Odisha News Portal

ଧ୍ୱଂସ ହୋଇପାରେ ପୃଥିବୀ ! ମହାକାଶରେ ବଡ ବିପଦ ! ପୃଥିବୀ ଉପରେ ପଡିବ ସିଧା ପ୍ରଭାବ….ଜାଣନ୍ତୁ କଣ ହୋଇପାରେ କ୍ଷତି

ମହାକାଶରେ ସୃଷ୍ଟି ହୋଇଛି ଏକ ବଡ଼ ଧରଣର ବିପଦ। ଏହାର ପ୍ରଭାବ ଆମ ପୃଥିବୀ ଉପରେ ପଡ଼ିବ ବୋଲି ନାସା ସୂଚନା ଦେଇଛି। ଆମ ଅନ୍ତରିଖ ବା ମହାକାଶରେ ଅନେକ ରହସ୍ୟ ଭରି ରହଛି। ଆମ ସୌରଜଗତରେ ୮ ଟି ଗ୍ରହ ରହିଛି। ଯେଉଁଥିରେ ଆମେ ପୃଥିବୀରେ ରହିଛୁ। ଆମେ ପୃଥିବୀ ଏମିତି ଗୃହ ଯେଉଁଥିରେ ମଣିଷ ବସବାସ କରିଥାନ୍ତି। ଟେକ୍ନୋଲୋଜି ଏତେ ଆଗକୁ ଯାଇପାରିଛି। ଆଜି ଆମେ ମହାକାଶରେ ଗ୍ରହ ନକ୍ଷେତ୍ର ବିଷୟରେ ନଜର ରଖିପାରୁଛୁ।

ତେବେ ବର୍ତ୍ତମାନ ସମୟରେ ମହାକାଶରେ ଏକ ବିଶାଳ ଗୋଲା ଘୁରିବୁଲୁଛି। ଯାହ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ବା ଆଇଏସଏସ୍ ଏବଂ ମହାକାଶରେ ଥିବା ସାଟେଲାଇଟ୍ ସହ ଧକ୍କା ହୋଇପାରେ ବୋଲି ମହାକାଶ ବିଜ୍ଞାନୀ ମାନେ ଅନୁମାନ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନଙ୍କ ମନ ମଧ୍ୟରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଆସୁଥିବ ଯେ ମହାକାଶରେ ଏତେ ବଡ଼ ଗ୍ରହ କେଉଁଠୁ ଆସିଲା। ଆପଣ ମାନେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ଚକିତ ହେବେ କି ଏହା ପ୍ରାକୃତିକ ନୁହେଁ ବରଂ କୃତ୍ରିମ ଉପାୟରେ ଏହି ବିଶାଳ କାୟ ଗୋଲା ସୃଷ୍ଟି ହୋଇଛି। ମଣିଷ ମାନେ ହିଁ ଏତେ ବଡ଼ ଗୋଲା ସୃଷ୍ଟି କରିଛନ୍ତି। ଯାହା ବର୍ତ୍ତମାନ ସମୟରେ ଏକ ଚିନ୍ତାର ବିଷୟ ପାଲଟିଛି। ମହାକାଶରେ ବର୍ତ୍ତମାନ ସମୟରେ ପ୍ରାୟତଃ ୨୭ ହଜାରରୁ ଅଧିକ ଖଣ୍ଡ ଖଣ୍ଡ ବର୍ଯ୍ୟବସ୍ତୁ ବା ସାଟେଲାଇଟ୍ ୱେଷ୍ଟ୍ ଘରିବୁଲୁଛି। ଅର୍ଥାତ ଆମେ ମହାକାଶରେ ଅନେକ ସାଟେଲାଇଟ୍ କୁ ପୃଥିବୀ ପୃଷ୍ଠରୁ ପ୍ରେରଣ କରାଯାଇଛି।

ଏହା କିଛି ବର୍ଷ ପରେ ସମୟ କାଳ ସରିଯାଇଥାଏ ଏବଂ ଏହା ମହାକାଶରେ ଘୁରିବୁଲୁଛି। ଏକ ପ୍ରକାର ପ୍ରଦୂଷଣ ବଢି ବଢି ଚାଲିଛି। ଯାହା ଫଳରେ ଏକ ପ୍ରକାର ବିପଦ ସେଠାରେ ସୃଷ୍ଟି ହେଉଛି। କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ। ଏହା ବ୍ୟତୀତ ରୁଷ ମଧ୍ୟ ନିକଟରେ ମହାକାଶରେ ଥିବା ସାଟେଲାଇଟ କୁ ପରିବର୍ତ୍ତନ କରିଛନ୍ତି। ଏବଂ ଏହା କାରଣରୁ ଏହାର ଯେଉଁ ଖଣ୍ଡ ବିଖଣ୍ତତ ଅଂଶ ଘୁରି ବୁଲି ଏକ ବିଶ୍ୱାସ ଖଣ୍ଡରେ ପରିଣତ ହୋଇଯିବ। ଏହା କେତେ ବେଳେ ଆସି ଆଇଏସ୍ଏସ୍ ଏବଂ ସାଟେଲାଇଟରେ ଧକ୍କା ହୋଇପାରେ ତାହା କହିହେବ ନାହିଁ। ଏହାର ଗତିବିଧିକୁ ଆମେରିକାର ନାସା ଧ୍ୟାନ ରଖୁଛି।

ପୃଥିବୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। କାରଣ ଯଦି ଏହି ଖଣ୍ଡ ବିଖଣ୍ତତ ଅଂଶ ପୃଥିବୀ ଭିନ୍ନ ଭିନ୍ନ ଦେଶ ପ୍ରେରଣ କରିଥିବା ସାଟେଲାଇଟ। ଧକ୍କା ହେବା ଫଳରେ ଟେଲିକମ ସେବାରେ ପ୍ରଭାବ ପଡିପାରେ। ଏହା ବ୍ୟତୀତ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ବା ଆଇଏସଏସ୍ ରେ ଥିବା ଏଷ୍ଟ୍ରନମୋର ଅସୁବିଧାର ପଡିବା ପୂର୍ବରୁ ତାଙ୍କୁ ପୃଥିବୀ ପୃଷ୍ଟକୁ ଫେରେଇ ଆଣାଯିବ। ଯାହା ବି ହେଉ ଏହି ଭଳି ଭାବରେ ଆମ ପୃଥିବୀ ଉପରେ ବିପଦ ମାଡ଼ି ଆସିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।