Odisha News Portal

ପତଳା ଶରୀରକୁ ଶୀଘ୍ର ମୋଟା କରି ଓଜନ ବଢେଇବାର ସବୁଠୁ ସହଜ ହୋଇଥାଏ ଏହି ସହଜ ଘରୋଇ ଉପାୟ….

ଆଜିର ସମୟରେ ଅନେକ ଲୋକ ମୋଟାରୁ ପତଳା ହେବାକୁ ଚାହାଁନ୍ତି କିନ୍ତୁ ଅଧିକାଂଶ ଏମିତି ଲୋକମାନେ ରହିଛନ୍ତି ଯେଉଂମାନେ ପତଳାରୁ ମୋଟା ହେବାକୁ ଚାହାଁନ୍ତି । ପତଳା ଶରୀର ଆମ ପର୍ସନାଲିଟିକୁ ଶୋଭା ପାଇନଥାଏ । ସେ ବାହାଘର ହେଉ କିମ୍ବା ଚାକିରି କ୍ଷେତ୍ରରେ ଆପଣଙ୍କର ଗୋଟିଏ ସୁଢଳ ବା ଶକ୍ତିଶାଳୀ ଶରୀରର ଆବଶ୍ୟକତା ପଡିଥାଏ । ସେଥିପାଇଁ ପତଳା ଶରୀର ପାଇଁ ଅନେକ ଲୋକ ବହୁତ ଅଧିକ ଚିନ୍ତିତ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଶରୀରକୁ ଅକ୍ତିଶାଳୀ କରିବା ସହିତ ଆପଣଙ୍କର ଓଜନକୁ ବହୁ ମାତ୍ରାରେ ବଢାଇଥାଏ ।

ଏହାର ପ୍ରଯୋଗ ଯେଉଂମାନେ ନିଜର ଓଜନ ବଢାଇବା ପାଇଁ ଚାହାଂନ୍ତି ସେହିମାନେ ହିଁ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ଆପଣ ଏହାକୁ କେମିତି ବନେଇବେ ଏବଂ କିପରି ସେବନ କରିବେ ।ଏହି ଉପଚାର ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ପାଚିଲା କଦଳୀ ।

ଏହା ନିଶ୍ଚିତ ଭାବରେ ଜାଣିଥିବେ ପାଚିଲା କଦଳୀ ଆମ ,ସ୍ବାସ୍ଥ୍ୟ ପାଇଂ କେତେ ଅଧିକ ଲାଭଦାୟକ । ଏଥିପାଇଂ ଦୁଇଟି ପାଚିଲା କଦଳୀକୁ ଆଣି ଚୋପା ଛଡେଇ ଦିଅନ୍ତୁ । ଏହାପରେ ସେହି କଦଳିକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ । ଏହାପରେ ଏହି କଦଳୀକୁ ଏକ ଗ୍ରାଇଡିଂ ଜଗରେ ପକେଇ ଦିଅନ୍ତୁ ଏବଂ ଏହାପରେ ଦ୍ବିତୀୟ ସାମଗ୍ରୀ କିସମିସ୍ ।

ଆପଣ ଏହି କଟା ଯାଇଥିବା କଦଳୀରେ ଦୁଇ ଚାମଚ କିସମିସ୍ ମିଶାନ୍ତୁ । ଏହାପରେ ତୃତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ କ୍ଷୀର । ଆପଣ ସେହି କଦଳୀ ଏବଂ କିସମିସ୍ ରେ ଏକ ଗ୍ଲାସ କ୍ଷୀର ଢାଳି ଦେବେ । ତେବେ ଆପଣ ସିଝା କ୍ଷୀରର ପ୍ରୟୋଗ କରିବେ । ଏହାପରେ ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ଗ୍ରାଇଡିଂ କରି ନିଅନ୍ତୁ ।

ଏହାକୁ ଗ୍ରାଇଡିଂ କରି ଏହାର ଏକ ଜୁସ୍ ପ୍ରସ୍ତୁତ କରିବେ । ଏହାପରେ ଏହାକୁ ଗୋଟିଏ ଗ୍ଲାସକୁ ଢାଳି ନେବେ । ତେବେ ବର୍ତ୍ତମାନ ଆପଣଙ୍କର ହେଲ୍ଥ ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା । ଏହା ଆପଣଙ୍କର ଓଜନ ବଢାଇବାରେ ବହୁତ ଅଧିକ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ ସେବନ କିପରି କରିବେ ।ଯାହାଦ୍ବାରା କେବଳ 15 ଦିନ ଭିତରେ ଆପଣଙ୍କର ଓଜନ ବହୁତ ପରିମାଣରେ ବଢିଯିବ ।

ଆପଣ ଏହାକୁ ଖାଦ୍ୟ ଖାଇବା ମଝିରେ ଯେଉଁ ଗେଫ୍ ଥାଏ ସେହି ସମୟରେ ହିଁ ଆପଣ ଏହାର ସେବନ କରନ୍ତୁ । ଦିନକୁ ଦୁଇ ଥର ଆପଣ ଏହାର ସେବନ କରନ୍ତୁ । ଧରନ୍ତୁ ଆପଣ ସକାଳ 8ଟାରେ ଜଳଖିଆ ଖାଇଲେ ଏବଂ ଦିନ 12ଟାରେ ଲଞ୍ଚ କରିଲେ । ତେବେ 8 ରୁ 12 ମଧ୍ୟମରେ ଯେଉଁ ଗେଫ୍ ରହିଲା ସେହି ସମୟ ଭିତରେ ଆପଣ ଏହାର ସେବନ କରନ୍ତୁ । ଦରାଯାଉ ଆ 10 ଟା ବେଳେ ଏହାର ସେବନ କରନ୍ତୁ , ଏବଂ ଠିକ୍ ସେହିପରି ଆପଣ ଏହାର ସନ୍ଧ୍ୟା ସମୟରେ ମଧ୍ୟ ସେବନ କରି ପାରିବେ । ଦେଖିବେ କେବଳ 15 ଦିନ ଭିତରେ ଆପଣଙ୍କର ଓଜନ ନିହାତି ବଢିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।