ତୁ ମୋର ଚରିତ୍ରହୀନା ଭାଉଜ ,ତିନି ତିନି ଜଣଙ୍କ ସହ ଶୋଇଲୁ ,ଦେଖିଦେବାରୁ ମୋ ଭାଇ କୁ କଲୁ ଏମିତି… ଦେଖନ୍ତୁ Video

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ। ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଏଠାରେ ଜଣେ ସ୍ତ୍ରୀ ନିଜ ପାରିକୀୟ ପ୍ରୀତି ପାଇଁ ନିଜ ସ୍ୱାମୀ ଙ୍କୁ ହତ୍ୟା କରିଛନ୍ତି। ତେବେ ଏନେଇ ଅଭିଯୋଗ ଆଣିଛନ୍ତି ଯୁବକ ଙ୍କ ଭଉଣୀ। ତେବେ ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ର ଜମ୍ବୁ ଅଞ୍ଚଳ ରେ। ଯେଉଁ ଠାରେ ପ୍ରାଣକୃଷ୍ଣ ନାମ କ ଜଣେ ବ୍ୟକ୍ତି ଙ୍କୁ ତାଙ୍କର ପତ୍ନୀ ହତ୍ୟା କରିଥିବା ଅଭିଯୋଗ ରହିଛି। ଏବଂ ବର୍ତ୍ତମାନ ତାଙ୍କର ଭଉଣୀ ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି।

ଯେଉଁ ଭିଡ଼ିଓ ଟିରେ ସେ କହୁଛନ୍ତି କି, ” ଜଣେ କି ଦି ଜଣ ନୁହେଁ ତିନି ତିନି ଜଣ ପୁରୁଷ ଙ୍କ ସହ ଖରାପ ସମ୍ପର୍କ ରଖିଲୁ ତାଙ୍କ ସାଙ୍ଗରେ ଶୋଇଲୁ ଆଉ ମୋ ଭାଇ ଏହାକୁ ଦେଖି ସହି ନପାରି କହିଲା ବୋଲି ତୁ ତାକୁ ଜୀବନ ରୁ ମାରି ଦେଲୁ”।ତେବେ ସୂଚନା ଅନୁସାରେ କେନ୍ଦ୍ରାପଡା ର ପ୍ରାଣକୃଷ୍ଣ ତାଙ୍କ ପତ୍ନୀ ଙ୍କୁ ୨୦୧୪ ମସିହାରୁ ପ୍ରେମ କରି ପରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କର ମନ ବଦଳି ଯାଇଥିଲା ଆଉ ସେ ସବୁବେଳେ ଟଙ୍କା ପଇସା କଥା କହିବା ସହ ଅନ୍ୟ ପୁରୁଷ ତାହା ବି ୩ ୩ ଜଣଙ୍କ ସହ ଖରାପ ସମ୍ପର୍କରେ ରହିଲେ।

ତେବେ ଏହା ପ୍ରାଣକୃଷ୍ଣ ଜାଣିବା ପରେ ତାଙ୍କୁ ବାରଣ କରିଥିଲେ ଆଉ ବାରଣ କରିବା ରୁ ତାଙ୍କର ପତ୍ନୀ ଅନ୍ୟ ପୁରୁଷ ମାନଙ୍କ ସହ ମିଶି ତାଙ୍କୁ ମାରି ଦେଇଥିବା ତାଙ୍କର ଭଉଣୀ ଓ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ମାତ୍ର ପତ୍ନୀ ଜଣଙ୍କ କହିଛନ୍ତି କି ସେ ତାଙ୍କର ସ୍ୱାମୀ ଙ୍କୁ ହତ୍ୟା କରି ନାହାନ୍ତି ବୋଲି। କିନ୍ତୁ ଗ୍ରାମ ଲୋକେ କହିଛନ୍ତି କି ସେହି ସ୍ତ୍ରୀ ସହ ଗାଁ ର ସରପଞ୍ଚ ଏବଂ ତାର ଅନ୍ୟ ପୁରୁଷ ସାଥି ମାନେ ମିଶି ତାଙ୍କୁ ହତ୍ୟା କରିଛନ୍ତି ବୋଲି। ତେବେ ଏହି ଘଟଣା କୁ ନେଇ ପୁରା ଅଞ୍ଚଳ ରେ ଚହଳ ସୃଷ୍ଟି ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment