ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି “ଦମନ ” ଫ୍ଲିମ ସମ୍ପର୍କୀୟ କିଛି ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ବାବୁସାନ ଙ୍କ ଏହି ନୂଆ ଧମଦାର ଫ୍ଲିମ ଟି ବେଶ ଲୋକ ପ୍ରିୟତା ହାସଲ କରିବା ସହିତ ଆଶା ଠାରୁ ଅଧିକ ସଫଳତା ମଧ୍ୟ ହାସଲ କରିଥିବା ବେଳେ ହଲ ରେ ତାଙ୍କର ଫ୍ଲିମ ର କିଛି ପାର୍ଟ ହେବାକୁ ଲାଗିଛି ଭାଇରାଲ | ଆଉ ଯେଉଁଥିପାଇଁ ବର୍ତ୍ତମାନ ଭାଇରାଲ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଦେଖିବାକୁ ମିଳିଛି କି “ଦମନ ” ଫ୍ଲିମ ର ସଫଳତା ଆଶା ଠାରୁ ଅଧିକ ହେବାକୁ ଲାଗିଛି ଦିନକୁ ଦିନ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏହି ଫ୍ଲିମ ରେ ହିରୋଇନ ନାହାନ୍ତି ଆଉ ଜଣେ ଡାକ୍ତର ଙ୍କ ଉପାନ୍ତ ଅଞ୍ଚଳରେ ସଂଘର୍ଷ ମୟ କାହାଣୀ ବିଷୟରେ ଏହି ଫ୍ଲିମ ରେ ସୁନ୍ଦର ଭାବରେ କହିବାକୁ ଲାଗିଛନ୍ତି |ଆଉ ଯେଉଁଥି ଏକ ରିଏଲ ଘଟଣା କୁ ନେଇକି ଫ୍ଲିମ ଟି ଭାଇରାଲ ହେବା ପରେ ଲୋକ ମାନଙ୍କର ମନରେ ଥିବା ଭଲ ପାଇବା ପ୍ରକାଶ କରିବାରେ ଲାଗିଛି ବୋଲି କୁହାଯାଉଛି |
ଆଉ ଯାହା କୁହାଯାଉଛି କି “ଦମନ ” ଫ୍ଲିମ ରେ ଥିଏଟର ରେ ଲୋକ ମାନଙ୍କର ଓଡ଼ିଆ ଫ୍ଲିମ ଜଗତ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏହି ଫ୍ଲିମ ରେ ଲୋକ ମାନଙ୍କର ଭଲ ପାଇବା ଥିଲେ ମଧ୍ୟ ଆଉ ସମସ୍ତେ ବାବୁସାନ ଙ୍କର ଫ୍ରେଣ୍ଡ ହେବା ସର୍ତ୍ତେ ସେହି ଫ୍ରେଣ୍ଡ ମାନେ ବାବୁସାନ ଙ୍କର ଖରାପ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ହଲ ରେ ବାବୁସାନ ଙ୍କର ଫ୍ଲିମ କୁ ଭାଇରାଲ କରେଇଛନ୍ତି 2-4 ଜଣ ଲୋକ | ଆଉ ତାଙ୍କର ଫ୍ଲିମ ର କିଛି ପାର୍ଟ ମଧ୍ୟ ଭାଇରାଲ କରେଇଛନ୍ତି ଇଉ ଟିଉବ ରେ |
ଆଉ ଯେଉଁଠି ଭାଇରାଲ କରେଇଥିବା ଫ୍ରେଣ୍ଡ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଫ୍ଲିମ ର ଡାଇରେକ୍ଟର | ଆଉ କହିଛନ୍ତି କି ଯେଉଁ ଫ୍ରେଣ୍ଡ ମାନେ ବାବୁସାନ ଙ୍କର ପ୍ରସଂଶା କରୁଛନ୍ତି, ଆଉ ଏହିଭଳି ନୂଆ ଫ୍ଲିମ ପାଇଁକି ବହୁତ ସାରା ଭଲ ପାଇବା ଦେଉଛନ୍ତି ସେହି ଦର୍ଶକ ମାନେ ତାଙ୍କୁ ମାରି ଦେଉଛନ୍ତି | ଆଉ ତାଙ୍କର ଲସ କରାଉଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।