Odisha News Portal

ଦେଖନ୍ତୁ ଭିଡ଼ିଓ : ଦୁଇ ଭଉଣୀ କବାଟ ବନ୍ଦ କରି କରୁଥିଲେ ଏମିତି କାମ, ମାଆ ଦେଖି ଚପଲରେ ପିଟିଲେ, ଭିଡ଼ିଓ ହେଉଛି ଭାଇରାଲ……

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ କିଛି ମଜାଳିଆ ଭିଡିଓ ଦେଖିବା ପାଇଁ ମିଳିଥାଏ ଯାହାକି ଦେଖିବା ମାତ୍ରେ ବହୁତ ମଜା ଲାଗିବା ସହିତ ବହୁତ ଖୁସି ମଧ୍ୟ ଲାଗି ଥାଏ। ଛୋଟ ଛୁଆଠୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଜଡିତ ରହୁଛନ୍ତି। ଆଜି କାଲି ପିଲା ମାନେ ନାଚିବା, ଗାଇବା ଓ ମଜା ମସ୍ତି କରି ବାକୁ ବେଶ ପସନ୍ଦ କରୁଛନ୍ତି। ବର୍ତ୍ତମାନ ପିଲା ମାନେ ଆଗକୁ ବଢିବ ପାଇଁ ନିଜର ଟେଲେଣ୍ଟ କୁ ସମାଜରେ ଦେଖାଇ ଥାଆନ୍ତି। ବର୍ତ୍ତମାନ ଆଜିର ସମାଜରେ ପିଲା ମାନେ ଆଗକୁ ବଢିବା ପାଇଁ କୌଣସି ନା କୌଣସି ପନ୍ଥା ବାଛି ନେଉଛନ୍ତି। ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ମଜାଳିଆ ଭିଡିଓ ସବୁ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି,ଦୁଇ ଭଉଣୀ ନିଜ ରୁମ ଭିତରେ ପଶି ଡ୍ୟାନ୍ସ କରୁଥିବାର ଦୃଶ୍ୟ ଦେଖି, ତାଙ୍କ ମାଆ ଚପଲରେ ପିଟିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଦୁଇ ଭଉଣୀ ନିଜ ରୁମ ଭିତରେ ପଶି କ୍ୟାମେରା ଲଗାଇ ମଜା ମସ୍ତି କରିବା ସହ ଗୀତ ଗାଇ ଗାଇ ଟୁକରିଙ୍ଗ ଡ୍ୟାନ୍ସ କରୁଥିବାର ସୁଟିଂ କରୁଛନ୍ତି। ସୁଟିଂ କରୁଥିବା ସମୟରେ ତାଙ୍କ ରୁମ କବାଟକୁ ବନ୍ଦ କରି ନଥିଲେ, ହଠାତ ତାଙ୍କ ମାଆ ରୁମ ଭିତରକୁ ପଶି ଆସି ଦେଖନ୍ତି ଯେ, ତାଙ୍କର ଦୁଇ ଝିଅ ଟୁକରିଙ୍ଗ ଡ୍ୟାନ୍ସ କରୁଛନ୍ତି।

ତେବେ ଏହା ଦେଖି ତାଙ୍କ ମାଆ ଖୁବ ଜୋରରେ ରାଗି ଯାଇଥିଲେ। ପ୍ରକୃତରେ ତାଙ୍କୁ ନାଚ ପସନ୍ଦ ନୁହେଁ ଯାହା ଫଳରେ କି ଯେଉଁ ମାନେ ନାଚନ୍ତି ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ସେଥିପାଇଁ ସେ ଓ ତାଙ୍କ ଦୁଇ ଝିଅଙ୍କୁ ଗାଳି କରିବା ସହ ଚପଲରେ ଖୁବ ଜୋରରେ ପିଟିଥିଲେ। ଏହି ସବୁ ଭିଡିଓ କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ଦୁଇ ଭଉଣୀଙ୍କୁ କମେଣ୍ଟ ମିଳିବା ସହିତ ଦୁଇ ଜଣ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ତେବେ ଆପଣମାନଙ୍କୁ ଅନୁରୋଧ ଆପଣ ମାନେ ଏଭଳି କିଛି କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କ ସମ୍ମାନ ହାନି ହେବା ସହିତ ପରିବାରର ମଧ୍ୟ ସନମାନ ହାନି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।