ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।
କେବଳ ଯେ ଆଶ୍ଚର୍ଯ୍ୟ କରିଥାଏ ତାହା ନୁହେଁ ବରଂ ଳୋକ ମାନେ ବହୁତ ଖୁସି ହୋଇଥାନ୍ତି। ତେବେ ବନ୍ଧୁଗଣ ଯଦି ଦେଖିବା ଏଭଳି ଛୋଟ ଛୁଆଙ୍କ ଭିଡ଼ିଓ ବହୁତ ପସନ୍ଦ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଭିଡ଼ିଓ ଭାଇରାଲ ହେଉଛି। ଯାହାକି ଆପଣ ଦେଖିଲେ ନିଶ୍ଚିତ ଭାବରେ ହସିବେ। ବନ୍ଧୁଗଣ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଛୋଟ ପିଲାଙ୍କ ଯାହାର ମନରେ କିଛି ନଥାଏ। ସେମାନଙ୍କ ହୃଦୟ ବହୁତ ପବିତ୍ର ଏବଂ ସତ୍ୟ ଅଟେ। ଯେତେବେଳେ ସମସ୍ତେ ବଡ ହୁଅନ୍ତି, ସେତେବେଳେ ସେମାନଙ୍କ ଭିତରେ ବହୁତ ଗୁଡିଏ ଖରାପ ଗୁଣ ଆସିଯାଇଥାଏ।
ଯେମିତି କି ହିଂସା, ଚନ୍ଦ, କପଟ, ମହମାୟା ଇତ୍ୟାଦି ଦେଖିବା ପାଇଁ ମିଳିଥାଏ। ପିଲା ମାନଙ୍କ ହୃଦୟରେ ଅତ୍ୟନ୍ତ ସତ୍ୟ ଏବଂ ଯାହାକି ଭଗବାନଙ୍କ ରୂପ ସେଥିପାଇଁ ଭଗବାନ ପ୍ରକୃତ ଛୋଟ ପିଲା ପରି ବ୍ୟବହାର ଦେଖାଇ ଥାନ୍ତି। ମଣିଷ ଯେତେ ଖରାପ ଅଵସ୍ଥା ରେ ଥିଲେ ମଧ୍ୟ ଯଦି ଛୋଟ ପିଲା ତାଙ୍କୁ ଦେଖି ଥରୁଟିଏ ହସି ଦେଇଛି। ତାହାଲେ ନିମିଷକ ମଧ୍ୟରେ ମନ ମଧ୍ୟରେ ରହିଥିବା ସମସ୍ତ ଦୁଃଖ ଦୂର ହୋଇଯାଇଥାଏ। ଯାହାବି ହେଉ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦୁଇଟି ଯାଆଁଳା ଶିଶୁ ନଜର ଆସିଛନ୍ତି। ଆପଣ ମାନେ ଦେଖିପାରୁଥିବେ ଯେ ଗୋଟିଏ ପିଲା ହାତରେ ବୋତଲ ଧରିଛି ଏବଂ ଅନ୍ୟଟି ପିଲା ପାଖରେ ବସିଛି। ବସିବା ପରେ ପ୍ରଥମଟି ବୋତଲକୁ ଶିଶୁର ମୁଣ୍ଡରେ ରଖି ପିଲାଟି ହଠାତ୍ କାନ୍ଦୁଛି। କାନ୍ଦୁଛି ଯେ ସେ ପୁଣି ଚୁପ୍ ହୋଇଯାଏ ଏବଂ ଯେତେବେଳେ ସେ ପୁଣି ତାଙ୍କ ମୁଣ୍ଡରେ ରଖିଦିଏ , ସେହି ପିଲାଟି ତାଙ୍କ ମୁଣ୍ଡରେ ଥାଏ। ଯାହାବି ହେଉ ଏହା ଏକ ପ୍ରକାର ମନରଞ୍ଜନ ଭାବରେ ଲୋକ ମାନେ ଏହାକୁ ଗ୍ରହଣ କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି। ସେୟାର କରିବା ସହିତ ସୁନ୍ଦର ବୋଲି ମଧ୍ୟ କମେଣ୍ଟ କରୁଛନ୍ତି। ଯାହାବି ହେଉ ଏହା ଲୋକ ମାନେ ପସନ୍ଦ କରିବା ସହିତ ଅନେକ ଲୋକ ମାନେ ସେୟାର କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।