Odisha News Portal

ଦୀପାବଳି ଉପଲକ୍ଷେ ଜିଓ ଆଣିଲା ସାନଦାର୍ ଅଫର !ଆପଣ ମାନେ 1 ବର୍ଷ ପର୍ଯ୍ୟନ୍ତ ଜିଓର ରିଚାର୍ଜ ମାଗଣା ସହ ପ୍ରତିଦିନ 1 ଜୀବି ଫ୍ରି ଡାଟା….

0 3

ଯଦି ଆପଣ ମାନେ ଜଣେ ରିଲାଏନ୍ସ ଏବଂ ଜିଓର ଉପଭୋକ୍ତା ଏବଂ ଆପଣ ମାନେ ରିଲାଏନ୍ସ ଏବିଂଜିଓ ସିମ ବ୍ୟବହାର କରୁଛନ୍ତି ତେବେ ସେମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖବର । ତେବେ ଆପଣ ମାନେ ତ ଜିଏ ସିମ ବ୍ୟାବହାର କରୁଥିବେ ତେବେ ସମସ୍ତ ଲୋକମାନେ ନୁହନ୍ତି ମାତ୍ର ଅଧିକାଁଶ ଲୋକମାନେ ତ ଜିଓ ସିମ ବ୍ୟବହାର କରୁଥିବେ । ତେବେ ଯେଉଁମାନେ ଜିଓ ସିମ ବ୍ୟବହାର କରୁଛନ୍ତି ସେମାନେ ତ ଜାଣିଥିବେ କି ଜିଓ ସର୍ବଦା ଆପଣ ମାନଙ୍କୁ ପାଇଁ ନୂଆ ନୂଆ ଅଫର ନେଇକରି ଆସେ ।

ଠିକ ସେମିତି ଆଗକୁ ଦୀପାବଳୀ ଆସୁଅଛି , ତେବେ ଦୀପାବଳୀ ଅଛି ମାନେ ଜିଏ ଅଫର ପ୍ରଦାନ କରିବା ତ ନିଶ୍ଚିତ । ତେବେ ଆପଣ ମାନେ 1 ବର୍ଷ ପର୍ଯ୍ୟନ୍ତ ଜିଓର ରିଚାର୍ଜ ମାଗଣାରେ ପାଇପାରିବେ । ତେବେ ଏହି ଦୀପାବଳୀ ଅଫରକୁ ପାଇବା ପାଇଁ ହେଲେ ଆପଣ ମାନଙ୍କୁ ମାଇ ଜିଓ ଆପଲିକେସନ ଅଫର ଡାଇନଲୋଡ କରିବା ପାଇଁ ପଡିବ ।

ମାଇ ଜିଓ ଡାଉନଲୋଡ କରିବା ପରେ ଆପଣ ମାନଙ୍କ ପାଖରେ ରହିଥିବ ଜିଓ ଏନଗେଜ । ତେବେ ଆପଣ ମାନେ ସେହି ଜିଓ ଏନଗେଜରେ କ୍ଲିକ କରିବେ । ଯେପରି ଭାବରେ ଜିଓ ଏନଗେଜରେ କ୍ଲିକ କରିବେ ସେହି ସମୟରେ ଆପଣଙ୍କର ବହୁତ ସାରା ଅଫର ଫ୍ଲାସ ହେବ ।

ତେବେ ଆପଣ ମାନେ ସେହିଥିରୁ ଦେଖିକରି 1 ୟିର ଜିଏ ରିଚାର୍ଜ ଫ୍ରି ଦେଖିବେ ଏବଂ ସେଥିରେ ଥିବା ପ୍ଲେ ନାଓରେ କ୍ଲିକ କରିବେ । ତାହା ପରେ ଆପଣ ମାନେ ପ୍ରସିଡରେ କ୍ଲିକ କରିବେ । ସେଥିରେ କ୍ଲିକ କରିଲେ ଆପଣ ମାନଙ୍କ ପାଇଁ ବହୁତ ସାରା କୁଅଜ ଆସିବ , ଆପଣ ମାନେ ସେହି କୁଇଜ ଖେଳିବେ ଏବଂ ସେହି ଖେଳରେ ଜିତିଲେ ଆପଣ ମାନଙ୍କୁ ଆପ ମିଳିବ ।

ତେବେ ଆପଣ ମାନେ ଗେମ ଖେଳିବା ପାଇଁ ହାଓ ଟୁ ପ୍ଲେରେ କ୍ଲିକ କରିବେ । ସେହିଥିରେ କ୍ଲିକ କରିଲେ ଆପଣ ମାନେ ଜାଣିପାରିବେ କି ଏହି ଗେମକୁ କିପରି ଭାବେ ଖେଳିବେ । ପ୍ରଥମେ ଆପଣ ମାନେ ଷ୍ଟାର୍ଟ ବା ଜଏନରେ କ୍ଲିକ କରିବେ ଯେଉଁଥିରେ ଆପଣ ମାନେ ଆପ୍ଲାୟ କରିପାରିବେ ।

ତାହା ପରେ ଆପଣ ମାନଙ୍କର ଯାହା ସେୟାର ଥିବ ସେୟାର କରିବେ ତାହା ପରେ ଏପରି ଗେମ ବା କିଛି କୁଇଜ କନଟେଷ୍ଟ ଆଗକୁ ପଡିଲା ପରେ ଯଦି ଆପଣ ମାନେ ଠିକ ଠିକ ଉତ୍ତର ଦେଉଛନ୍ତି ତେବେ ଆପଣ ମନେ ସେହି ଗେମ ଜିତି ପାରୁଛନ୍ତି । ତେବେ ଏହିପରି ଭାବରେ ଆପଣ ନିଶ୍ଚିତ ଭାବରେ ଦୀପାବଳୀର ଅଫର ଉଠାଇ ପାରିବେ । ଯେଉଁଟାକି ଆପଣ ମାନଙ୍କ ପାଇଁ କେବଳ ଜିଓ ନେଇକରି ଆସିଛି । ତେବେ ଯାଆନ୍ତି ମାଇ ଜିଓ ଆପ୍ଲିକେସନରେ ଆପଣ ମାନେ ପାର୍ଟି ସିପେଟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।