New Twist – ଅର୍ଚ୍ଚନା ( Archana ) ଭଳି ଖୁସବୁ, ଲିଫ୍ଟମାଗି କାରରେ ବସୁଥିଲା କଣ୍ଡୋମ ପାଇଁ ପଠେଇ ଚମ୍ପଟ ମାରୁଥିଲା !… ଦେଖନ୍ତୁ Video

ବନ୍ଧୁଗଣ ପୁଣି ସୋସିଆଲ ମିଡ଼ିଆ ରେ ଆସିଛି ଏହିପରି ଏକ ଘଟଣା ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ରାଜଧାନୀ ର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ପରେ ପୁଣି ସାମ୍ନା କୁ ଆସିଛି ଜଣେ ଯୁବତୀ ଙ୍କ ବିଷୟ ରେ ଯିଏକି ଅର୍ଚ୍ଚନା ନାଗ ଙ୍କ ଭଳି ହଜାର ହଜାର ଲୋକଙ୍କ ଙ୍କ ସହ ସମ୍ପର୍କ ରଖୁଥିଲେ ଆଉ ତାକୁ ରେକର୍ଡ କରି ପରେ ସେମାନେ ଙ୍କୁ ଧମକାଇ ଟଙ୍କା ଆଦାୟ କରିଥିଲେ। ତେବେ ଯାହା ବର୍ତ୍ତମାନ ର ସୂଚନା ରହିଛି କି ଅର୍ଚ୍ଚନା ଙ୍କ ଠାରୁ ବହୁତ ଆଗରେ ଅଛନ୍ତି ସେହି ଯୁବତୀ ଜଣଙ୍କ ।

ତେବେ ସୂଚନା ଅନୁସାରେ ସେହି ଯୁବତୀ ଜଣଙ୍କ ହେଉଛନ୍ତି ଖୁସବୁ ଯିଏକି ଜଣେ ଲେଡି ବ୍ଲାକମେଲର ଭାବରେ ବେଶ ପରିଚିତ ଅଟନ୍ତି। ତାଙ୍କ ନାମ ରେ ପ୍ରାୟ ୩୦୦ ରୁ ଅଧିକ ପୋଲିସ କେସ ରହିଛି ଆଉ ସେ ଆଜି ପର୍ଯ୍ୟନ୍ତ ପ୍ରାୟ ଦୁଇ ଶହ ରୁ ଅଧିକ ଲୋକ ଙ୍କୁ ଠକେଇ ସାରିଛନ୍ତି। ତେବେ ଯାହା ସୂଚନା ରହିଛି କି ସେ ସବୁବେଳେ ନିଜର ପରିଚୟ ବଦଳାଇ ଥାନ୍ତି , କେତେ ବେଳେ ନିଜକୁ ଓକିଲ ,ତ କେତେ ବେଳେ ପୁଣି ନିଜକୁ IAS ଅଫିସର ବୋଲି କୁହନ୍ତି ।ଆଉ କେବେ କେବେ ନିଜକୁ ଏକ ବଡ଼ ବ୍ୟବସାୟୀ ବୋଲି ପରିଚିତ କରାନ୍ତି।

ତେବେ ଖୁସବୁ ନିଜର ସ୍ୱୀକାର ଫେସବୁକ ମାଧ୍ୟମ ରେ ବଞ୍ଚିଥାନ୍ତି ଆଉ ତାଙ୍କ ସହ ପ୍ରଥମେ ଇଣ୍ଟିମେସି ବଢାଇଥାନ୍ତି ଆଉ ପରେ ତାଙ୍କୁ ରୁମ କୁ ଡାକି ସେମାନ ଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି। ଆଉ ବଡ଼ ଚଲକୀ ର ସହ ତାହାକୁ ରେକର୍ଡ କରିଥାନ୍ତି, ଏହା ପରେ ସେହି ଭିଡ଼ିଓ କୁ ଦେଖି ସେମାନ ଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥାନ୍ତି ଆଉ କୋଟି କୋଟି ଟଙ୍କା ଆଦାୟ କରିଥାନ୍ତି। ତେବେ ଏପରି ମଧ୍ୟ ଖବର ରହିଛି କି ସେ ଜଣେ ଓକିଲ ଙ୍କୁ ମଧ୍ୟ ନିଜ ଜାଲ ରେ ଫସାଇ ଦେଇଥିଲେ। ଆଉ ସେହି ବ୍ୟକ୍ତି ଜଣଙ୍କ ଜଣେ ଓକିଲ ହୋଇ ମଧ୍ୟ ଖୁସବୁ ଙ୍କ ଚାଲାକି କୁ ଜାଣି ନପାରି ଫସି ଯାଇଥିଲେ।

ସେହିଭଳି ଥରେ ଖୁସବୁ ରାସ୍ତା ରେ ଯିବା ବେଳେ ଜଣେ ବ୍ୟକ୍ତି ଙ୍କୁ ଲିଫ୍ଟ ମାଗିଲେ ଆଉ ବ୍ୟକ୍ତି ଜଣଙ୍କ ନିଜ କାର ରେ ଖୁସବୁ ଙ୍କୁ ଲିଫ୍ଟ ଦେଇଥିଲେ। ଆଉ ଏହା ପରେ ଯୁବକ ଜଣଙ୍କ ସହ ସେ ବେଶ ଇଣ୍ଟିମେଣ୍ଟ ହୋଇ କଥା ବାର୍ତ୍ତା କଲେ। ଆଉ ଯେତେବେଳେ ସେ ଜାଣିପାରିଲେ କି ଯୁବକ ଜଣଙ୍କ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ବୋଲି ସେ ତାଙ୍କୁ ସେକ୍ସ କରିବା ପାଇଁ ଅଫର ଦେଲେ ଆଉ କହିଲେ ତୁମେ ଦୋକାନ ରୁ ଯାଇ କଣ୍ଡୋମ ନେଇ ଆସ ବୋଲି। ଆଉ ଯୁବକ ଜଣଙ୍କ ଦୋକାନ ଯିବା ପାଇଁ କାର ରୁ ଓଲ୍ହାଇବା ପରେ ସେ ତାଙ୍କ କାର ନେଇ ଛୁ ମାରିଦେଲେ। ତେବେ ଅର୍ଚ୍ଚନା ଏକା ନୁହଁନ୍ତି ଏହିପରି ଅନେକ ନାରୀ ନାଗୁଣି ଆମ ସମାଜ ରେ ଅଛନ୍ତି, ସେମାନ ଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଖୁସି ରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment