Odisha News Portal

Dr . Anurag – ପ୍ରତିଦିନ ସକାଳେ ଏହାକୁ ପାଣିରେ ଭିଜେଇ ଖାଇଲେ ମଧୁମେହ ଏବଂ କୋଲେଷ୍ଟ୍ରଲର ସବୁଦିନ ପାଇଁ ଗାଏବ ହୋଇଯିବ !

ଆଜି୍ ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ହୋମ୍ ରେମିଡି ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବୁ ଯାହାକୁ ବ୍ୟବହାର କରିବା ପରେ ଆପଣ ନିଜର ମୋଟାପଣକୁ ଗୁଡବାୟ୍ କହି ପାରିବେ । ଆଜିକାଲି ସମସ୍ତଙ୍କର ଗୋଟିଏ ବଡ ସମସ୍ୟା ହେଉଛି ମୋଟାପଣ। ସମସ୍ତେ ନିଜର ମୋଟାପଣକୁ କମ୍ କରି ସ୍ଲିମ ଏବଂ ଫିଟ୍ ରହିବା ପାଇଁ ଚାହିଁଥାନ୍ତି । କିନ୍ତୁ ସବୁବେଳେ ସମସ୍ତଙ୍କର ସବୁ ସ୍ବପ୍ନ ପୂରଣ ହୋଇପାରେ ନାହିଁ ।

ସମସ୍ତେ ନିଜର ମୋଟାପେଟକୁ କମ୍ କରିବା ପାଇଂ ଅକ୍ସାସାଇଜ୍ , ଟାଏଟ୍ ଏବଂ ମର୍ଣ୍ଣିଂୱାକ , ଇଭିନଙ୍ଗୱାକ୍ କରିଥାନ୍ତି , ଏହାସହିତ ବହୁତ ସାରା ହୋମରେମିଡି ବି ଟ୍ରାଏ୍ କରିଥାନ୍ତି । ତଥାପି ସେମାନଙ୍କୁ ସେତେ କିଛି ଖାସ୍ ରେଜଲ୍ଟ ମିଳେନାହିଁ ଏବଂ ତାଙ୍କର ମୋଟାପଣ କମେ ନାହିଁ ।


କାରଣ ମୋଟା ପଣ ହେବା ଦ୍ବାରା ଅନେକ ରୋଗ ଯେପରି ମେଦ ବହୁଳତା ସହିତ କୋଲେଷ୍ଟର ମଧ୍ୟ ଦେଖା ଯାଉଛି। ଏହା ସହିତ ମଧୁମେହ ରୋଗ ଏବେ ପ୍ରତି ବ୍ୟକ୍ତି ଙ୍କୁ କବଳିତ କରି ଚାଲିଛି। ହାର୍ଟ ବ୍ଲେକେଜ୍ ହେବା ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗ ମଣିଷ ମାନଙ୍କୁ ହେବାରେ ଲାଗିଛି। ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ ।

ସକାଳେ ଯଦି ଭିଜା କିସମିସ ସହିତ ପାଣି ପିଅନ୍ତି ତେବେ ଏହି ସବୁ ରୋଗ କେବେ ଆପଣଙ୍କୁ କବଳିତ କରିବ ନାହିଁ। ତେଣୁ ପ୍ରଥମେ ଜାଣିବା ଦରକାର ଯେ ଏହି କିସମିସ ରେ ଏପରି କଣ୍ ଅଛି ଯାହା ଦ୍ଵାରା ଏହି ମାରାତ୍ମକ ରୋଗ ମଧ୍ୟ ଆୟତ୍ତ କରିହେବ।

କିସମିସ ଖାଇବା ଦ୍ବାରା ଆମକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏହି କିସମିସ କୁ ପାଣିରେ ଭିଯାଇ ଖାଇଲେ ଆମକୁ କ୍ୟାଲସିୟମ, ଆଇରନ ମିଳିଥାଏ। ଏହି ଆଇରନ ଆମ ଶରୀରେ ରୋଗ ପ୍ରତଷେଧକ ଶକ୍ତି କୁ ବୃଦ୍ଧି କରିଦିଏ। ତେଣୁ ଏହାକୁ ସକାଳେ ଖାଇଲେ ଆମ ଦେହକୁ ପ୍ରୋଟିନ ମଧ୍ୟ ମିଳେ।

ଏହି କିସମିସ ଖାଇବା ଦ୍ବାରା ଅନେକ ରୋଗ ଯେପରି କି:-


ବ୍ଲଡ଼ ପ୍ରେସର ରୋଗ ମଧ୍ୟ ଠିକ୍ ହୋଇଯାଏ। ଏହି କିସମିସ କୁ ଆପଣ ଶୋଇବା ଆଗରୁ ରାତିରେ ଭିଜାଇ ଦିଅନ୍ତୁ ଆଉ ସକାଳେ ଏହାକୁ ଖାଇଲେ ଏହା ଶରୀର ଭିତରେ ଆଇରନ କ୍ଷମତା ବୃଦ୍ଧି କରିବ। ଏହା ଶରୀର ରେ ବ୍ଲଡ଼ ସର୍କୁଲେସନ୍ ସଠିକ୍ କରି ରଖିବାରେ ସହାୟ ହୋଇଥାଏ।

ଟେବେ ଆପଣ ଏହାକୁ ପ୍ରତିଦିନ ଖାଆନ୍ତୁ। ହାର୍ଟ ଜନିତ ସମସ୍ୟା ରୁ ମଧ୍ୟ ଏହି କିସମିସ ଆପଣଙ୍କୁ ରକ୍ଷା କରି ପାରିବ। ଏହାକୁ ପ୍ରତିଦିନ ଖାଲି ପେଟରେ ସକାଳେ ଖାଇଲେ ହୃଦ୍ ରୋଗରେ ଆପଣ ପଡିବେ ନାହି। ଏହା ହାର୍ଟ କୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବାରେ ବଡ଼ ଭୂମିକା ଗ୍ରହଣ କରେ। ତେଣୁ ଯେଉଁ ମାନଙ୍କ ର ହୃଦ୍ ଜନିତ ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।