ଗେଲହୁ ,ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYO ନେଇଯାଉଛନ୍ତି

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ବିଷୟରେ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆଜି କାଲି ଭଲ ପାଇବା କୁ ନେଇକି ହେଉ ଭଳି ଭାବରେ ଘଟଣା ମନ ଘଟୁଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆଜି କାଲି ପ୍ରେମ ଆମର ଯୁବ ପିଢ଼ି ମାନଙ୍କ ପାଇଁ ଶସ୍ତା ହେଇଗଲାଣି | ଆଉ ଯେଉଁଠି ଦେଖିବାକୁ ମିଳୁଛି କି ଆଜି କାଲି ପ୍ରେମ ର ମାନେ ତ୍ୟାଗ ଆଉ ଭଲ ପାଇବା ନ ହେଇ ପ୍ରେମର ମାନେ ଆଜି ସେକ୍ସ ଆଉ ଶାରୀରିକ ସୁଖ ବୋଲି ମାନୁଛନ୍ତି ବୋଲି କହିଛନ୍ତି ଯୁବତୀ ଜଣଙ୍କ | ଆଉ କଣ ସବୁ କହିଛନ୍ତି ଏହି ପ୍ରେମ କୁ ନେଇକି ଆସନ୍ତୁ ଜାଣିବା |
ତେବେ ଯୁବତୀ ଜଣଙ୍କ ର କହିବା କଥା କି ଆଜି କାଲି ପିଲାମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କୁ ଅଧିକ ଗୁରୁତ୍ୱ ଦେବାକୁ ଲାଗୁଛନ୍ତି | ଆଉ ଏହିଭଳି ଭୁଲ ପଛରେ ଯେତିକି ପରିମାଣରେ ପିଲାମାନଙ୍କର ଭୁଲ ରହିଛି ସେତିକି ପରିମାଣରେ ବାପା ମା ମାନଙ୍କର ମଧ୍ୟ ଭୁଲ ରହିଛି ବୋଲି କୁହାଯାଉଛି | କାରଣ ଆଜିକାଲି ଯଦି ପିଲାମାନଙ୍କ ର ବିବାହ ଠିକ ହେଉଛି ତାହେଲେ ବାପା ମା ମାନେ ପୁଅ ଝିଅ ମାନଙ୍କର ଫୋନ ନମ୍ବର ଦେଇ ଦେଉଛନ୍ତି | ଆଉ ଯାହା ଫଳରେ ସେମାନେ ଫୋନ ରେ କଥା ବାର୍ତ୍ତା ହେବା ସହିତ ସମାନେ ପରସ୍ପର କୁ ଜାଣିବା ପାଇଁ ଚାହୁଁଛନ୍ତି |
ଆଉ ଯାହା ଫଳରେ oyo କୁ ଯାଇକି ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି ବୋଲି କୁହାଯାଉଛି ଆଉ ଯଦି ପସନ୍ଦ ହେଉଛି ତାହେଲେ ବିବାହ କରୁଛନ୍ତି ନହେଲେ ଛାଡ଼ି ଦେଉଛନ୍ତି ବୋଲି କହିଛନ୍ତି | କିନ୍ତୁ ଆଗ କଲରେ ଏଭଳି ନ ଥିଲା ପୁଅ ଝିଅ ମାନେ ପରସ୍ପର କୁ ନ ଦେଖି ମଧ୍ୟ ବିବାହ କରି ଯାଉଥିଲେ ବୋଲି କୁହାଯାଉଛି | ଆଉ ଯାହାକୁ ନେଇକି ମହିଳା ଜଣଙ୍କ କହିଛନ୍ତି କି ଗଛ ଯଦି ଠିକ ରହିବ ତାହେଲେ ପତ୍ର ଠିକ ରହିବ | ଆଗ ବାପା ମା ମାନେ ସଜାଗ ହେବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି |

ତେବେ ଆଜି କାଲି ପୁଅ ମାନେ ଝିଅ ମାନଙ୍କୁ ଦୁର୍ବଳ ବୋଲି ଭାବୁଛନ୍ତି ଆଉ ଯେଉଁଥିପାଇଁ ସେମାନଙ୍କର ଫାଇଦା ହାସଲ କରି ସରିଲା ପରେ ସେମାନଙ୍କୁ ଛାଡି ଦେଉଛନ୍ତି | ଆଉ ଯାହାକୁ ନେଇକି ମହିଳା ଜଣଙ୍କ କହିଛନ୍ତି କି ଝିଅ ମାନେ ମଧ୍ୟ ଷ୍ଟ୍ରଙ୍ଗ ହେବା ର ଆବଶ୍ୟକତା ରହିଛି | ଆଉ ଯେଉଁଠି ଝିଅ ମାନେ ମଧ୍ୟ ପୁଅ ମାନଙ୍କ ଉପରେ ଜୋର ଉଠାଇବା କଥା ମଧ୍ୟ ପ୍ରସଂଶା କରିଛନ୍ତି ବୋଲି କହିଛନ୍ତି ମହିଳା ଜଣଙ୍କ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment