Odisha News Portal

Dr Manoj Das – ରାତିରେ ଶୋଇବା ଆଗରୁ ଖାଇ ଦିଅନ୍ତୁ 2ଟା ଲବଙ୍ଗ ତାପରେ ଫଳାଫଳ ଯାହା ହେବ କେବେବି ଭାବି ନଥିବେ

0 51

ଆଜିର ସମୟରେ ବିଜ୍ଞାନ ତଥା ଟେକ୍ନୋଲୋଟି କେତେ ଅଗ୍ରସର ହେଲାଣି । ଏବେ ସମସ୍ତ କାମକୁ ଆମେ ମାନେ ଅତି ସହଜରେ କରିପାରୁ । ଏହି ଆଧୁନିକ ଯୁଗରେ ଡାକ୍ତରୀ ବିଜ୍ଞାନ ବହୁତ ଆଗକୁ ବଢିଲେଣି , ଯାହା ଦ୍ୱାରା ଆମର ସମସ୍ତ ରୋଗର ପ୍ରତିଶୋଧକ ଆମ ମାନଙ୍କୁ ମିଳିଯାଉଛି ତେବେ ଯେ ଡାକ୍ତରୀ ବା ଥିଲେ ମଧ୍ୟ ଏହି ସମସ୍ତ ଆମର ପ୍ରାକୃତିକ ସମ୍ପଦ ଆଗରେ ଏବଂ ଆୟୁର୍ବେଦ ଆଗରେ ହାର ମାନିଥାନ୍ତି । ଯଦି କୌଣସି ରୋଗ ଡାକ୍ତରୀ ମାଧ୍ୟମରେ ଭଲ ନହୁଏ ତେବେ ତାହା ଆମର ପ୍ରାକୃିତ ଉପଚାର ମାଧ୍ୟମରେ ଭଲ ହୋଇଯାଇଥାଏ ।

ବହୁତ ସମୟରେ ଆପଣ ମାନେ ଦେଖିଥିବେ କି ଆମେ ଡାକ୍ତରି ଔଷଧ ନଖାଇ ଆୟୁର୍ବେଦ ବା ଚେର ମୂଳି ଖାଇବା ଦ୍ୱାରା ଆମ ଦେହ ସୁସ୍ଥ ରହିଥାଏ । ତେବେ ଆଜି ସେମିତି କିଛି ପ୍ରାକୃତିକ ଜିନିଷର ଉପକାରିତା ବିଷୟରେ ଆମେ ଆପଣ ମାନଙ୍କୁ କହିବୁ ,

ଯାହାର ସେବନ କଲେ ଆପଣଙ୍କର ଅନେକ ପ୍ରକାର ରୋଗ ଜନିତ ସମସ୍ୟା ଭଲ ହୋଇଥାଏ । ଆମେ ଆପଣଙ୍କୁ ଲବଙ୍ଗର ଉପକାରିତା ବିଷୟରେ କହିବୁ କି ଲବଙ୍ଗର ସେବନ ଦ୍ୱାରା ଆମ ଶରୀରରେ କେଉଁ କେଉଁ ରୋଗ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଲବଙ୍ଗ ଖାଇଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ ,

ଏଥିରେ ଥିବା ଆଣ୍ଟି ମାଇକ୍ରୋ ଭାଇଆଲ ଗୁଣ ଯୋଗୁଁ ଦାନ୍ତ ଏବଂ ମାଢି ସଂକ୍ରମଣ ଜନିତ ରୋଗ ହୋଇନଥାଏ । ଏହା ସହିତ ଲବଙ୍ଗର ସେବନ ଦ୍ୱାରା କ୍ୟାନସର ଭଳି ରୋଗରୁ ମୁକ୍ତି ମିଳିଥାଏ ତେଣୁ କରି କ୍ୟାନସର ରୋଗୀ ଏହି ଲବଙ୍ଗର ସେବନ କରିବା ନିତାନ୍ତ ଆବଶ୍ୟକ । ଲବଙ୍ଗ ଖାଇଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ , ଏଥିରେ ଥିବା ଆଣ୍ଟି ମାଇକ୍ରୋ ଭାଇଆଲ ଗୁଣ ଯୋଗୁଁ ଦାନ୍ତ ଏବଂ ମାଢି ସଂକ୍ରମଣ ଜନିତ ରୋଗ ହୋଇନଥାଏ ।

ଏହା ସହ ଏହି ଲବଙ୍ଗ କୁ ଗୁଣ୍ଡ କରି ଫେସପ୍ୟାକ ସହ ମିଶାଇ ଲଗେଇବା ଦ୍ୱାରା ମୁହଁର ବ୍ରଣ ଭଲ ହୋଇଥାଏ । ଏହା ସହ ରାତିରେ ସୋଇବା ସମୟରେ ନିୟମିତ ଭାବରେ 2 ଟି ଲେଖା ଲବଙ୍ଗ ଖାଇବା ଦ୍ବାରା ଆଣ୍ଠୁ ଗଣ୍ଠି ବାତ ଭଲ ହୋଇଥାଏ ଏହା ସହ ଗୋଟାଏ ମୁଠା ଲବଙ୍ଗ କୁ ଗୁଣ୍ଡ କରି ତାହାକୁ ଵିନ୍ଧୁ ଥିବା ସ୍ଥାନରେ ଲଗେଇଲେ ମଧ୍ୟ ଏହା ଭଲ ହୋଇଥାଏ ।

ଯଦି ଆପଣ ମାନେ ପ୍ରତିଦିନ ସକାଳେ 2-3 ଟି ଲବଙ୍ଗ ର ଗୁଣ୍ଡ କୁ ଅଧା କପ ପାଣିରେ ଫୁଟାଇ ପିଇବା ଫଳରେ ଗ୍ୟାସ ଓ ଏସିଡିଟି ଭଳି ପେଟ ରୋଗ ଭଲ ହୋଇଥାଏ । ତେଣୁ କରି ଯଦି ଆପଣ ମାନେ ଏହି ସମସ୍ତ ସମସ୍ୟା ଦ୍ୱାରା ପୀଡିତ ତେବେ ଲବଙ୍ଗର ଲେବନ ନିଶ୍ଚିତ ରୂପରେ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।