଳତା ମଧ୍ୟ୍ୟ କମ କରିଥାଏ |

ଏହି ଗାଢ଼ା ଖାଇବା ସହିତ ଆପଣ ଯଦି ଯୋଗ କିମ୍ବା ଏକ୍ସଚେରସାଜ଼ କରନ୍ତି ତେବେ ମଧ୍ୟ୍ୟ ଆପଣଙ୍କ ଏହି ରୋଗ କମିଯିବ |କପାଳ ଭାରତୀ ପ୍ରାଣାୟାମ, ଧନୁରା ଆସନ,ପାଚିମାଟାନାସନ ଓ ସୁପ୍ତ ମସ୍ତ୍ୟନ୍ଦ୍ରାସାନ ଆଦି ପ୍ରତ୍ୟେକ ଦିନ କଲେ ଆପଣଙ୍କ ଡାଇବେଟିସ କମିଯିବ |ହାଇ ଡାଇବେଟିସ ହୋଇଥିଲେ ଆପଣ ଏହି ଗାଢ଼ା ପିଇବା ସହ ପ୍ରାଣାୟାମ କରିବା ଦ୍ଵାରା ମାତ୍ର ସାତ ଦିନ ଭିତରେ ଏହା କଂଟ୍ରୋଲ ହୋଇଯିବ |ଯେତେ ପୁରୁଣା ଡାଇବେଟିସ ହେଲେ ମଧ୍ୟ୍ୟ ଧୀରେ ଧୀରେ ଏହା ସମ୍ପୂର୍ଣ ଭଲ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment