ସାମ୍ନାକୁ ଆସିଲା ବଡ଼ଖବର ,ଦିଲ୍ଲୀ ବାନ୍ଧବୀ ଜାଗୃତୀଙ୍କୁ ଅନୁଭବ ବିବାହ କରିଥିବା ନେଇ ଚର୍ଚ୍ଚା !ଦେଖନ୍ତୁ viral ଭିଡ଼ିଓ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଘଟଣା ମାନ ଭାଇରାଲ ହେବାରେ ଲାଗିଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ମଧ୍ୟ ସୁପର ଷ୍ଟାର ତଥା କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ଙ୍କର ବୋଲି ଜଣା ପଡିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ହାତକୁ ଦୁଇ ହାତ ହୋଇଛନ୍ତି ଅନୁଭବ ମହାନ୍ତି ଆଉ ତାଙ୍କର ଜଣେ ଦିଲ୍ଲୀ ରେ ଥିବା ବାନ୍ଧବୀ ଙ୍କୁ ବିବାହ କରିଛନ୍ତି ବୋଲି ଅନୁଭବ ଙ୍କର ବେଶ ପୋଷାକ ରୁ ଅନୁମାନ କରାଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଦୀର୍ଘ ଦିନ ଧରି ଅଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କର ସ୍ତ୍ରୀ ବର୍ଷା ଙ୍କୁ ନେଇକି ପାରିବାରିକ ବିବାଦ ଜୋରସୋର ରେ ଚାଲିଛି ଆଉ ଦୁଇ ଜଣଙ୍କ ମଧ୍ୟରେ କିଛି ବି ସମାଧାନ ହୋଇ ନାହିଁ ବୋଲି କୁହାଯାଉଥିବା ବେଳେ ଅନୁଭବ ଙ୍କୁ ଦେଖିବାକୁ ମିଳିଛି ବର ବେଶରେ | ତେବେ ତାଙ୍କ ସହିତ ତାଙ୍କର ପତ୍ନୀ ଥିବା କଥା ମଧ୍ୟ କୁହାଯାଉଛି କିନ୍ତୁ ଏହି ପତ୍ନୀ ଜଣଙ୍କ ବର୍ଷା ପ୍ରିୟଦର୍ଶିନୀ ନୁହନ୍ତି ବୋଲି କୁହାଯାଉଛି | ଆଉ ଯାହା ଦେଖିବାକୁ ମିଳିଛି କି ଅନୁଭବ ମହାନ୍ତି ମୁଣ୍ଡରେ ସିନ୍ଦୁର ଓ ଚନ୍ଦନ ଗାର ଦେଇ ମୁଣ୍ଡରେ ମୁକୁଟ ପିନ୍ଧିକି ବର ବେଶରେ ସାଜିଛନ୍ତି |

ଆଉ ସେପରେ ସମସ୍ତେ ଆସିଛନ୍ତି ବନ୍ଧୁ ବାନ୍ଧବ ମାନେ ଆଉ ବେଶ ଭିଡ଼ ଥିବାର ମଧ୍ୟ ନଜର ଆସିଛି ସେହି ସ୍ଥାନଟି | ତେବେ ପରେ ଅନୁଭବ ବନ୍ଧୁ ମାନଙ୍କୁ ବିଦାୟ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ତେବେ ଏହି ବିବାହ ରେ ଅନୁଭବ ଙ୍କ ର କୌଣସି ଫ୍ଲିମ ର ପାର୍ଟ ବା ସତ ତାହା ଠିକ ସେ ଜଣା ପଡିନି ବୋଲି କୁହାଯାଉଛି | ତେବେ କେତେକ ନେଟିଜିଆନ ମାନଙ୍କର ମତ ଅନୁସାରେ ସେମାନେ ଅନୁମାନ କରିକି କହିଛନ୍ତି କି ଏହି ଫୋଟ ଆଉ ଭିଡ଼ିଓ ରେ ଦେଖା ଯାଉଥିବା ଅନୁଭବ ଙ୍କ ପତ୍ନୀ ବୋଲି ଯାହାକୁ କୁହାଯାଉଛି ସେ ହେଉଛନ୍ତି ଅନୁଭବ ଙ୍କର ଦିଲ୍ଲୀ ବାନ୍ଧବୀ |

ତେବେ ବର ବେଶରେ ଥିବା ଅନୁଭବ ମହାନ୍ତି ଙ୍କ ସହିତ ତାଙ୍କର ପତ୍ନୀ ଭାବରେ ଅନୁଭବ ଙ୍କର ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲା ଚିଡ଼ା ହୋଇଛନ୍ତି ବୋଲି ଅନୁମାନ କରାଯାଉଛି | କିନ୍ତୁ ଏହା ସତ କି କୌଣସି ଫ୍ଲିମ ପାର୍ଟ ତାହା ଏ ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡିନି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment