ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆମ ସମାଜରେ ଡାକ୍ତର ମାନଙ୍କୁ ଭଗବାନ ବୋଲି କୁହାଯାଇଥାଏ | ଆଉ ସେହି ଡକ୍ଟର ଜଣଙ୍କ ର ମହିଳା ଙ୍କ ସହିତ ଅସଦ ଆଚରଣ କରିବାର ଭିଡିଓ ଦେଖିବାକୁ ମିଳିଛି | ଆଉ ଡାକ୍ତର ହେଇକି ଜଣେ ସଫେଇ କର୍ମଚାରୀ ଙ୍କ ନାଁ ରେ ବିଭିନ୍ନ ଆରୋପ ଲଗାଇବା ସହିତ ଖରାପ ଭାଷାରେ ଗାଳି ଗୁଳାଚ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଏଠାରେ ଦେଖିବାକୁ ମିଳିଛି କି ମହିଳା ଜଣକ କମ୍ପ୍ଲେନ ନେଇକି ଆସିଛନ୍ତି ଥାନା କୁ | ଆଉ ଯେଉଁଠି କହିଛନ୍ତି କି ଡାକ୍ତର ମୁଦୁଲି ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ | ଆଉ କହିଛନ୍ତି କି ଟାଟା ମେଡିକାଲ ରେ କାମ କରୁଥିବା ଡାକ୍ତର ଙ୍କ ନାଁ ରେ ଆଗରୁ ଅଭିଯୋଗ ହୋଇଥିଲା ଆଉ ତାଙ୍କ ର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା | ଆଉ ଯେଉଁଠି ସେହି ମେଡିକାଲ ରେ ରୋଗୀ ଙ୍କର ଠିକ ସେ ଚିକିତ୍ସା ହେଉନି ଆଉ ତାହା ସହିତ ଖାଦ୍ୟ ପେୟ କୁ ନେଇକି ମଧ୍ୟ କଥା ଉଠିଥିଲା | ଆଉ ଏହି ସବୁ ଭିଡିଓ ର ଭାଇରାଲ କରେଇଥିବା କଥା ସଫେଇ କର୍ମଚାରୀ ଙ୍କ ନାଁ ରେ ଅଭିଯୋଗ କରିଥିଲେ |
ଆଉ ଯାହାକୁ ନେଇକି ଭିଡିଓ ଭାଇରାଲ କଥା ରେ ସେହି ମେଡିକାଲ ରେ ଥିବା ବିଶ୍ୱଜିତ ସାର ଜଣଙ୍କ ମହିଳା ଙ୍କୁ ଖରାପ ଭାଷାରେ ଗାଳି କରିଥିଲେ | ଆଉ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ ଆଉ କାମ କରିବା ପାଇଁ ଆସିବାକୁ ମନା କରିଥିଲେ | ଆଉ ଯାହାକୁ ନେଇକି ସେ ମହିଳା ଜଣଙ୍କ ସୁପର ଭାଇଜର ରାଜେନ୍ଦେ ସେନ ଙ୍କ ପାଖକୁ ଯାଇ ସମସ୍ତ କଥା ଜଣେଇଥିଲେ ମଧ୍ୟ ସେ କିଛି କି ଶୁଣିବା ପାଇଁ ରାଜି ନ ଥିଲେ | ଆଉ ସେପଟେ ଡାକ୍ତର ମୁଦୁଲି ସଫେଇ କର୍ମଚାରୀ ମହିଳା ଜଣଙ୍କୁ ତାଙ୍କର କେବିନ କୁ ଡାକିଥିଲେ | ଆଉ ତାଙ୍କର ଶରୀରରେ ହାତ ବୁଲେଇଥିଲେ |
ତେବେ ଡକ୍ଟର ଜଣକ ତାଙ୍କୁ ସେକ୍ସ କରିବା କୁ କହିଥିଲେ ଆଉ ନ କରିଲେ ଚାରିରୀରୁ ବାହାର କରିବା କଥା କହିଥିଲେ| ଆଉ ମହିଳା ଜଣଙ୍କ ସୁକିନ୍ଦା ରେ 5 ବର୍ଷ ହେବ କାମ କରୁଥିବାରୁ ଗତ ଅକ୍ଟୋବର 25 ରେ ଏଭଳି କାର୍ଯ୍ୟ କୁ ନେଇକି ଥାନା ର ଦ୍ୱାରସ୍ଥ ହୋଇଥିଲେ ମହିଳା ଜଣଙ୍କ | ଆଉ ଡାକ୍ତର ଓ ଅନ୍ୟ ମାନଙ୍କ ନାଁ ରେ କମ୍ପ୍ଲେନ କରିଥିଲେ | ଆଉ ନ୍ୟାୟ ନ ମିଳିଲେ ସେ ମେଡିକାଲ ଆଜିରେ ଆତ୍ମଆହୁତି ଦେବେ ବୋଲି କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।