Odisha News Portal

ଦେଖନ୍ତୁ ଏହି ଭୟାନକ ଭିଡିଓ ! ଦିନକୁ ଦିନ ପଥର ହେଉଛି ଏହି ପିଲାର ଶରୀର , ଦେଖିଲେ ଆପଣ ମଧ୍ୟ ହୋଇ।ଯିବେ ଆଶ୍ଚର୍ଯ୍ୟ ….

ସିନେମାରେ କିମ୍ବା ସିରିଏଲରେ ଆପଣ ମାନେ ଷ୍ଟୋନ ମ୍ୟାନକୁ ଦେଖିଥିବେ । ମାତ୍ର ଏବେ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି ଏକ କି ପିଲାର ଶରୀର ଦିନକୁ ଦିନ ପଥରରେ ପରିଣତ ହେବାକୁ ଲାଗିଛି । ତେବେ ଏହି କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ମାତ୍ର ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ୍ୟ ଅଟେ । ତେବେ ଏହା ଏକ ରୋଗ କି ଅନ୍ୟ କିଛି କିମ୍ବା ଏହି କଥା ବିଷୟରେ ଏବେ ଡାକ୍ତର ମାନେ କଣ କହୁଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହି କଥା ପଛରେ ସତ୍ୟାଟି କଣ ଅଟେ । କଣ ପାଇଁ ଜଣେ ପିଲା ଦିନକୁ ଦିନ ପଥରରେ ପରିଣତ ହେବାକୁ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ବାଂଲାଦେଶ ନିବାସୀ ମେଦେନ୍ଦି ନାମକ ଜଣେ ପିଲାର ଅଜବ ରୋଗ ବିଷୟରେ କହିବାକୁ ଯାଉଛି । ତେବେ ସେହି ପିଲାଟିର ନାମ ହେଉଛି ମେହେନ୍ଦି ରୋଶନ । ତେବେ ଏହି ପିଲାକୁ ଏବେ ଅଲଗା ପ୍ରକାରର ରୋଗ ହୋଇଛି ଯାହାର ଚିକିତ୍ସା ମଧ୍ୟ କରିହେଉ ନାହିଁ ।

ତେବେ ଏହି ପିଲାକୁ ଏବେ ଯିଏ ବି ଦେଖୁଛି ସେ ଡରି ଯାଉଛି । ଲୋକମାନଙ୍କର ଏପରି କଥା ଶୁଣି ସେ ପିଲାଟି ଏବେ ଘରୁ ବାହାରକୁ ବାହାରୁ ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ଏକ ଚର୍ମରୋଗ ଅଟେ । ଯାହାର ଚିକିତ୍ସା ଏବେ ବାହାରି ପାରୁନାହିଁ । ତେବେ ଏହା ଏମିତି ଏକ ରୋଗ ଯେଉଁ ରୋଗରେ ଶରୀର ପଥର ହୋଇଯାଏ । ତେବେ ଏବେ ଏହି ପିଲାର ଅବସ୍ଥା ଏପରି ହୋଇଯାଇଛି କି ନା ସେ ଚାଲି ପାରୁଚି ନା ଠିକ ସେ ଚଲାବୁଲା କରିପାରୁଛି ନା କାହାକୁ ଛୁଇଁପାରୁଛି ।

 ମାତ୍ର ଦୁଃଖର ବିଷୟ ଏହିକି ଯେ ଏହାର ଚିକିତ୍ସା ଏବେ ପର୍ଯ୍ୟନ୍ତ ବାହାରି ନାହିଁ ହେଲେ ସେ ପିଲାର ରୋଗ ଧୀରେ ଧୀରେ ବଢିବାରେ ଲାଗିଛି ଏବଂ ସେ ପିଲାର ଶରୀର ଧୀରେ ଧୀରେ ପଥର ହେବାରେ ଲାଗିଛି । ଯାହା ଦ୍ୱାରା କି ସେ ପିଲାର ଏପରି ରୋଗ ପାଇଁ ତାହାକୁ ବହୁତ କଷ୍ଟ ପ୍ରଦାନ ମଧ୍ୟ କରୁଛି । ତେବେ ଏହି ପିଲାଟିର ବାପା ଜଣେ କ୍ୟାପ ଡ୍ରାଇଭର ଅଛନ୍ତି ଏବଂ ମା ଘରେ ରହି ପିଲାର ସେବା କରିଥାନ୍ତି । ଏହି ରୋଗ କାରଣରୁ ସେ ପିଲାଟି ଚାଲିବୁଲି ପାରୁନି କି ଉଠି ମଧ୍ୟ ପାରୁନି ନିଜର କୌଣସି କାମ ସେ ନିଜେ କରିପାରୁନି । ପୂରା ଦିନ ସେ ପିଲାଟି ଘର ଭିତରେ ବନ୍ଦ ରହିଛି । ଧୀରେ ଧୀରେ ତାହାର ଶରୀର ଗୋଟିଏ ମୋଟା କଠିନ ଶରୀରରେ ପାଲଟି ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।