Odisha News Portal

ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ ହଠାତ ଆସି ପହଞ୍ଚି ଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ସମାଜରେ ପ୍ରତିଦିନ ଅତ୍ୟାଚାର ଓ ଅନ୍ୟାୟ ଦେଖିବାକୁ ମିଳିଥାଏ। ଘରୋଇ ହିଂସା ବା ପାରିବାରିକ କଳହକୁ ନେଇ ସମାଜରେ ବହୁତ ସମସ୍ୟା ଦେଖା ଦେଖାଯାଏ। ଲୋକ ମାନେ ସମସ୍ୟାକୁ ସମାଧାନ ନ କରି, ଭୁଲ କାର୍ଯ୍ୟ କରି ବସନ୍ତି। ଯାହାକି ପରିବେଶ ପ୍ରତି ଲଜ୍ୟା ଜନକ ବା ଅପ୍ରତିକର କଥା ଅଟେ। ଯେଉଁ ଯୁବକ ଓ ଯୁବତୀ ସମାଜର ବିରୁଦ୍ଧରେ ଯାଇ ଭୁଲ କାର୍ଯ୍ୟ କରନ୍ତି ସମାଜ ତାକୁ ଘୃଣା ଚକ୍ଷୁରେ ଦେଖିଥାଏ। ସେମାନେ ଆଇନକୁ ମଧ୍ୟ ଖାତିର କରନ୍ତି ନାହିଁ, ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି। ଜଣେ ଯୁବକ ତାଙ୍କ ସ୍ତ୍ରୀ ଙ୍କୁ ଛାଡ଼ ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ସୂଚନା ମିଳିଛି। ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଟକ ଜିଲ୍ଲା ସାଲେପୁର ନିକଟସ୍ଥ ପାଗା ଛକ ନିକଟରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ବିକ୍ରମ କେଶରୀ ସାହୁ ନାମକ ଜଣେ ଯୁବକ ୨୦୧୦ ମସିହାରେ ସୁପ୍ରିୟା ପଣ୍ଡା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ବୈବାହିକ ଜୀବନରେ ଖୁସି ରହିବା ସଙ୍ଗେ ସଙ୍ଗେ ତାଙ୍କର ୮ ବର୍ଷର ଛୁଆଟିଏ ମଧ୍ୟ ରହିଛି। ସେମାନେ ଛୁଆଟିକୁ ନେଇ ବହୁତ ଖୁସି ରହିଥିଲେ। ଏଭଳି କିଛି ଦିନ ଚାଲିଲା ପରେ ତାଙ୍କ ଦୁହିଁଙ୍କ ଜୀବନରେ ଏକ ଝଡ଼ ସୃଷ୍ଟି ହେଲା ଓ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡା ଓ ପାଟିତୁଣ୍ଡ ଲାଗି ରହିଲା।

ତେବେ ଯୁବକ ଜଣଙ୍କ ପଗା ଛକ ଛକ ନିକଟରେ ଥିବା ଗୋଲଡ଼ନ ମେମୋରି ପ୍ୟାଲେସରେ ଦ୍ୱିତୀୟ ବିବାହ କରିଛନ୍ତି। ମହିଳା ଜଣଙ୍କ ପୋଲିସକୁ ନେଇ ବାହାଘର ମଣ୍ଡପରେ ଆସି ପଂହଁଚି ଯାଇଥିଲେ ଓ ତାଙ୍କ କହିବା କଥା ଯେ, ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ ପତ୍ର ନଦେଇ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଯୁବକଙ୍କ କହିବା କଥା ଯେ ମହିଳା ଜଣଙ୍କ ତାଙ୍କୁ ଅଯଥାରେ ହଇରାଣ କରୁଛନ୍ତି। ଯାହାକି ବହୁ ବର୍ଷ ଧରି କୋର୍ଟ କଚେରୀ ପରେ ସେମାନଙ୍କର ଛାଡ଼ ପାତ୍ର ହୋଇ ସାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।