Odisha News Portal

Jyotisa Shastra – ଦୀର୍ଘ ୧୫ ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଉଛନ୍ତି ଏହି ୬ଟି ରାଶି ହେବେ କୋଟିପତି

ଶନି ଦେବ ଙ୍କୁ ନ୍ୟାୟ ର ଦେବତା କୁହାଯାଏ । ଯଦି କୌଣସି ରାଶି ର ବ୍ୟକ୍ତି ବିଶେଷ ଉପରେ ଶନି ଦେବଙ୍କ ଖରାପ୍ ପ୍ରଭାବ ପଡିଥାଏ ତେବେ ସେହି ବ୍ୟକ୍ତି ସାରା ଜୀବନ ନିଜ ସମସ୍ୟା ସମାଧାନ କରିବାରେ ଲାଗିଥାଏ। ଯଦି ଶନି ଦେବ ଙ୍କ କୃପା ଦୃଷ୍ଟି ପଡ଼ିଥାଏ ତେବେ ସେହି ବ୍ୟକ୍ତି ଜୀବନ ରେ ସବୁ ସୁଖ ପ୍ରାପ୍ତି କରିଥାଏ । ସେମିତି ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଏ ଓ ସବୁ ବ୍ୟକ୍ତି ସବୁବେଳେ ଚାହିଁ ଥାଆନ୍ତି କି ତାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡ଼ିରହୁ। ଯେମିତି କି ତା ଜୀବନ ରେ କିଛି ସମସ୍ୟା ନରହୁ।

ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଗତ କାଲି ଏମିତି କିଛି ମହା ସଂଯୋଗ ହେବାକୁ ଯାଉଛି ଯାହା ଦ୍ଵାରା ମାତା ଲକ୍ଷ୍ମୀ ଓ ଭଗବାନ ଶନି ଦେବ କୌଣସି ଏକ ରାଶି ଉପରେ ଏକା ସହିତ ପ୍ରସନ୍ନ ହେବାକୁ ଯାଉଛି ଯେଉଁଥିପାଇଁ ସେହି ବ୍ୟକ୍ତି ଜୀବନ ରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ ;

ମେଷ ରାଶି , ଏହି ରାଶି ର ଖରାପ୍ ସମୟ ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ମାନ ସମ୍ମାନ ମିଳିବ। ଅନେକ ଲୋକ ଚାକିରି କ୍ଷେତ୍ର ରେ ଉନ୍ନତି କରିବେ । ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ଶନି ଦେବ ଙ୍କ କୃପା ରେ ବ୍ୟାପାର ବାଣିଜ୍ୟ ରେ ବହୁତ୍ ଲାଭ ମିଳିବ।

କର୍କଟ ରାଶି , ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିବାକୁ ଯାଉଛି। ଅନୁଗତ ଙ୍କ ଦ୍ଵାରା ଆପଣ ଲାଭବାନ ହେବେ । ଅନେକ ଦିନ ର ସମସ୍ୟା ଦୂର ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ର ପଦୋନ୍ନତି ର ଯୋଗ ରହିଛି ।

ବିଛା ରାଶି , ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଆଗାମୀ ଦିନ ରେ ମନ ଚାହୁଁ ଥିବ ଚାକିରି ମିଳିବ। ଆପଣଙ୍କୁ ଆଗାମୀ ଦିନ ରେ ସଫଳତା ମିଳିବ। ବ୍ୟବସାୟ ରେ ଉନ୍ନତି କରିବେ। ମନ ଚଞ୍ଚଳ ରହିବ।

ଧନୁ ରାଶି , ଧନୁ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଶନି ଦେବଙ୍କ ବିଶେଷ ପ୍ରଭାବ ରହିବ ଯେଉଁମାନେ ବ୍ୟାପରି ସେମାନଙ୍କୁ ବିଶେଷ ଲାଭ ମିଳିବ ।ଏହି ଦିନ ରେ ନିଜ ଜୀବନସାଥି ଙ୍କ ସହିତ ବହୁତ୍ ଭଲ ସମୟ ବ୍ୟତୀତ କରିବେ। ସବୁ କ୍ଷେତ୍ର ରେ ଆପଣକୁ ସଫଳତା ମିଳିବ।ବହୁତ ଦିନ ରୁ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ।

କୁମ୍ଭ ରାଶି, କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଶନି ଦେବଙ୍କ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ପ୍ରେମ ବିବାହ ହେବାର ଯୋଗ ରହିଛି । ଆପଣଙ୍କ ଜୀବନ ରେ ମଧୁରତା ଆସିବ । ନୂତନ ଘର କିନିବର୍ ସମ୍ଭାବନା ରହିଛି ।

ତୁଳା ରାଶି , ପରିବାର ରେ ସୁଖ ଶାନ୍ତି ଲାଗି ରହିବ। ଅନେକ ଦିନ ରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।