ଦମନ ପରେ ଖୁସି ଖୁସିରେ ଘରୁ ବାହାରିଲେ” olyowd “ଅଭିନେତ୍ରୀ ଅପରାଜିତା, ଆଉ କହିଲେ କହିଲେ ଏମିତି….,ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ | କାରଣ ବର୍ତ୍ତମାନ ଘରୁ ବାହାରିଛନ୍ତି ଅପରାଜିତା, ଆଉ ଖୁସି ମନରେ ରିୟା ଙ୍କର ରିସେପ୍ସନ ପାର୍ଟି ରେ ମଧ୍ୟ ଭାଗ ନେଇଛନ୍ତି | ଆଉ ବର୍ତ୍ତମାନ ସେ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି | ଆଉ ସେ ସବୁ ପଛରେ କୁଆଡେ ତାଙ୍କର ପୁଅ ବାବୁସାନ ଙ୍କର ହାତ ଅଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ବାବୁସାନ ଓ ତାଙ୍କର ସ୍ତ୍ରୀ ତୃପ୍ତି ଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କର ଘଟଣା ବେଶ ଭାଇରାଲ ହେବାରେ ଲାଗିଥିଲା | ଆଉ ଯେଉଁଥିପାଇଁ ବାବୁସାନ ଙ୍କ ସମେତ ଅପରାଜିତା ଓ ତାଙ୍କର ସାରା ପରିବାର ବେଶ ଚିନ୍ତା ରେ ଥିଲେ | ଆଉ ସାରା ଓଡ଼ିଶାରେ ଏହି ଖବର ଟି ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପାଇଁ ଅପରାଜିତା ସବୁବେଳେ ଚିନ୍ତା ରେ ରହଉଥିଲେ ତାଙ୍କର ପୁଅ ବାବୁ ଙ୍କ ପାଇଁ | ଆଉ ସେ ଘରୁ ମଧ୍ୟ ବାହାରୁ ନ ଥିଲେ କି କୁଆଡେ ମଧ୍ୟ ଯାଉ ନ ଥିଲେ ବୋଲି କୁହାଯାଉଛି |

ଆଉ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ପାଖରେ ତାଙ୍କର ବୋହୂ କି ନାତି ମଧ୍ୟ ନ ଥିଲେ | କିନ୍ତୁ ସେ ପୁଅ ଓ ବୋହୂ ଙ୍କୁ ଏକାଠି କରିବାକୁ ଚାହୁଁଥିଲେ | କାରଣ ଅପରାଜିତା ବେଶ ଭଲ ଭାବରେ ଜାଣିଥିଲେ କି ତାଙ୍କର ବୋହୂ ତୃପ୍ତି ହିଁ କେବଳ ତାଙ୍କର ପୁଅ ବାବୁ ଙ୍କୁ ଠିକ ରାସ୍ତାରେ ଆଣି ପାରିବ ବୋଲି | ଆଉ ତାଙ୍କର କଥା ସତ ମଧ୍ୟ ହେଲା, ଆଉ ଯାହା କୁହାଯାଉଛି କି “ଦମନ “ଫ୍ଲିମ ବାବୁ ଙ୍କ ଜୀବନରେ ଗୋଟିଏ ନୂଆ ପରିବର୍ତ୍ତନ ଆଣିଦେବା ସହିତ ଅପରାଜିତା ଙ୍କ ପାଇଁ ମଧ୍ୟ ଖୁସି ଆଣି ଦେଇଥିଲା ବୋଲି କୁହାଯାଉଛି |

ଆଉ ବାବୁସାନ ଙ୍କର ଏହିଭଳି ସଫଳତା କୁ ନେଇକି ସେ ଖୁସି ଥିବାର ନଜର ଆସିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଅପରାଜିତା ବର୍ତ୍ତମାନ ରିୟା ଙ୍କ ରିସେପ୍ସନ ପାର୍ଟି କୁ ମଧ୍ୟ ଯାଇଛନ୍ତି | ଆଉ ସେଠାରେ ମଧ୍ୟ ସେ ଖୁସି ଥିବାର ନଜର ଆସିଛନ୍ତି | ଆଉ ଯେଉଁ ପୁଅ ପାଇଁ ସେ ଦିନେ ଘରୁ ବାହାରି ବାକୁ ଇଚ୍ଛା କରୁ ନ ଥିଲେ, ସେହି ପୁଅ ବାବୁ ଙ୍କ ପାଇଁ ସେ ଆଜି ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment