ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ଘଟଣା ମାନ ଭାଇରାଲ ହେଉଥିଲେ ହେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେବାରେ ଲାଗିଛି ଯାହା ଆମ ସମସ୍ତଙ୍କ ମନରେ ଭୟ ଜାଗ୍ରତ କରାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ଅ ଅଘଟଣ ର ସୂଚନା ମିଳିବାକୁ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ମାଳିକା ବଚନ ସତ ହେବାକୁ ଲାଗୁଛି ଓ ଯାହା ବିଭିନ୍ନ ପ୍ରକାରର ପ୍ରାକୃତିକ ସୂଚନା ମାଧ୍ୟମରେ ଆମକୁ ଦର୍ଶା ଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ମାନେ ଜାଣିଛୁ କି ଦିନ କୁ ଦିନ ପୁରୀ ଜଗନ୍ନାଥ ଙ୍କ ମନ୍ଦିରରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ଜଣକ ଘଟଣା ମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହା ଯାଉଛି କି ଅଚ୍ୟୁତାନନ୍ଦ ରଚନା କରିଥିବା ମାଳିକା ବଚନ ସତ ହେବାକୁ ଯାଉଛି | ଆଉ ଆମ ପୃଥିବୀ ଉପରେ ବିରାଟ ଅଘଟଣ ମାଡ଼ି ଆସୁଥିବାର ମଧ୍ୟ ବିଭିନ୍ନ ପ୍ରକାରର ସୂତ୍ର ରୁ ଜଣା ପଡିଛି ବୋଲି କୁହାଯାଉଛି | ତେବେ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅସଂଖ୍ୟ ସଂଖ୍ୟାରେ ଚିଲ ଉଡିବାକୁ ଲାଗିଛନ୍ତି ପୁରୀର ଜଗନ୍ନାଥ ଙ୍କ ମନ୍ଦିର ଉପରେ |ଆଉ ଯାହା ଅଶୁଭ ର ସଂକେତ ବୋଲି ମଧ୍ୟ କୁହାଯାଉଛି |
ତେବେ ଏହା ଛଡା ଦୋଧି ନଉଟି ଖସି ପଡିବା!| ପୁରୀ ସମୁଦ୍ର ଉପରେ ଖଣ୍ଡିଆ ଭୂତ ଦେଖା ଯିବା ପ୍ରଭୁତି ଜିନିଷ କୁ ଦେଖିକି ଜାଣି ହେଉଛି କି ପୃଥିବୀ ଉପରେ ଏହିଭଳି କିଛି ଅଘଟଣ ଆସିବାକୁ ଯାଉଛି | ଆଉ ଯାହା ଆମ ମାନବ ସମାଜ ପାଇଁ ଗୋଟିଏ ବଡ଼ ବିପତ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଗୋଟିଏ ପରେ ଗୋଟିଏ ଏହିଭଳି ଭାବରେ ଅଶୁଭ ସୂଚନା କୁ ଦେଖିଲା ପରେ ମନେ ହେଉଛି ଅଚ୍ୟୁତାନନ୍ଦ ଙ୍କ ଦ୍ୱାରା ପ୍ରକାଶ ପାଉଥିବା ମାଳିକା ବଚନ ସତ ହେବାକୁ ଯାଉନି ତ | ଯାହା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି ବୋଲି କୁହାଯାଉଛି |
ତେବେ ଏହିଭଳି ଭାବରେ ପୁରୀ ମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାକୁ ଲାଗିଛି | ଆଉ ମନ୍ଦିର ଉପରେ ଚିଲ ଉଡିବା ମାନେ ତାହା ମହା ବିପତ୍ତି କୁ ସୂଚନା ଦେଇଥାଏ ବୋଲି କୁହାଯାଉଛି, ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ଚହଳ ସୃଷ୍ଟି କରିଛି | ଯାହା ଲୋକ ମାନଙ୍କ ମନରେ ମଧ୍ୟ ଭୟ ସୃଷ୍ଟି କରେଇଛି | କିନ୍ତୁ ଜଗତର ନାଥ ଜଗନ୍ନାଥ ସବୁ ବିପତ୍ତି ରୁ ଆମକୁ ରକ୍ଷା କରିବେ ବୋଲି ମଧ୍ୟ ଆମର ବିଶ୍ୱାସ ରହିଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।