Odisha News Portal

ଡାକ୍ତର ରାମଚନ୍ଦାନି ନିଜେ ଦେଖାଉଛନ୍ତି ତାଙ୍କ ଟଙ୍କିକିଆ କ୍ଲିନିକ, ଯେଉଁଠି ସେ ନିଜେ ଡାକ୍ତର, ଫାର୍ମାସିଷ୍ଟ ଓ ସ୍ଵିପର… ଦେଖନ୍ତୁ Video

ବନ୍ଧୁମାନେ ଆଜିକାଲି ଦୁନିଆରେ ପ୍ରତ୍ୟେକ ମଣିଷ ନିଜର ସ୍ୱାର୍ଥ ପାଇଁ କାମ କରି ଥାଆନ୍ତି ।ବିନା ସ୍ୱାର୍ଥରେ କେହି ମରି ଗଲେ ବି ଲୋକ ସାହାଯ୍ୟ କରିବାକୁ ଆସି ନଥାନ୍ତି, ତେବେ ବାପାମାଆ ଠାରୁ ଆରମ୍ଭ କରି ନିଜର ପ୍ରତ୍ୟେକ ସମ୍ପର୍କୀୟ ବା ଆତ୍ମୀୟ ସ୍ୱଜନ ହୁଅନ୍ତୁ ସେମାନେ ସବୁବେଳେ କିଛି ପାଇବା ଆଶାରେ କାହା ପାଇଁ କିଛି କରି ଥାଆନ୍ତି ।କିନ୍ତୁ ସବୁ ପରେ ବି ଆମ ସମାଜରେ ଏମିତି ଲୋକ ଅଛନ୍ତି ଜରୁ ମାନଙ୍କ ଆତ୍ମା ଖୁବ ପବିତ୍ର ଆଉ ସେମାନେ ବିନା ସ୍ୱାର୍ଥରେ ବହୁତ କିଛି କରିଥାନ୍ତି କେବେ କିଛି ପାଇବା ବା ହରେଇବା ଆଶା ନରଖି ।

ତେବେ ଆମେ ସାଧାରଣତଃ ଦେଖିଛୁ ଡାକ୍ତର ମାନଙ୍କୁ ଯଦି ଭଲ ମୋଟା ପଇସା ମିଳିବ ତାହେଲେ ଯାଇ ସେ ରୋଗୀର ଠିକରେ ଯତ୍ନ ନେବ ନହେଲେ ସେମାନଙ୍କ ଆଗରେ କାହାର ଜୀବନ ଚାଲି ଗଲେ ବି କିଛି ଫରକ ପଡେ ନାହିଁ ।ତେବେ ଆମେ କିଚୁ ଆଜି ଏମିତି ଜଣେ ଡାକ୍ତରଙ୍କ କଥା କହିବୁ ଯିଏ ନିଯେ ପାଇବାର ଆଶା ନର୍ଜହି ନିଶ୍ବାର୍ଥପର ହରି ରୋଗୀ ମାନଙ୍କୁ ଚିକିତ୍ସା କରୁଛନ୍ତି ଆଉ ସେ ନିଜେ ତାଙ୍କର ଏକ ଭିଡିଓ କରି ସୋସିଆଲ ମେଡିଆରେ ବି ପୋଷ୍ଟ କରିଛନ୍ତି ।ଆଉ ଏସବୁ କରିବାର ତାଙ୍କର ଜରୁ ମହାନ ଉଦେଶ୍ୟ ରହିଛି ତାହା ଜାଣିଲେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ ।

ତେବେ ଏହି ଭିଡ଼ିଓରେ ଜଣେ ଡାକ୍ତର କହୁଛନ୍ତି ଓ ଦେଖଉଛନ୍ତି ତାଙ୍କ ଜୀବନରେ ସେ କଣ କଣ ସବୁ କମେଇଛନ୍ତି ।ସାଧାରଣତଃ ଲୋକମାନେ ଗାଡି,କୋଠା, ଜାଗା,ଟଙ୍କା ଆଦି ନିଜ ଜୀବନ ଭିତରେ କମେଇବା ପାଇଁ ସାରା ଜୀବନ ଲଗେଇ ଦିଅନ୍ତି ।ତେବେ ନିଜର ର୍କ ବାକ୍ସ ଦେଖୁଛନ୍ତି ଯେଉଁଥିରେ ବହୁତ ଗୁଡିଏ ଟଙ୍କାଟେ, ଦୁଇ ଟଙ୍କା ଓ 10 ଟଙ୍କା ପର୍ଯ୍ୟନ୍ତ କଏନ ରହିଛି ।ତେବେ ଏସବୁ ସେ କାହାଠୁ ମାଗି ନାହାନ୍ତି ଏହା ସେ ଯେଉଁ ରିଜି ମାନଙ୍କୁ ଚିକିତ୍ସା କରନ୍ତି ସେମାନେ ଦେଇଛନ୍ତି ।

ତେବେ ସେହି ଡାକ୍ତର ଜଣଙ୍କ ନିଜେ ମେଡିକାର ଈକ୍ୟୁପମେଣ୍ଟ ଗୁଡିକ ବି ଭିଡ଼ିଓରେ ଦେଖିଛନ୍ତି, ରୋଗୀ କୋଉଠି ବଶନ୍ତି ଓ କେମିତି ସେ ଚିକିତ୍ସା କରନ୍ତି ସେ ନେଇ ବି ଜଣେଇଛନ୍ତି ତାଙ୍କର ଏହି ଭିଡ଼ିଓରେ ।ତେବେ ସେ କହିଛନ୍ତି ତାଙ୍କର ଏହି ଭିଡିଓ କରିବା ପଛରେ ଥିବା ଉଦେଶ୍ୟ, ତେବେ ତାଙ୍କ କହିବା ଅନୁଯାୟୀ ଆମେ ଅଧିକ ପାଇବା ଲୋଭ ପାଇଁ କେତେ କଣ କରି ଯାଉଛୁ ଆଉ କେତେ କଣ ହରେଇ ଦେଉଛୁ ଜାଣିନୁ ।ଆଉ ଗର୍ବ ଅହଂକାର କଣ ପାଇଁ ଆମ ମୃତ୍ୟୁ ପରେ କଣ କିଛି ନେଇ ଯାଉଛୁ କି ।

ଆପଣ ଭାବୁଥିବେ କଣ ଏମିତି କେହି ଡାକ୍ତର ଅଛନ୍ତି ନା ,ତେବେ ଏହି ଭିଡିଓ ଦେଖିଲା ପରେ ଆପଣ ନିଶ୍ଚିତ ଜାଣି ପାଟିବେ ଆଜି ବି ଏହି ଦୁନିଆରେ ପ୍ରକୃତ ଓ ସଚୋଟ ଓ ନିଶ୍ବାର୍ଥପର ମଣିଷ ରହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।