ମାର୍କେଟ ଘାଣ୍ଟିଲା ଏହି ନୂଆ ଗୀତ ! ନେତାଙ୍କର ସବୁ ଟଙ୍କା ଯାଉଛି କୁଆଡେ , ଶୁଣନ୍ତୁ ଏ ନେଇ ଶଙ୍କର ଓମ ଶରଣ କଣ କହିଲେ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ। ଯାହାକୁ ନେଇ ଆମ ଶଙ୍କର ଭାଇ ଙ୍କ ର ମତ ଚାରିଆଡେ ଚର୍ଚ୍ଚା ରେ ରହିଛି।

ତେବେ ଏହାକୁ ନେଇ ଶଙ୍କର ଭାଇ କହିଛନ୍ତି କି, “ସବୁ ନେତା ଙ୍କ ର ଟଙ୍କା ତ ଅର୍ଚ୍ଚନା ନାଳ ରେ ବୋହି ଯାଉଛି ,ତାଙ୍କ ପାଖରେ ଘର ଚଲେଇବା ପାଇଁ ଟଙ୍କା ଆସିବ କୁଆଡୁ। ସେଇଥି ପାଇଁ ନେତା ଙ୍କ ର ଦରମା ବଢ଼େଇବା ପାଇଁ ଦାବି ଚାଲିଥିଲା ଆଉ ।କାଇଁ ଏବେ ତ କୌଣସି ନାରୀ ସଂଘ ମୁଁହ ରେ ଲିପଷ୍ଟିକ ଲଗାଇ ମିଡ଼ିଆ ରେ ଭାଷଣ ଦେଉ ନାହାନ୍ତି। କାହିଁ କୋଉ ମିଡ଼ିଆ ତ କଥା କୁ ବଡ଼ ବଡ଼ କରି ଦେଖାଉ ନାହାନ୍ତି। ମୁଁ କୋଉ କଲେଜ ଝିଅ ମାନଙ୍କ ନାମ ରେ ଗୋଟିଏ କମେଡି ଗୀତ କରିଦେଲି ବୋଲି ମୋର ନାମ ରେ କେତେ କେସ ହୋଇଗଲା ଆଉ ପୁରା ନାରୀ ସଂଘ ଉଠି ଆସିଲେ,କାହିଁ ପରିଜା ବାବୁ ଙ୍କ ପାଇଁ କେହି ଆସୁ ନାହାନ୍ତି ତ”।ବନ୍ଧୁଗଣ ଏହା ଜଣେ ଶଙ୍କର ଓମ ଭାଇ କହିଛନ୍ତି ଅର୍ଚ୍ଚନା ନାଗ ଙ୍କ ସହ ନେତା ମାନଙ୍କ ର ଥିବା ସମ୍ପର୍କ ସୋସିଆଲ ମିଡ଼ିଆ ରେ ଆସିବା ପରେ।

ତେବେ ତାଙ୍କର ପ୍ରଶ୍ନ ଏହା କି ଯେ, ବର୍ତ୍ତମାନ ଆପଣ ସମସ୍ତେ ଜାଣିଥିବେ କି କିପରି ଭୁବନେଶ୍ୱର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ର କଳା କାର୍ଣ୍ଣମା ର ସବୁ ପର୍ଦା ଫର୍ଶ ହୋଇଛି ଏବଂ ସେ ପ୍ରଶ୍ନ କରିଛନ୍ତି ନାରୀ ମାନଙ୍କ ସଂମାନ ଉପରେ ଏବେ କଣ ଆଞ୍ଚ ଅସୁନି କି ,କାଇଁ କୋଉ ନାରୀ ତ ଷ୍ଟ୍ରାଇକ କରିବାକୁ ଆସୁ ନାହାନ୍ତି।ଯେଉଁ ନେତା ମାନ ଙ୍କୁ ସବୁ ଭଲ ନେତା ବୋଲି କହୁଥିଲେ ସେମାନ ଙ୍କ ର ପ୍ରକୃତ ରୂପ ଆଗ କୁ ଆସିବା ପରେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଜାଉ ନାହିଁ।

କାରଣ ସେମାନେ ନେତା ଲୋକ , କିନ୍ତୁ ଯଦି ମୋ ଭଳି ଜଣେ ସାଧାରଣ ଲୋକ ଗୋଟିଏ କମେଡି ଗୀତ କଲା ତ ସବୁ ଆସି ଲାଗିଯିବେ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ବର୍ତ୍ତମାନ ସମସ୍ତେ ଖୁବ ପସନ୍ଦ କରିବା ସହ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ଆପଣ ମାନେ ମଧ୍ୟ ଆମ ଶଙ୍କର ଭାଇ ଙ୍କ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment